ଗୃହ ସ୍ବାଭାବିକ ଭାବେ ଚାଲିବା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ୱର,୨୫।୧୧: (ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇପାରି ନ ଥିଲା। ଫଳରେ…
ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ତେବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଶୁକ୍ରବାର ଆଉ ଥରେ ଇଡିରେ ହାଜର ହୋଇଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଇଡିରେ ହାଜର ହୋଇଛନ୍ତି। ଶ୍ରଦ୍ଧାଞ୍ଜଳି ଏବଂ…
ପ୍ୟାସି ହୁଁ ମେଁ ତୁମ୍କୋ ପିଲାକେ…
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ କର୍ନାଟକର ଗାୟକ ବାସୁ ମୁଖ୍ୟ ଆକର୍ଷଣ ସାଜିଥିଲେ। ଫ୍ୟୁଜନ୍ର ତାଳେତାଳେ ଉପସ୍ଥିତ ଶ୍ରୋତାଙ୍କୁ ମତୁଆଲା କଲେ ଗାୟକ ବାସୁ। ପ୍ୟାସି ହୁଁ ମେଁ ତୁମକୋ ପିଲାକେ… ଥକ୍ ଗେୟି ହୁଁ ମୋଡ଼ ପେ…
ଆରମ୍ଭରୁ ଗୃହ ମୁଲତବୀ
ଭୁବନେଶ୍ୱର,୨୫।୧୧: (ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ ଆରମ୍ଭରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ପୂର୍ବାହ୍ନ ୧୧.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶୁକ୍ରବାର ପୁଣି ଇଡିରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଅର୍ଥାତ୍ ଗତ ବୁଧବାର ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଜୋରା କରିଥିଲା ଇଡି। ଏହା ପରେ ରାତି ୧୦ଟାରେ ତାଙ୍କୁ…
‘ଡିଜିଟାଲ କାରବାରରେ ସତର୍କତାକୁ ଗୁରୁତ୍ୱ ’
ଭୁବନେଶ୍ୱର,୨୫।୧୧:ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ) ପକ୍ଷରୁ ନିକଟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟାଙ୍କର ଅମରେନ୍ଦ୍ର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୟୁବିଓଆଇର ଅବସରପ୍ରାପ୍ତ ପୂର୍ବତନ ଉପମହାପ୍ରବନ୍ଧକ ମିହିର କୁମାର…
ଚାନ୍ଦି ଭଣ୍ଡାରରେ ସ୍ବତନ୍ତ୍ର ‘ଚାନ୍ଦି ପେ ଚାନ୍ଦି’ ଅଫର’
ଭୁବନେଶ୍ୱର,୨୫ା୧୧:ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ବିବାହ ଋତୁ ଉପଲକ୍ଷେ ସ୍ବତନ୍ତ୍ର ‘ଚାନ୍ଦି ପେ ଚାନ୍ଦି’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ…
ଡିସିଓମାନେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): କଳା, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ଦିଗରେ ପ୍ରତି ଜିଲାସ୍ତରରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହାର ପ୍ରଚାରପ୍ରସାର ସହ ବିଭିନ୍ନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବାକୁ ରାଜ୍ୟର ସମସ୍ତ ଜିଲା ସଂସ୍କୃତି ଅଧିକାରୀ (ଡିସିଓ)ମାନଙ୍କୁ ଓଡିଆ ଭାଷା,…
ବିଧାନସଭାରେ ଭାବବିହ୍ବଳ ହେଲେ ସୂର୍ଯ୍ୟବଂଶୀ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ଚଳିତ ଅଧିବେଶନରେ କୋଭିଡ୍ କଟକଣା ହଟିଯାଇଛି। ୨ବର୍ଷ ପରେ ପୂର୍ବଭଳି ସଦସ୍ୟମାନେ ନିଜ ସିଟ୍କୁ ଫେରିଛନ୍ତି । ଗୁରୁବାର ବିଧାନସଭା ଆରମ୍ଭ ହୋଇଥିଲା। ତେବେ ସଦସ୍ୟମାନଙ୍କ ସଂଖ୍ୟା କମ୍ ରହିଥିଲା। ପଦ୍ମପୁର ଉପନିର୍ବାଚନ ଚାଲିଥିବାରୁ ବିରୋଧୀ ଓ ଶାସକ ଦଳର ବହୁ…
ସାଙ୍ଗ ପ୍ରେମିକାଙ୍କ ସହ କଥା ହେବାରୁ ନିର୍ଯାତନା, ୫ ଛାତ୍ର ଗିରଫ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାସ୍ତାରେ ରାଜେଶ କୁମାର ନାୟକ ନାମକ ଜଣେ ଛାତ୍ରଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସଂପୃକ୍ତ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲା ଆଠଗଡ ଥାନା…
ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କୁ ଜେରା
ଭୁବନେଶ୍ୱର,୨୫।୧୧(ବ୍ୟୁରୋ):ବହୁଚର୍ଚ୍ଚିତ ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇତିମଧ୍ୟରେ ଜେରା ପ୍ରକ୍ରିୟାକୁ ଜୋର୍ଦାର କରିଛି। ତାଙ୍କ କଳା ସାମ୍ରାଜ୍ୟର ଲିଙ୍କ୍ରେ ଥିବା ବିଭିନ୍ନ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟାଳୟକୁ…
ଅଧିକାରୀ ଦେଖିବେ ‘ଦମନ’
ଭୁବନେଶ୍ବର, ୨୫ା୧୧(ବ୍ୟୁରୋ):ଓଡ଼ିଆ ସିନେମା ‘ଦମନ’ର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲା/ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥିପାଇଁ ଉପଯୁକ୍ତ ସିନେମା/ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲାପାଳଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ…
Archives


