ମେଟ୍ରୋ

୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ ଯୋଗେ ଆବେଦନ କରିପାରିବେ। ଆବେଦନ ଲାଗି ୫ ଦିନ ସମୟ ମିଳିବ। ପରୀକ୍ଷାର୍ଥୀଙ୍କ…

ଆଜିଠୁ କାର୍ଯ୍ୟକ୍ଷମ ହେଲା ହେଲ୍‌ଥ ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧।୯(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବୁଧବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଯୋଜନାରେ ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏଥିପାଇଁ ବିଭିନ୍ନ ଜିଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇଛି । ଅଗଷ୍ଟ ୧୫ରେ…

ବିଧାନସଭା ମୌସୁମୀ ଅଧିବେଶନ: ଅସୁସ୍ଥତା ସତ୍ତ୍ୱେ ଭର୍ଚୁଆଲରେ ଯୋଡ଼ି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର,୧।୯(ବ୍ୟୁରୋ): ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଗୃହ ପରିଚାଳିତ ହେଉଥିବା ବେଳେ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଡ଼ି ହୋଇଥିଲେ। ଜୀବନ ସହ ସଂଘର୍ଷ ଭିତରେ ବି…

ଆଜିଠୁ ହାଉସ୍‌ଫୁଲ୍‌ ସିନେମା ହଲ୍‌

ଭୁବନେଶ୍ୱର,୧।୯(ବ୍ୟୁରୋ): ଆଜିଠାରୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ। ଏ ନେଇ ସିନେମା ହଲ ମାଲିକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍‌ ଜାରି କରିଥିବାବେଳେ ବୁଧବାରଠାରୁ କଟକଣା ଲାଗୁ ହୋଇଛି । ଶତ…

ଆରମ୍ଭ ହେଲା ବିଧାନସଭା; ମରୁଡ଼ି ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ

ଭୁବନେଶ୍ୱର,୧।୯(ବ୍ୟୁରୋ): ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବୁଧବାର ଏହାର ପ୍ରଥମ ଦିନରେ କଂଗ୍ରେସ ସଦସ୍ୟମାନେ ଆରମ୍ଭରୁ ଗୃହରେ ହୋ ହଲ୍ଲା ଦେଖିବାକୁ ମିଳିଛି। ମରୁଡ଼ି ପ୍ରସଙ୍ଗକୁ ନେଇ ସେମାନେ ନାରାବାଜି କରିବା ସହ ଗୃହରେ ରାଜ୍ୟର ମରୁଡି ସ୍ଥିତି ନେଇ…

୩ରୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧।୯(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩ତାରିଖରୁ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜରେ…

ଦ୍ୱିତୀୟ ଲହରରେ ୩୭ ପିଲାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ):ରାଜ୍ୟରେ କରୋନା ପୁଣି ଜଣେ ଶିଶୁର ଜୀବନ ନେଇଛି। ଏଥିସହ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୨ଜଣ ଥିବାବେଳେ ଅନୁଗୋଳରୁ ୧୧, ଜଗତସିଂହପୁର ୮, କେନ୍ଦ୍ରାପଡ଼ା ୬,…

ଆଜି କରୋନା ନେଲା ୫୩ ଜୀବନ: ମୃତ୍ୟୁ ସଂଖ୍ୟା ୮ ହଜାର ଟପିଲା

ଭୁବନେଶ୍ୱର,୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮ ହଜାର ଟପିଛି। ଏବେ ୮,୦୨୨ ଜଣ କରୋନାରେ ଆଖିବୁଜିଛନ୍ତି। ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୨୫ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୨୫ ଜଣ ଅଛନ୍ତି। ଏହି ୭୧୯ ଜଣଙ୍କ ମଧ୍ୟରୁ ୪୨୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୯୭ଟି…

ଆଜିଠୁ ବିଧାନସଭା

ଭୁବନେଶ୍ୱର,୧ା୯(ବ୍ୟୁରୋ):ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ଯାଏ ଚାଲିବ। ଏହି ଅଧିବେଶନରେ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ…

ହଟିଲା ସପ୍ତାହାନ୍ତ ଶଟ୍‌ଡାଉନ୍‌: ୧୦ଟା ଯାଏ ଦୋକାନ ବଜାର ଖୋଲା; ବିବାହରେ ନାଚି ପାରିବେ ବରଯାତ୍ରୀ

ଭୁବନେଶ୍ୱର,୩୧।୮(ବ୍ୟୁରୋ): କରୋନା ମହାମାରୀକୁ ନେଇ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ମଙ୍ଗଳବାର ଘୋଷଣା କରିଛନ୍ତି। ତେବେ ନୂଆ ଘୋଷଣା ଅନୁଯାୟୀ, ରାଜ୍ୟରେ…

ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୯୬୯କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?