ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ନେତା ଦିଗ୍ବିଜୟ, ଜୟରାମ
ଭୁବନେଶ୍ୱର,୧୭ା୯(ବ୍ୟୁରୋ)-କଂଗ୍ରେସ ଏମ୍ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଏବଂ ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି ) ସଭାପତି ଶରତ ପଟ୍ଟନାୟକଙ୍କ...
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୦,୯୪୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
ବ୍ୟାପିପାରେ ଘାତକ ଲମ୍ପି ସ୍କିନ୍ ରୋଗ; ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍
ଭୁବନେଶ୍ୱର,୧୭।୯(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିଥିବା ଘାତକ ଲମ୍ପି ସ୍କିନ(ଚର୍ମ ବିଣ୍ଡି) ରୋଗ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାରଠାରୁ ପଡୋଶୀ ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ସୀମାକୁ ଲାଗିଥିବା ଗୋରୁ ହାଟ...
ଭାଙ୍ଗିଲା ଲେଡି ଡନ୍ ରଞ୍ଜୁଙ୍କ ଘର
ଭୁବନେଶ୍ୱର,୧୭।୯(ବ୍ୟୁରୋ): ଲେଡି ଡନ୍ ତଥା ଡ୍ରଗ୍ସ ବେପାରୀ ରଞ୍ଜୁଙ୍କ ଭୁବନେଶ୍ୱର ନାରାୟଣବସ୍ତିରେ ଥିବା ଘରକୁ ପୋଲିସ ଶନିବାର ଭାଙ୍ଗି ଦେଇଛି। ସୂଚନାଯୋଗ୍ୟ, ରଞ୍ଜୁ ଓ ତାଙ୍କ ସହଯୋଗୀ ମିଶି ସୁବ୍ରତ ରାଓ ଓରଫ ଚନ୍ଦୁଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ...
୨୪ ଘଣ୍ଟାରେ ରାଜ୍ୟରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୭।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ଲୋକାଲ କେସ ରହିଛନ୍ତି। ସେହିପରି ୧୮ ବର୍ଷରୁ କମ୍ ବୟସର ପିଲା...
ପବିତ୍ର ବିଶ୍ୱକର୍ମା ପୂଜାରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର,୧୭।୯(ବ୍ୟୁରୋ): ଆଜି ହେଉଛ ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ...
ମୋଦିଙ୍କ ଜନ୍ମଦିନରୁ ଅକ୍ଟୋବର ୨ ‘ସେବାପକ୍ଷ’ପାଳିବ ଭାଜପା
ଭୁବନେଶ୍ୱର,୧୭।୯(ବ୍ୟୁରୋ): ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ଭାଜପା ପକ୍ଷରୁ ‘ସେବାପକ୍ଷ’ ପାଳନ କରାଯିବ। ଏଥିପାଇଁ...
୨ ଦିନିଆ ଓଡ଼ିଶା ଗସ୍ତରେ ଦିଗ୍ବିଜୟ, ଜୟରାମ
ଭୁବନେଶ୍ୱର,୧୭।୯(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ କଂଗ୍ରେସର ସ୍ଥିତି ପରଖିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ, ଏମ୍ପି...
ଆକର୍ଷଣ ସାଜିବ ରୁଷିଆର ଷ୍ଟେଟ୍ ହର୍ମିଟେଜ୍ ସଂଗ୍ରହାଳୟ
ଭୁବନେଶ୍ୱର,୧୭।୯(ବ୍ୟୁରୋ): ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ହାତରେ ଆଉ ମାତ୍ର କେଇଟା ଦିନ। ମା’ଙ୍କୁ ସାଦରରେ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅନ୍ୟମାନଙ୍କଠାରୁ କିଛି ନିଆରା କରି ଦେଖାଇବା ପାଇଁ...
ଭଙ୍ଗାହେଲା ମଟନ ହୋଟେଲ
ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ହୋଟେଲକୁ ବିଏମ୍ସି ଓ ବିଡିଏ...
ମା’ ପୁଅ ସମେତ ୧୫ ଗିରଫ
ଭୁବନେଶ୍ୱର ୧୭।୯ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା କାରବାର ବଢି ଚାଲିଛି। ନିଶା କବଳରେ ପଡି ସହରର ଯୁବପିଢି ବିଭିନ୍ନ ଆପରାଧିକ କାର୍ଯ୍ୟରେ ସାମିଲ ହେଉଛନ୍ତି। ତେଣୁ ନିଶା କାରବାର ରୋକିବା ପାଇଁ କମିଶନରେଟ...
ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ଅରୁଣ ସାମଲ
ଭୁବନେଶ୍ୱର, ୧୬।୯(ବ୍ୟୁରୋ) – ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ପ୍ରଫେସର ଅରୁଣ କୁମାର ସାମଲ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଶୁକ୍ରବାର ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜଧାନୀ କଲେଜର ଶିକ୍ଷା...
Archives


