ମେଟ୍ରୋ

ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ଦୁଇ ଗୁଣା ଜରିମାନା

ଭୁବନେଶ୍ୱର,୯ା୮(ବ୍ୟୁରୋ)-ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ଏବେ ଦୁଇଗୁଣା ଜରିମାନା ଦେବାକୁ ହେବ। ପୂର୍ବରୁ ୫୦୦ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ୧୦୦୦ ଟଙ୍କା ଦେବାକୁ ପଡିବ। ଏ ନେଇ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)…

ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ୩ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୯।୮(ବ୍ୟୁରୋ): ଅବପାତରେ ପରିଣତ ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ୩ ଜିଲା ଗଞ୍ଜାମ, ଗଜପତି ଓ…

ପରେଡ୍‌ରେ ଭାଗ ନେବେନି ସ୍କୁଲ୍‌ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ): ଏଥର ଅଗଷ୍ଟ ୧୫ ପରେଡ୍‌ରେ ଭାଗ ନେବେନି ସ୍କୁଲ୍‌ ଛାତ୍ରୀଛାତ୍ର। କେବଳ ଓଏସ୍‌ଏପି, ଓଡ୍ରାଫ୍‌ ଓ ବିଏସ୍‌ଏଫ ପରେଡ୍‌ରେ ସାମିଲ ହେବେ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ୧୧,…

କରୋନାରେ ଚାଲିଗଲା ୨ ଜୀବନ

ଭୁବନେଶ୍ବର,୯।୮: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଜଣେ ରହିଥିବାବେଳେ ଅନ୍ୟ ଜଣେ…

ଆଜି ରାଜ୍ୟରେ ୪୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୯।୮: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଥମୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୮୫ ଚିହ୍ନଟ ହୋଇଥିବାବେଳେ…

ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ବର, ୯ା୮(ବ୍ୟୁରୋ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ଫେରିଯାଇଛନ୍ତି। ହେଲେ ତାଙ୍କ ଗସ୍ତକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି। ଶାହାଙ୍କୁ ବିମାନବନ୍ଦରରେ ସ୍ବାଗତ କରିବା ଲାଗି…

ଆଜିଠୁ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟି(ଏଆଇସିସି)ର ନିର୍ଦ୍ଦେଶାନୁସାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲାରେ ୭୫ କି.ମି. ପର୍ଯ୍ୟନ୍ତ ପଦଯାତ୍ରା କରିବ। ସୋମବାର କଂଗ୍ରେସ ଭବନରେ ଆୟୋଜିତ…

୩ ଜଣଙ୍କୁ ଲକ୍ଷ୍ନୌରୁ ଗିରଫ କଲା ସାଇବର ପୋଲିସ

ଭୁବନେଶ୍ୱର,(ବ୍ୟୁରୋ)୯ା୮:ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ବାରମ୍ବାର ସଚେତନ ସତ୍ତ୍ୱେ ସହରବାସୀ ଚେତୁ ନାହାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ ଲୋକଙ୍କଠାରୁ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ କୌନ୍‌ ବନେଗା କୋରଡ ପତି…

ପାଠ୍ୟପୁସ୍ତକରେ ରହିବ ଲିଙ୍ଗଗତ ସମାନତା ବିଷୟ

ଭୁବନେଶ୍ୱର, ୯।୮(ବ୍ୟୁରୋ):ଜିଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ଦିନିକିଆ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶିକ୍ଷୟିତ୍ରୀଶିକ୍ଷକମାନେ…

ଗର୍ଭଗୃହରେ ପୂଜାର୍ଚ୍ଚନା ସମୟର ଫଟୋ ଭାଇରାଲ

ଭୁବନେଶ୍ୱର,୯।୮(ବ୍ୟୁରୋ):ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ଅମିତ୍‌ ଶାହା ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ବ୍ୟକ୍ତିଙ୍କ ଫେସବୁକରେ ଏହି ଫଟୋ ଅପଲୋଡ ହୋଇଥିବା ଜଣାପଡ଼ିଛି। ମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ ନେବା ଉପରେ…

ନିର୍ମାଣ ହେବ ଆଉ ୨୫ ଭେଣ୍ଡିଂ ଜୋନ୍‌

ଭୁବନେଶ୍ୱର,୯।୮(ବ୍ୟୁରୋ):ଖୁବ୍‌ଶୀଘ୍ର ସହରରେ ଆଉ ୨୫ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି ବିଏମ୍‌ସି। ତେବେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ଏହା ନିର୍ମାଣ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱରା ୨ହଜାରରୁ…

ମାର୍କେଟ ବିଲ୍ଡିଂ ମନା, ଦୁର୍ଦ୍ଦିନରେ ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ବ୍ୟବସାୟୀ ପରିବାର

ଭୁବନେଶ୍ୱର,୯।୮(ବ୍ୟୁରୋ):ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାର୍କେଟ ବିଲ୍ଡିଂରେ ଉଠା ଦୋକାନ କରି ବ୍ୟବସାୟ କରୁଥିଲୁ। ଖେଳନା ଏବଂ ଅନ୍ୟାନ୍ୟ ଛୋଟମୋଟ ସାମଗ୍ରୀ ବିକ୍ରି କରି ସେଥିରେ ପରିବାର ଚଳୁଥିଲା। ମାତ୍ର ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ର ଦାବି ଏବଂ ଦାଦାଗିରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri