ମେଟ୍ରୋ

ଦୂତି ଚାନ୍ଦଙ୍କୁ ବଡ଼ ଝଟ୍‌କା: ଡୋପ ଟେଷ୍ଟରେ ଧରାପଡିବା ପରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୧: ଏସିଆନ୍‌ ଗେମ୍ସ ପୂର୍ବରୁ ଭାରତୀୟ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟ୍‌କା ଲାଗିଛି। ଡୋପ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଦୂତି ସିଲେକ୍ଟିଭ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର ସେବନ କରୁଥିବା ଜଣାପଡିଛି। ତାଙ୍କ…

‘ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ’

ଭୁବନେଶ୍ବର,୧୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ବଚ୍ଛ ଓ ନିରପେକ୍ଷଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉ। ଏଥିଲାଗି ଯେପରି ଉଚିତ ପଦକ୍ଷେପ ନିଆଯିବ ସେନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଙ୍ଗଳବାର…

ରାଜ୍ୟରେ ପହଞ୍ଚିଲା ୧ଲକ୍ଷ କୋଭିଡ ଟିକା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠୁ ପୁଣିଥରେ ମାଗଣାରେ କୋଭିଡ ଟିକାକରଣ କରାଯିବ। ଏଥିପାଇଁ ମଙ୍ଗଳବାର କେନ୍ଦ୍ରରୁ ୧ଲକ୍ଷ ଡୋଜ କୋଭିସିଲଡ୍‌ ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲାକୁ ଟିକା ପଠାଯିବ ବୋଲି ଜଣାପଡିଛି। ଯେଉଁମାନେ ଦ୍ୱିତୀୟ ଡୋଜ ଏବଂ…

୨୦୨୪ ପର୍ଯ୍ୟନ୍ତ ସମୀର ରାଜ୍ୟ ଭାଜପା ସଭାପତି ରହିବେ: ପୃଥ୍ବୀରାଜ

ଭୁବନେଶ୍ବର,୧୮।୧(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭାଜପା ରାଜ୍ୟ ସଭାପତି ଭାବେ ସମୀର ମହାନ୍ତି କାର୍ଯ୍ୟ ଜାରି ରଖିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢିଲେ ସେହି ଅନୁସାରେ…

କଂଗ୍ରେସ ଛାଡ଼ିଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୮।୧(ବ୍ୟୁରୋ): ସତ୍ୟପ୍ରକାଶ ନାୟକ ମଙ୍ଗଳବାର କଂଗ୍ରେସ ଛାଡ଼ିଛନ୍ତି। ବାରମ୍ବାର ଦଳରେ କୋଣଠେସାର ଶିକାର ହେବା ପରେ ଶେଷରେ ସେ କଂଗ୍ରେସ ଛାଡ଼ିଥିବା କଥା ସୂଚାଇ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସେ ତାଙ୍କ…

ସୁବର୍ଣ୍ଣପୁର ଓଡ଼ିଆ ଭାଷା, ଲିପିର ଅନ୍ତୁଡ଼ିଶାଳ

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁବର୍ଣ୍ଣପୁର ରାଜ ଦରବାରର ବହୁତ ବଡ ଅବଦାନ ରହିଛି। ଏହି ମାଟିର ଶାସକ ମହାରାଜା ବୀର ମିତ୍ରୋଦୟ ସିଂହଦେଓ ସଂସ୍କୃତ, ଓଡ଼ିଆ, ବଙ୍ଗଳା ଓ ଇଂଲିଶ ଭାଷାରେ ଲିଖିତ ଶତାଧିକ ପୁସ୍ତକ ପ୍ରକାଶନ କରି ଭାଷା…

ନୟାପଲ୍ଲୀରେ ଡ୍ରେନ୍‌ ନିର୍ମାଣ ପାଇଁ ଭୂମିପୂଜନ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ନୟାପଲ୍ଲୀ ୩୭ ନଂ. ୱାର୍ଡର ଶ୍ରୀରାମ ବିହାର ଆପାର୍ଟମେଣ୍ଟ ଭିତରେ ଡ୍ରେନ କାର୍ଯ୍ୟ ଭୂମିପୂଜନ କରିବା ସହ କାର୍ଯ୍ୟ ଆରମ୍ଭ ହୋଇଛି। ୟୁନିଟ-୮ ଓ ୩୯ ନଂ. ୱାର୍ଡର ବର୍ଷା ପାଣି ଏହି ଆପାର୍ଟମେଣ୍ଟ ମଧ୍ୟ ଭାଗରେ ପୁରୁଣା ଡ୍ରେନ…

କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା

ଭୁବନେଶ୍ୱର,୧୮।୧(ବ୍ୟୁରୋ):: ପୂର୍ବଶତ୍ରୁତା ଓ ଚିକେନ ଖାଇବାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ୨ ସମ୍ପର୍କୀୟ ଭାଇ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍‌କୋ ବସ୍ତିର ଆଦିବାସୀ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ…

ପୁରୁଣା ସ୍ମୃତିକୁ ମନେପକାଇଲା ‘ସେବେ ଓ ଏବେ ଫଟୋ’ ପ୍ରଦର୍ଶନୀ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଏବେ ଚଳ ଚଞ୍ଚଳ। ନାଚ, ଗୀତ, ଖାଦ୍ୟ, ଖେଳ, ମନୋରଞ୍ଜନ ସହ ଆବାଳବୃଦ୍ଧ ଆଜି ଏକତ୍ରିତ। ରାଜଧାନୀ ଛାତିରେ ଲେଖା ହେଉଥିବା ଏହି ସଫଳ କାହାଣୀ ସହ ପୂର୍ବର ଭୁବନେଶ୍ୱର ପାଖକୁ ଫେରାଇ ନେଇଛି…

ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ଜୋନ୍‌ରେ ଥିବା ୮ ଜିଲାର ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିଅମରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ…

ରାଜ୍ୟରେ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ‘ଶାଶୁ-ବୋହୂ’ ସମ୍ମିଳନୀ ଆୟୋଜନ କରିବେ। ଏହା ବର୍ଷକୁ ଦୁଇଥର ହେବ। ଏହି ସମ୍ମିଳନୀ ଆୟୋଜନ ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସମ୍ମିଳନୀରେ…

ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା

ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍‌ ଅପରେଶନ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ାଉ କରି ବିପୁଳ ସମ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?