ଅଳ୍ପ ବୟସ୍କା ଯୁବତୀଙ୍କୁ ନଚାଇବା ସଂସ୍କୃତି ବିରୋଧୀ
ଭୁବନେଶ୍ୱର,୧୪।୫(ବ୍ୟୁରୋ): ଭୁବନେଶ୍ୱରରେ ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ ବାର୍ ଖୋଲିବା ନିଷ୍ପତ୍ତିକୁ ଭୁବନେଶ୍ୱର ଜିଲା ଭାଜପା ପକ୍ଷରୁ ବିରୋଧ କରାଯାଇଛି। ରାଜ୍ୟ ସରକାର ନିଶାଦ୍ରବ୍ୟ ସେବନ ଓ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। କେବଳ ରାଜସ୍ବ ସଂଗ୍ରହ ପାଇଁ ଏହାକୁ ଗୁରୁତ୍ୱ...
ସାଢ଼େ ୪ କୋଟି ବ୍ୟୟରେ ହେବ ପ୍ରକଳ୍ପ
ଭୁବନେଶ୍ୱର,୧୪।୫(ବ୍ୟୁରୋ): ଭୁବନେଶ୍ୱରରେ ପ୍ରଗତିଶୀଳ ସଡ଼କ କରିବା ସହିତ ବିଏମ୍ସିର ବିଭିନ୍ନ ୱାର୍ଡରେ ଅବସ୍ଥିତ ଅନେକ ରାସ୍ତାର ବିକାଶ କରିବା ନେଇ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୩ଟି ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି। ସବୁ ପ୍ରକଳ୍ପର...
ଜିଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର,୧୪।୫(ବ୍ୟୁରୋ): କୋଭିଡ୍ ମହାମାରୀ ଯୋଗୁ ଗତ ୨ବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠପଢା ଆରମ୍ଭ ହୋଇଛି। ତେବେ ୩୦ ପ୍ରତିଶତ ପିଲା ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି।...
ଦୁଷ୍ମନ୍ତଙ୍କ ଅନ୍ୟତମ ସହଯୋଗୀ ନୟାଗଡ଼ରୁ ଗିରଫ
ଭୁବନେଶ୍ୱର,୧୪ା୫ (ବ୍ୟୁରୋ): ବିଭିନ୍ନ ଟେଲିକମ୍ କମ୍ପାନୀର ସିମ୍ କାର୍ଡକୁ ପ୍ରି-ଆକ୍ଟିଭେଟ୍ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ସାହୁଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶୁକ୍ରବାର ସରିଛି। ଏହାପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।...
ଶିକାରୀଙ୍କ ହାତରେ ଟ୍ରାଙ୍କୁଲାଇଜର
ଅସମାପିକା ସାହୁ ଭୁବନେଶ୍ୱର,୧୪।୫: ଆସାମର ଓରାଙ୍ଗ ଜାତୀୟ ଉଦ୍ୟାନରେ ବନ୍ୟାପ୍ରାଣୀ ମାଫିଆମାନେ ଅଭିନବ ଉପାୟରେ ଗଣ୍ଡାର ଶିଙ୍ଗକୁ କାଟି ନେଇଛନ୍ତି। ନିକଟରେ ଉଦ୍ୟାନ କର୍ମଚାରୀମାନେ ମୁୱାମାରି ଅଞ୍ଚଳରେ ଦୈନନ୍ଦିନ ପାଟ୍ରୋଲିଂ ସମୟରେ ପ୍ରାୟ ୮-୧୦ ବର୍ଷ ବୟସର ଏକ ଅପ୍ରାପ୍ତବୟସ୍କ...
୧୪ କଲେଜରେ ଆରମ୍ଭ ହେବ ରେଗୁଲାର ଆଇଟିଇପି
ଭୁବନେଶ୍ୱର, ୧୪।୫(ବ୍ୟୁରୋ): ରାଜ୍ୟର ୧୧ ସରକାରୀ ଡିଗ୍ରୀ କଲେଜ ଓ ୩ ମଡେଲ ଡିଗ୍ରୀ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ୪ବର୍ଷିଆ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେଶନ ପ୍ରୋଗ୍ରାମ ବା ଆଇଟିଇପି) ରେଗୁଲାର ଭାବେ ଆରମ୍ଭ ହେବ।...
କର୍ମଚାରୀଙ୍କ ଅବସର ବୟସ ୬୦ବର୍ଷ ରହିବ
ଭୁବନେଶ୍ୱର, ୧୪।୫(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ ଅଣଶିକ୍ଷକ (ଟିଚିଂ ଓ ନନ୍ଟିଚିଂ) କର୍ମଚାରୀଙ୍କ ଅବସର ବୟସ ୬୦ବର୍ଷ ହିଁ ରହିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...
୨୭ରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ...
ମେ’ ୨୭ରେ କେରଳ ଛୁଇଁପାରେ ମୌସୁମୀ
ଭୁବନେଶ୍ୱର,୧୩।୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତଦନୁଯାୟୀ ଜୁନ ପ୍ରଥମ...
ଆସନ୍ତା ୨୧ରୁ ମାଟ୍ରିକ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର,୧୩।୫(ବ୍ୟୁରୋ): ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୧ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ସହିତ ଏସ୍ଓଏସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଏଥିପାଇଁ ୨୦...
ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶର, ୧୩।୫(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ଥିବା ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହେବ। ତେବେ ଉପନିର୍ବାଚନ ପାଇଁ ମେ’୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ...
ରାଜଧାନୀରେ ଯୁବତୀଙ୍କୁ ବଳାତ୍କାର
ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜଧାନୀରେ ବାର ଖୋଲୁ ଖୋଲୁ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ସ୍ଥିତ ଏକ ବାର୍ରେ ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ବଳତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଯୁବତୀ ସେଠାରୁ ଖସି ଆସି ପାହାଳ...
Archives


