ବିଏମ୍ସିରେ ମିଶିଲା ୯ ନୂଆ ପାର୍କ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଭୁବନେଶ୍ୱରରେ ପାର୍କର ସୁପରିଚାଳନା ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷ ସ୍ବତନ୍ତ୍ର ରଣନୀତି କରିଛନ୍ତି। ପାର୍କଗୁଡ଼ିକର ଆୟତନ ଅନୁସାରେ ଏହାର ଶ୍ରେଣୀଭୁକ୍ତ କରାଯାଇଛି। ଏହି ଅନୁସାରେ ଅଧ ଏକରରୁ କମ୍ ପରିସୀମା ଥିବା ପାର୍କଗୁଡ଼ିକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ତତ୍ତ୍ୱାବଧାନରେ ଏବଂ ଅଧ…
ଗୋପାଳପୁର ବିଧାୟକଙ୍କ ଝିଅଙ୍କୁ ଇଡିର ମାରାଥନ ଜେରା
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଟାଟା କମ୍ପାନୀରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଜେଲରେ ଥିବା ଆକାଶ ପାଠକଙ୍କ ଭାବି ଶଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱର…
ବାହାରୁ ଆସିଲେ କୋଭିଡ୍ ଟେଷ୍ଟ କରିବାକୁ ବାଧ୍ୟ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସରକାର ସତର୍କ କରାଇଛନ୍ତି। ଡିଏମ୍ଇଟି ରମା ରମଣ ମହାନ୍ତି କହିଛନ୍ତି, ବର୍ତ୍ତମାନ ଆନ୍ତର୍ଜାତିକ ଗମନାଗମନ ସ୍ବାଭାବିକ ହୋଇଥିବାରୁ ଦେଶକୁ ଏହି ଭାରିଆଣ୍ଟ ଆସିବାର ସମ୍ଭାବନା ଯଥେଷ୍ଟ ରହିଛି। ତେବେ…
ଇଡି କାର୍ଯ୍ୟାଳୟରେ ବିଧାୟକଙ୍କ ଝିଅ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଶୁକ୍ରବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୁତିଙ୍କ ଆକାଉଣ୍ଟକୁ ବାରମ୍ବାର ଟ୍ରାଞ୍ଜେକ୍ସନ ହୋଇଥିବା ଜଣା ପଡିଥିଲା । ଏ ନେଇ…
କାର୍ତ୍ତିକ ପରେ ବି ଖସୁନି ପରିବା ଦର: ୧୦୦ ଟପିଲା ଟମାଟୋ
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): କମିବାର ନା ଧରୁନି ପରିବା ଦର । କାର୍ତ୍ତିକ ମାସ ଗଲା ପରେ ବି ବଜାରରେ କଞ୍ଚା ପରିବା ଦର ଆକାଶଛୁଆଁ ହୋଇଛି । ଟମାଟୋ କିଛି ଦିନ ତଳେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ…
ଏଥର ଉଠିପାରେ ରତ୍ନଭଣ୍ଡାର ପ୍ରସଙ୍ଗ
ପୁରୀ ଅଫିସ,୨୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୁରୀ ଜିଲା ଟ୍ରେଜେରି ତଥ୍ୟରେ ତାଳମେଳ ରହୁ ନ ଥିବା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଚିନ୍ତା…
ସନ୍ଧ୍ୟା ୬ ପରେ ନନ୍ଦନକାନନକୁ ପ୍ରବେଶ ମନା
ବାରଙ୍ଗ,୨୬।୧୧(ଡି.ଏନ୍.ଏ.): ସପ୍ତାହକୁ ଗୋଟେ ଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହିଦିନ ପଶୁପକ୍ଷୀ କୋଳାହଳରୁ ଦୂରେଇ ରହିବା ସହ ପରିସରର ଆନୁଷଙ୍ଗିକ କାର୍ଯ୍ୟ କରିବା ନିମନ୍ତେ ସୋମବାର ନନ୍ଦନକାନନକୁ ବନ୍ଦ ରଖାଯାଇଛି। କେବଳ ଘରୋଇକରଣରେ ନେଇଥିବା ଠିକାଦାର ଓ କର୍ମଚାରୀଙ୍କ…
୧୦ ମାସରେ ୪୦ ହତ୍ୟା
ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ,୨୬ା୧୧ଚୋରି, ଡକାୟତି, ରାହାଜାନି ଓ ହତ୍ୟା ତଥା ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ଏନେଇ କମିଶନରେଟ ପୋଲିସ ମଧ୍ୟ ସର୍ବଦା ‘ୱି କେୟାର ୱି ଡେୟାର’ର ନାରା ଦେଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ…
ଲାଗୁନି ପର୍ଯ୍ୟବେକ୍ଷଣ କ୍ୟାମେରା
ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ରାଜ୍ୟରେ ୧୪୫ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପସଂସ୍ଥା ଚିହ୍ନଟ କରାଯାଇଛି। ପ୍ରଦୂଷଣର ମାତ୍ରା ଜାଣିବା ଏବଂ ଏହାର ନିରାକରଣ କରିବା ଲାଗି ସମ୍ପୃକ୍ତ ଶିଳ୍ପାନୁଷ୍ଠାନକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଉଚ୍ଚ କ୍ଷମତାସମ୍ପନ୍ନ ପ୍ରଦୂଷଣ ପର୍ଯ୍ୟବେକ୍ଷଣ କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ…
ପାକୁଙ୍କ ୨.୩୪ କୋଟିର ସମ୍ପତ୍ତି ଜବତ
ଖୋର୍ଦ୍ଧା ଅଫିସ, ୨୬ା୧୧: ଭୁବନେଶ୍ୱର କମିଶନରେଟ ପୋଲିସର ହ୍ବାଇଟ୍ ସ୍ପାଇଡର ଅପରେଶନ ପରେ ଖୋର୍ଦ୍ଧା ପୋଲିସ ସ୍କାନରରେ ଏବେ ନିଶା ବେପାରୀ। ବ୍ରାଉନସୁଗାର ବେପାରକରି ରାତାରାତି କୋଟିପତି ପାଲଟିଥିବା ଖୋର୍ଦ୍ଧା ଟାଉନଥାନା ଅଧୀନ ସାମନ୍ତରାପୁର ଶାଗୁଆନ ବଜାର ଅଞ୍ଚଳର ସୋମନାଥ ଭୁଜବଳ…
ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଧାନସଭାର ସମସ୍ତ ସଦସ୍ୟଙ୍କ…
ଏମ୍ସରେ ଅନ୍ୟ ୨ ବିଭାଗରେ ଆରମ୍ଭ ହେବ ଏମ୍ସିଏଚ୍, ଡିଏମ୍ କୋର୍ସ
ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ଭୁବନେଶ୍ବର ଏମ୍ସରେ ସୁପରସ୍ପେଶାଲିଟି ସେବା ବୃଦ୍ଧି ପାଇବ। ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଏମ୍ସିଏଚ୍ ଓ ନେଫ୍ରୋଲୋଜି ବିଭାଗରେ ଡିଏମ୍ କୋର୍ସ ଖୁବ୍ଶୀଘ୍ର ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି। ଗତ ୨୧ ତାରିଖ ଓ ଗୁରୁବାର…
Archives


