ମେଟ୍ରୋ

ଶ୍ରଦ୍ଧାଳୁଙ୍କୁ ଅନନ୍ତ ବାସୁଦେବ ମନ୍ଦିର ମନା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରବିବାର ପଡୁଛି ପ୍ରବିତ୍ର ଅନନ୍ତ ଚତୁର୍ଦ୍ଦଶୀ। ଏଥିପାଇଁ ରାଜଧାନୀର ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିବର୍ଷ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଶ୍ରଦ୍ଧାଳୁମାନେ ପୂଜା କରିବା ସହ ମନ୍ଦିର ବେଢାରେ ପ୍ରସାଦ ସେବନ କରିଥାନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…

୨୦ରୁ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କ ଅଫ୍‌ଲାଇନ୍‌ କ୍ଲାସ: ଗାଇଡ୍‌ ଲାଇନ ଜାରି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ଅଫ୍‌ଲାଇନ କ୍ଲାସ କରିବେ। କରୋନା କଟକଣା ମଧ୍ୟରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ଭାଇସ୍‌…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୃତ୍ୟୁ…

ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏ…

୨୪ ଘଣ୍ଟାରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୮୩ ପିଲା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ ବର୍ଗର। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ବାକି ୨୯୪ଟି ହେଉଛି…

ଏଣିକି ପୋଲିସ, ଅଗ୍ନିଶମ ସେବା ପାଇଁ ନଂ. ୧୧୨

କଟକ ଅଫିସ,୧୮।୯: ଏଣିକି ଗୋଟିଏ ନମ୍ବରରେ ମିଳିବ ପୋଲିସ ଓ ଅଗ୍ନିଶମ ସେବା। ୧୦୧ ପରିବର୍ତ୍ତେ ୧୧୨କୁ କଲ୍‌ କରି ଜରୁରିକାଳୀନ ପରିସ୍ଥିତିରେ ଲୋକେ ଅଗ୍ନିଶମ ସେବା ପାଇ ପାରିବେ। ସେହିଭଳି ପୂର୍ବରୁ ପୋଲିସ ପାଇଁ ୧୦୦କୁ ଡାଏଲ୍‌ କରାଯାଉଥିବାବେଳେ ଏବେ…

ମେଘଡମ୍ବରୁରେ ଧଳା କପଡ଼ା ପଡ଼ିବା ନେଇ ଅସନ୍ତୋଷ

ପୁରୁଣା ଭୁବନେଶ୍ୱର,୧୮।୯(ଡି.ଏନ୍‌.ଏ.): କନ୍ୟା ସଂକ୍ରାନ୍ତି ଅବସରରେ ଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ନୀତକାନ୍ତିିରେ ବ୍ୟତିକ୍ରମ ହୋଇଥିବା ଜଣାପଡ଼ିଛି। ପ୍ରାତଃରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ଅବକାଶ ସରିବା ପରେ ଘଣ୍ଟୁଆ, ମେଘଡମ୍ବରୁ, ଘଣ୍ଟ, ମନ୍ଦିର ଚପରାସୀ ପଞ୍ଚୁଆତି ଘରକୁ ରୋଷହୋମ ସାମଗ୍ରୀ ପାଇଁ ଆଣିବାକୁ ଯାଇଥିଲେ।…

ଦେଶର ଅଭିବୃଦ୍ଧି ପାଇଁ ଅଧିକ କର ସଂଗ୍ରହକୁ ଗୁରୁତ୍ୱ

କଟକ ଅଫିସ,୧୮।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ କଟକର ଆୟକର ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ଶୁକ୍ରବାର ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ…

ଭିନ୍ନ ମତ ରଖିଲେ ପୂଜା କମିଟି ସଦସ୍ୟ

କଟକ ଅଫିସ, ୧୮।୯: ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପରଦା ଆଢୁଆଳରେ ପୂଜା କରିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସ୍‌ରେ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପୂଜାକମିଟି…

ମାନସିକ ଦୃଢ଼ତାର ବାର୍ତ୍ତା ଦେଲା ‘ଦି ହିଲିଂ ଟଚ୍‌’

ଭୁବନେଶ୍ୱର, ୧୮।୯ (ବ୍ୟୁରୋ): ସାଧାରଣ ମଧ୍ୟବିତ୍ତ ପରିବାର। ସବୁ ପରିବାର ପରି ଏଠାରେ ମଧ୍ୟ ସୁଖ, ଦୁଃଖ, ହସ ଲୁହ ରହିଛି। ସବୁକିଛି ଠିକ୍‌ ଠାକ ଚାଲିଥିବାବେଳେ ହଠାତ୍‌ ପରିବାରର ମୁଖ୍ୟ କରୋନାରେ ଆକ୍ରାନ୍ତ ହୁଅନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ…

୩ଦିନ ହେଲାଣି ଟ୍ରାଙ୍କୁଲାଇଜ୍‌ ସଫଳ ହେଉନି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚନ୍ଦକା ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରୁଥିବା ତଥା ଜନବସତି ଆସି ଆତଙ୍କ ସୃଷ୍ଟି କରୁଥିବା ହାତୀଙ୍କ ଉପରେ ନଜର ରଖିବାକୁ ଲାଗିବ ରେଡିଓ କୋଲାର। ଏଥିପାଇଁ ବାଙ୍ଗାଲୋରସ୍ଥିତ ଏସିଆନ ଏଲିଫ୍ୟାଣ୍ଟ୍‌ ରିସର୍ଚ୍ଚ ସେଣ୍ଟରରୁ ୬ଜଣିଆ ବିଶେଷଜ୍ଞ ଟିମ୍‌ ମଧ୍ୟ ଆସିଛନ୍ତି।…

‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍‌ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ଅମୃତ ମହୋତ୍ସବର ଅମୃତବିନ୍ଦୁ। ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?