ରାଜ୍ୟରୁ ପୁଣି ୬୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି। ୬୬ ମୃତକଙ୍କ ମଧ୍ୟରୁ…
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୬ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ଶନିବାର ରାଜ୍ୟରେ ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ ବର୍ଗର । ଆକ୍ରାନ୍ତଙ୍କ ମଧ୍ୟରୁ ୫୩୧ ଜଣ କ୍ୱାରାଣ୍ଟାଇନ୍ରୁ…
ଐତିହ୍ୟ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ଥିତି
ଭୁବନେଶ୍ୱର,୨୧।୮(ବ୍ୟୁରୋ): ଭୁବନେଶ୍ୱରର ଐତିହ୍ୟ ଅଞ୍ଚଳରେ ଏବେ ବିପର୍ଯ୍ୟସ୍ତ ସ୍ଥିତି ଦେଖିବାକୁ ମିଳୁଛି। ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ସଫେଇ ଓ ସଚେତନତା ଆଦି କ୍ଷେତ୍ରରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଦୀପତଳ ଅନ୍ଧାର…
ମନ ଜିଣୁଛି ବିହନ ରାଖୀ
ପୁରୁଣା ଭୁବନେଶ୍ୱର,୨୧।୮(ଡି.ଏନ୍.ଏ.): ଆଉ ଦିନକ ପରେ ସ୍ନେହ ଓ ଶ୍ରଦ୍ଧାର ପର୍ବ ରକ୍ଷାବନ୍ଧନ। କରୋନା ସମୟରେ ଅନେକ ଲୋକ ଜୀବିକା ହରାଇଥିବା ବେଳେ ପୋଖରୀପୁଟ ଅଞ୍ଚଳର ପରିବେଶବିତ୍ ସୁଶାନ୍ତ ସାହୁ ରାଖୀ ପୂର୍ଣ୍ଣମୀ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧଳାଧାନ, କଳାଧାନ, ନାଲିଧାନ,…
ବେଆଇନ ପାର୍କିଂ ରୋକିବ ‘ମୋ ପାର୍କିଂ’ ଆପ୍
ଭୁବନେଶ୍ୱର,୨୧।୮(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରରେ ଆଉ ହେବନି ପାର୍କିଂ ସମସ୍ୟା। ବେଆଇନ ପାର୍କିଂ ଓ ଫି ବାଟମାରଣା ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ପକ୍ଷରୁ ପ୍ରସ୍ତୁତ ହେଉଛି ସ୍ମାର୍ଟ ଆପ୍ ‘ମୋ ପାର୍କିଂ’। ଲୋକମାନେ ଘରୁ ବାହାରିବା ପୂର୍ବରୁ…
ଏସ୍ଡିଆଇ ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ
ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ତରାବୋଇଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ)ର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସି) ଭୁବନେଶ୍ୱର ନୂଆ କ୍ୟାମ୍ପସର ଭୂମିପୂଜନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…
କରଦାତାଙ୍କୁ କୃତଜ୍ଞତା
ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ଆୟକର ବିଭାଗ କାର୍ଯ୍ୟାଳୟଠାରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଆୟକର…
ପୁଣି ଡିଜେଲ ୨୧ପଇସା କମିଲା
ଭୁବନେଶ୍ୱର,୨୧।୮: କ୍ରମାଗତ ତୃତୀୟ ଦିନ ଲାଗି ସାରା ଦେଶରେ ଡିଜେଲ ଦର ହ୍ରାସ ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୨୧ ପଇସା କମିଛି।…
ରେଳମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା
ଭୁବନେଶ୍ୱର, ୨୧।୮(ବ୍ୟୁରୋ):୧୯୯୬ରେ କେନ୍ଦ୍ରରେ ଏଚ୍.ଡି. ଦେବେଗୌଡ଼ାଙ୍କ ସରକାର ଥିବାବେଳେ ଦେଶରେ ୭ଟି ନୂଆ ରେଲଓ୍ବେ ଜୋନ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ୭ଟି ମଧ୍ୟରୁ ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ୍ ୧୯୯୬ ଅଗଷ୍ଟ ୮ ଭୁବନେଶ୍ୱରରେ ଉଦ୍ଘାଟିତ ହେଲା। ଉଦ୍ଘାଟନୀ…
ଉଚ୍ଚ ପାଚେରି ଡେଇଁ ଫାର୍ମ ହାଉସ ଭିତରକୁ ଛାତ୍ରୀ ଗଲେ କିପରି
ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ନନ୍ଦନକାନନ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ଥିବା ପୋଖରୀରୁ ଶୁକ୍ରବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛନ୍ତି ଏହା ଉପରୁ ପରଦା ହଟି ନାହିଁ।…
ବ୍ଲକରେ ହେବ ପଞ୍ଚାୟତ ଭୋଟ ଗଣତି
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟବାକ୍ସ ସିଲ୍ କରି ବ୍ଲକରେ ରହିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଗଣତି ହେବ। ପଞ୍ଚାୟତିରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି।…
ରାତି ଅଧରେ ଘରୁ ପଳାଇ ଆସିଥିଲେ: ରାଜଧାନୀ ନିକଟ ଫାର୍ମ ହାଉସରୁ ମିଳିଲା ପ୍ରଫେସରଙ୍କ ଝିଅଙ୍କ ମୃତଦେହ
ଭୁବନେଶ୍ୱର,୨୦।୮(ବ୍ୟୁରୋ): ଜେଇଇରେ ଭଲ କରି ନ ଥିବାରୁ ଗୁରୁବାରଠାରୁ ଘରୁ ପଳାଇ ଆସିଥିଲେ ଝିଅ। ଶୁକ୍ରବାର ଏକ ଫାର୍ମ ହାଉସ୍ ପୋଖରୀରୁ ତାଙ୍କ ମୃତଦେହ ମିଳିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା…
Archives


