ମହାଶିବରାତ୍ରୀ ଲାଗି ଜାରିହେଲା ଗାଇଡ୍ଲାଇନ
ଭୁବନେଶ୍ୱର,୨୭।୨(ବ୍ୟୁରୋ): ମହାଶିବରାତ୍ରୀ ତଥା ଜାଗର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ଗାଇଡଲାଇନ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ…
ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ
ଭୁବନେଶ୍ୱର,୨୭।୨(ବ୍ୟୁରୋ): ରବିବାର ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ। ଶନିବାର ପ୍ରଥମ ଦିନର ଗଣତି ଆରମ୍ଭ ହୋଇଥିଲେ ହେଁ ତାହା ଶେଷ ହୋଇପାରି ନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍ରେ ଭୋଟ ଗଣତି ଆରମ୍ଭ କରାଯାଇଥିଲା। ସେଥିରୁ…
ସର୍ବଦଳୀୟ ରଣନୀତି ଫେଲ୍, ବାଜିମାରିଲେ ସ୍ବାଧୀନ ପ୍ରାର୍ଥୀ
ପଟ୍ଟାଙ୍ଗୀ, ୨୭।୨(ଡି.ଏନ୍.ଏ.): ରାଜ୍ୟରେ ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗଣତି ଆରମ୍ଭ ହୋଇଛି। ଚୂଡ଼ାନ୍ତ ବିଜୟୀ ତାଲିକା ପ୍ରକାଶ ପାଇ ନ ଥିଲେ ସୁଦ୍ଧା ୩୧୪ ବ୍ଲକର ୩୧୫ ଜିଲା ପରିଷଦ ଜୋନ୍ରେ ହୋଇଥିବା ଗଣତିରେ ବିଜେଡିର…
ୱାର୍ଲଡ ସ୍କିଲ୍ ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ
ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଓ ତାଙ୍କ ପ୍ରତିନିଧି ଦଳ ଶନିବାର ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ଖୁସି ଅଭିବ୍ୟକ୍ତ କରିବା ସହ…
ସ୍କୁଲ ଖୋଲିବା ପୂର୍ବରୁ ଅଭିଭାବକ-ଶିକ୍ଷକ ବୈଠକ ନିର୍ଦ୍ଦେଶ
ଭୁବନେଶ୍ୱର, ୨୭।୨(ବ୍ୟୁରୋ) – ଆସନ୍ତା ୨୮ତାରିଖରୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବ। ତେବେ ଏହା ପୂର୍ବରୁ ଅଭିଭାବକ-ଶିକ୍ଷକ ବୈଠକ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ଦୁଇବର୍ଷ ହେବ ପିଲାମାନେ ସ୍କୁଲ ଆସି ନ ଥିବାରୁ ସେମାନେ କିଭଳି…
ଓଏମ୍ଭିଡି ଏଏସ୍ଆଇ ଗିରଫ
କଟକ ଅଫିସ,୨୭।୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଝାରସୁଗୁଡ଼ାର ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ(ଓଏମ୍ଭିଡି)ର ଏଏସ୍ଆଇ ହରେକୃଷ୍ଣ ନାୟକଙ୍କୁ ଭିଜିଲାନ୍ସ ଶନିବାର ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିଲା। ପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ…
ଗୁପ୍ତ କୋଠରିରେ ପଶିଲା ମହିଳା ପୋଲିସ
ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଲୁଟିବା ସହ ଚାକିରି ଓ ନାମଲେଖା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କୁ କମିଶନରେଟ ପୋଲିସ ଦ୍ୱିତୀୟଥର ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି।…
ନବୀନଙ୍କ ମ୍ୟାଜିକ୍
ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ଶନିବାରଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ଦୁର୍ନୀତି ବିରୋଧୀ ପଦକ୍ଷେପ ଜନମାନସରେ ଏକ ସ୍ବତନ୍ତ୍ର…
ବିଜୟଯାତ୍ରାରେ ବିଜେଡି
ଭୁବନେଶ୍ୱର,୨୭।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶନିବାର କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟର ବ୍ଲକ ମୁଖ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜୋନ୍ଓ୍ବାରି ଗଣନା ଜାରି ରହିବ। ତେବେ ଗଣନାର ପ୍ରଥମ ଦିବସରେ ବିଜେଡିକୁ ବିପୁଳ ଜନସମର୍ଥନ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୯୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୪୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୨,୯୨୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ସୁର କହିଲେ,‘ଭୋଟ ପାଇଁ ଟଙ୍କା ବାଣ୍ଟିଛି ବିଜେଡି’
ଭୁବନେଶ୍ୱର,୨୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡେରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୮୫୧ ଜିଲା ପରିଷଦର ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଅଛି। ଏଥର ପଞ୍ଚାୟତ ନିର୍ବାଚନ ଟ୍ରେଣ୍ଡକୁ ନେଇ ବରିଷ୍ଠ…
ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଜିଲାରେ ବିଜେଡିର କ୍ଲିନ ସୁଇପ୍
ଭୁବନେଶ୍ୱର,୨୬।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଆଗରେ ଚାଲିଛି। ୧୦ ଜିଲାରେ ବିଜୁ ଜନତା ଦଳର କ୍ଲିନ ସୁଇପ୍ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି , ନୟାଗଡ଼, ପୁରୀ ,…
Archives


