ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବ ଦିନାମତ୍କ କୁମ୍ଭମେଳା ଶନିବାରଠାରୁ ଆରମ୍ଭ ହେଉଛି। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୂରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେବ। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁ ପହଞ୍ଚତ୍…
ଜାନୁୟାରୀରୁ ଅସମ୍ଭାଳ ହେଲାଣି
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଜାନୁୟାରୀ ଶେଷ ହୋଇନି। ଶୀତ ଗାଏବ। ବିନା ପଙ୍ଖାରେ ଆଉ ଶୋଇବା ସମ୍ଭବ ହେଉନାହିଁ। ଗତ ୩/୪ ଦିନ ଭିତରେ ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍ସିୟସ ଉପରକୁ ଉଠିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରରେ ସର୍ବୋଚ୍ଚ ତାପମାତ୍ରାରେ…
ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଦେଶରେ ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ୍ ନେଶନ(ଏମ୍ଓଟିଏନ୍) ଜନମତରେ ନବୀନ ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିଜ ରାଜ୍ୟରେ ୭୩.୨ ପ୍ରତିଶତ ଲୋକ…
ଚନ୍ଦ୍ରଭାଗାରେ ବୁଡ ପକାଇବେ ଶ୍ରଦ୍ଧାଳୁ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ଶନିବାର ପବିତ୍ର ମାଘ ସପ୍ତମୀ। କରୋନା କଟକଣା ପରେ ଏଥର ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବେ। ଏଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାବ୍ୟତିତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା…
ପୁଣି ଥରେ ଇଡିରେ ହାଜର ହେଲେ ତାଳଚେର ବିଧାୟକ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଶୁକ୍ରବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ବିଧାୟକଙ୍କୁ ଜେରା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୦ରେ ବିଧାୟକ ବ୍ରଜ…
ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ଘଟଣା: ୫ ଗିରଫ
ଭୁବନେଶ୍ୱର,୨୭ା୧(ବ୍ୟୁରୋ): ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ହେବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ମଧ୍ୟ ଜବତ କରିଛି। ସୂଚନାଯୋଗ୍ୟ, ଗତ ୨୧…
ଆଜି ବିଆର୍ଏସ୍ରେ ମିଶିବେ ଗମାଙ୍ଗ
ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଭାଜପା ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶୁକ୍ରବାର ବିଆର୍ଏସ୍ରେ ମିଶିବେ। ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଉଭୟ ବିଧିବଦ୍ଧ ଭାବେ ଏହି ଦଳରେ ସାମିଲ ହେବେ। ଗମାଙ୍ଗଙ୍କ ସ୍ତ୍ରୀ…
ରାଜ୍ୟର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ
ଭୁବନେଶ୍ବର,୨୬।୧(ବ୍ୟୁରୋ) : କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟର ୩୪ ଜଣ ପୋଲିସ ମେଡାଲ ପ୍ରଦାନ କରାଯାଇଛି। ଟୁଇନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିଛି।…
‘ପଠାନ୍’କୁ ବିରୋଧ, ଚିରିଲେ ପୋଷ୍ଟର
ଭୁବନେଶ୍ୱର,୨୬।୧(ବ୍ୟୁରୋ): ବହୁ ବାଦବିବାଦ ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ‘ପଠାନ୍’ ବୁଧବାର ମୁକ୍ତିଲାଭ କରିଛି। ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗ ସେନା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। କେଶରୀ ହଲ୍ ସମ୍ମୁଖରେ ଲାଗିଥିବା ପୋଷ୍ଟରକୁ ଚିରିବା…
ମନମୋହୁଛି ଶିଶିର ସରସ
ଭୁବନେଶ୍ୱର,୨୬।୧(ବ୍ୟୁରୋ): ବରମୁଣ୍ଡା ପଡ଼ିଆରେ ଆୟୋଜିତ ଶିଶିର ସରସ ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ବଢ଼ୁଛି। ଦିନ ୧୧ରୁ ରାତି ୯ଯାଏଁ ରାଜଧାନୀବାସୀ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ଖାଦ୍ୟର ମଜା ନେବା ସହ ବିଭିନ୍ନ ଘର ସଜାଇବା ସାମଗ୍ରୀ…
୨୫% ସଂରକ୍ଷିତ ସିଟ୍ ଲାଗି କଡ଼ାକଡ଼ି ହେବ ନିୟମ
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ(ଆର୍ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ। ଏହାକୁ ରାଜ୍ୟରେ ଅଧିକାଂଶ ସ୍କୁଲ ପାଳନ କରୁ ନ ଥିବା ଦେଖାଯାଉଛି। ତେଣୁ ଏହାକୁ କଡ଼ାକଡ଼ି ପାଳନ…
ବିଦେଶକୁ ରପ୍ତାନି ହେଲା ଓଡ଼ିଶା ଉତ୍ପାଦିତ ମିଲେଟ୍ସ
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ପ୍ରଥମ ଥର ପାଇଁ ଓଡ଼ିଶାରେ ଉତ୍ପାଦିତ ମିଲେଟ୍ସକୁ ବିଦେଶକୁ ରପ୍ତାନି କରାଯାଇଛି। ଏହି କ୍ରମରେ ବୁଧବାର ରାଜ୍ୟ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ରପ୍ତାନି କରାଯାଉଥିବା କ୍ଷୁଦ୍ରଶସ୍ୟ ଗାଡ଼ିକୁ ପତାକା ଦେଖାଇ…
Archives


