ମେଟ୍ରୋ

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବ ଉପରେ ମୋହର: ସପ୍ତମ ବେତନ ହାରରେ ଦରମା ପାଇବେ ଗ୍ରାଣ୍ଟ ଇନ୍‌ ଏଡ୍‌ ସ୍କୁଲର…

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ମୋଟ ୧୭ ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ…

ହକି ବିଶ୍ୱକପ୍‌ ପ୍ରସ୍ତୁତି: ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ବର,୨୭।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ…

ଡେପୁଟି କଲେକ୍ଟରଙ୍କ ଲମ୍ବିଛି ସମ୍ପତ୍ତି ଲିଷ୍ଟ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ପିଲ୍ଲାଙ୍କ ୪ଟି ଫ୍ଲାଟ ରହିଥିବା ବେଳେ ଭୁବନେଶ୍ବର, ବୀରମହାରାଜପୁର ଓ…

ରାଜ୍ୟକୁ ଫେରିପାରେ ମାସ୍କ ନିୟମ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟକୁ ଫେରିବାରେ କରୋନା କଟକଣା। ଅଧିଂକାଶ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ହେବା ପରେ ରାଜ୍ୟରେ ଏହି ନିୟମ ଆସିପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅପରାହ୍ନରେ କୋଭିଡ ସ୍ଥିତିର ସମୀକ୍ଷା ବୈଠକ କରିବେ…

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ…

କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଜି ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୪ଟାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ମେଡ଼ିକାଲ କଲେଜ…

ଅଚଳ କରିଦେଲେ ଅନ୍‌ଲାଇନ୍‌ ଅଟୋ ଚାଳକ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ):ଘରୋଇ ଓଲା, ଉବର, ରାପିଡ଼ୋ ବାଇକ୍‌ ବିନା କମର୍ସିଆଲ ନମ୍ବର ପ୍ଲେଟ୍‌ରେ ଲୋକଙ୍କୁ ପରିବହନ କରୁଛି। ଅଧିକାଂଶ ବାଇକ୍‌ର ପରମିଟ୍‌, ଫିଟନେସ୍‌, ଇନ୍ସୁରାନ୍ସ, ଲାଇସେନ୍ସ ନାହିଁ। ଲୋକଙ୍କ ଜୀବନ ସହ ଖେଳଖେଳାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏହାର…

ମାନସିକ ବିକାରଗ୍ରସ୍ତ ହେଉଛନ୍ତି ସ୍ବାବଲମ୍ବୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ):ସେମାନେ ବାସହୀନ ଓ ମାନସିକ ବିକାରଗ୍ରସ୍ତ। କିନ୍ତୁ ଟିକେ ସାହାଯ୍ୟ ସହାନୁଭୂତି ପାଇଲେ ସ୍ବାବଲମ୍ବୀ ହେବାର ଆଶା ସେମାନଙ୍କ ମନରେ ସୃଷ୍ଟି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବାସହୀନଙ୍କ ପାଇଁ ଉଦ୍ଦିଷ୍ଟ ଏକାମ୍ର ନୀଳୟରେ ଆରମ୍ଭ…

ଜେଲ ଫେରିଲେ ଜଗବନ୍ଧୁ, ମିଳିଲା ଦ୍ୱିତୀୟ ଫରେନ୍‌ସିକ୍‌ ରିପୋର୍ଟ

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ରବିବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା। ହେଲେ ଏହି ସମୟରେ ଜଗବନ୍ଧୁଙ୍କୁ ପୁନର୍ବାର ରିମାଣ୍ଡରେ…

ଉଠାଦୋକାନୀ ମହାସଂଘ ସହ ବିଏମ୍‌ସିର ଆଲୋଚନା

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସହ ଆଲୋଚନା କରିଛି ବିଏମ୍‌ସି। ସୋମବାର ଉତ୍ତର ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମହାସଂଘର ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉଠା ଦୋକାନ ଉଚ୍ଛେଦକୁ ତୁରନ୍ତ ବନ୍ଦ କରିବା,…

ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ଭାଜପା

ଭୁବନେଶ୍ବର,୨୭ା୧୨(ବ୍ୟୁରୋ):ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ହେଲା ନିରଙ୍କୁଶ ଶାସନ କରିଆସୁଥିବା ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତା ଆଇନ ତା’ବାଟରେ ଯିବ ବୋଲି କହୁଛନ୍ତି। ହେଲେ ସେମାନେ ନିଜେ ଅପରାଧରେ ସଂଶ୍ଳିଷ୍ଟ ହୋଇ ରାଜ୍ୟ ରାଜନୀତିକୁ ଅପରାଧୀକରଣ କରିବାରେ ପ୍ରୋତ୍ସାହିତ କରୁଛନ୍ତି।…

ଓଡ଼ିଶା କହିଲେ ୨ ଜଣଙ୍କୁ ବୁଝାଏ: ରମେଶ

ଭୁବନେଶ୍ବର,୨୭ା୧୨(ବ୍ୟୁରୋ): ଓଡିଶା କହିଲେ ଦୁଇ ଜଣଙ୍କୁ ବୁଝାଏ। ଜଣେ ହେଉଛନ୍ତି ଜଗନ୍ନାଥ ଆଉ ଜଣେ ହେଲେ ବିଜୁ ପଟ୍ଟନାୟକ। ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ଏମ୍‌ପି ରମେଶ ମାଝୀ ତାଙ୍କ ଭାଷଣରେ ଏହା କହିଛନ୍ତି। ରମେଶ କହିଛନ୍ତି ଯେ, ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?