ସସ୍ମିତ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା
ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ସସ୍ମିତ ପାତ୍ର ଏବଂ ସୁଲତା ଦେଓଙ୍କୁ ବିଜେଡି ମୁଖ୍ୟ ସଚେତକ (ଚିଫ୍ ହୁଇପ) ଭାବେ ନିଯୁକ୍ତ ଦେଇଛନ୍ତି । ଏ ନେଇ…
ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ନେଇ ସାରା ରାଜ୍ୟରୁ ଆସୁଛି ନାନା ଅଭିଯୋଗ। ଏସ୍ସିବି ମେଡିକାଲର ଭୁଲ୍ କ୍ୟାନ୍ସର ରିପୋର୍ଟ ପାଇଁ ମହିଳା ଅଙ୍ଗ ହରାଇଥିବାବେଳେ ଭୁଲ୍ ଇଞ୍ଜେକ୍ସନ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାଯୋଗୁ ଅନେକଙ୍କ ଜୀବନ ଯାଉଛି। ଏବେ ରାଜଧାନୀର ପ୍ରମୁଖ…
କିମ୍ସ ସୁପର ସ୍ପେଶାଲିଟି, କ୍ୟାନ୍ସର ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର, ୩୦ା୭(ବ୍ୟୁରୋ): କିମ୍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ (ପିବିଏମ୍ଏଚ୍) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି। ଏଥିସହ ନୂଆକରି ସ୍ଥାପନ ହୋଇଥିବା କିମ୍ସ ସୁପର ସ୍ପେଶାଲିଟି ଓ କିମ୍ସ କ୍ୟାନସର ସେଣ୍ଟରକୁ ଶୁକ୍ରବାର…
ଭୁବନେଶ୍ୱରରେ ମୋ ଇ-ବସ୍, ଇ-ରିକ୍ସା ସେବା ଆରମ୍ଭ
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଭୁବନେଶ୍ବରରେ ମୋ ଇ-ବସ୍ ଓ ମୋ ଇ-ରାଇଡ୍ (ଇ-ରିକ୍ସା) ସେବା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏୟାରପୋର୍ଟ ରୋଡ୍ ନବୀନ ନିବାସ ସମ୍ମୁଖରୁ ଏହି ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିଦ୍ୟୁତ୍ ଦ୍ୱାରା ଚାର୍ଜ…
ଦେଶର ୮ଗ୍ରାମ ମଧ୍ୟରେ ଓଡ଼ିଶାର ରଘୁରାଜପୁର
ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି। ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ‘ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ ଅଧୀନରେ ଭିତ୍ତିଭୂମି ସହାୟତା ପ୍ରଦାନ କରାଯାଉଛି। ଏଥିପାଇଁ ଦେଶର ୮ଟି ଗ୍ରାମକୁ ଚୟନ କରାଯାଇଥିବାବେଳେ ଏଥି ମଧ୍ୟରେ…
ଶିଳ୍ପ ପାଇଁ ୧ ଲକ୍ଷ ହେକ୍ଟର ଜମି
ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଯୋଗାଇଦେବା ତଥା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଇଡ୍କୋ ଦ୍ୱାରା ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରାଯାଇଛି। ଇଡ୍କୋ ଏଥିପାଇଁ ୧ ଲକ୍ଷ ହେକ୍ଟର ଜମି ଅଧିଗ୍ରହଣ କରିବ। ବିଜେଡି ସଭ୍ୟ ଧ୍ରୁବ…
୨.୨୬ ଲକ୍ଷ ପଦବୀ ଖାଲି
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି। ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ବେକାର ଯୁବତୀଯୁବକଙ୍କୁ ଚାକିରି ଦେବାରେ ବିଫଳ ହୋଇଛନ୍ତି। ପଦବୀ ପୂରଣ ବଦଳରେ ଠିକା ଏବଂ ଆଉଟ୍ସୋର୍ସ…
ଆଖି ବୁଜିଲା ଗୁଳିବିଦ୍ଧ ହାତୀ
ଭୁବନେଶ୍ୱର, (ବ୍ୟୁରୋ)/ନରସିଂହପୁର, ୩୦।୭ (ସ୍ବ.ପ୍ର.): ହାତୀ ମୃତ୍ୟୁକୁ ନେଇ ଯେଉଁଠି ଏସ୍ଆଇଟି ତଦନ୍ତ ଚାଲିଥିଲା, ସେଇଠି ହୋଇଥିଲା ହାତୀ ଶିକାର। ଶିକାରୀଙ୍କ ଗୁଳିରେ ଛଟପଟ ହେଉଥିଲା ଦନ୍ତା। କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପଶ୍ଚିମ ରେଞ୍ଜ୍ ବାରାସିଙ୍ଗା ଜଙ୍ଗଲରେ…
ରାଜ୍ୟରେ ବଞ୍ଚିଛନ୍ତି ମାତ୍ର ୨୮ ବାଘ, ନନ୍ଦନକାନନରେ ଜୀବଜନ୍ତୁ ମରିଗଲେଣି
ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ହ୍ରାସକୁ ନେଇ କଂଗେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ସାର୍…ରାଜ୍ୟରେ ଆଉ ବାଘ ନାହାନ୍ତି। ନନ୍ଦନକାନନରେ ଜୀବଜନ୍ତୁ ସବୁ…
‘ଝାଡ଼ାବାନ୍ତିରେ ୧୩ ମୃତ, ୩୮୨ ଆକ୍ରାନ୍ତ’
ଭୁବନେଶ୍ୱର,୨୯।୭(ବ୍ୟୁରୋ):କାଶୀପୁରରେ ଝାଡ଼ାବାନ୍ତି ଜୀବନ ପରେ ଜୀବନ ନେଇ ଚାଲିଛି। ଏହାକୁ ନେଇ ବିଧାନସଭା ମଧ୍ୟ ହୁଲୁସ୍ତୁଲ ହେଉଛି। ତେବେ ଏହାର ସ୍ଥିତିକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଝାଡ଼ାବାନ୍ତି…
ତୃପ୍ତି କହିଲେ ୱେଟ୍ ଆଣ୍ଡ ୱାଚ୍
ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଭିନେତା ବାବୁସାନ୍ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତ୍ପଥୀଙ୍କ ପାରିବାରିକ କଳହର ସମାଧାନ ପାଇଁ ସମସ୍ତେ ଚାହାନ୍ତି। ପ୍ରଂଶସକଠାରୁ ଆରମ୍ଭ କରି ସମ୍ପର୍କୀୟ ସମସ୍ତେ ଚାହାନ୍ତି ବାବୁ – ତୃପ୍ତି ଏକ ହୋଇଯାନ୍ତୁ। ଏ ନେଇ ଆପୋସ ସମାଧାନ…
ବିରୋଧୀଙ୍କ ଉଦ୍ବେଗ: ସରକାର ଜାଣିଶୁଣି ପୋଲିସ ମହାସଂଘ ନିର୍ବାଚନ କରାଇ ଦେଉନାହାନ୍ତି
ଭୁବନେଶ୍ୱର,୨୯।୭(ବ୍ୟୁରୋ): କନଷ୍ଟେବଳ-ସିପାହୀ ମହାସଂଘର ନିର୍ବାଚନ ଗତ ଦୁଇ ବର୍ଷ ଧରି ହୋଇପାରିନାହିଁ। ପୋଲିସ ମହାନିର୍ଦ୍ଦେଶକ ଏଥିପାଇଁ ଅନୁମତି ଦେଉ ନ ଥିବାରୁ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନିର୍ବାଚନ କରାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି…
Archives


