୧୦ ଡିଗ୍ରୀ ତଳେ ୬ ସହର
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଯାଇଛି। ରାଜ୍ୟର ୬ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସ ତଳେ ରହିଛି। ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ…
ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଭାରତ ହକି ବିଶ୍ୱକପ୍ ଜିତୁ
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):୨୦୨୩ ବିଶ୍ବକପ୍ ଲୋକଙ୍କ ବିଶ୍ବକପ୍। ଏହା କୌଣସି ଦେଶ କିମ୍ବା ଖେଳାଳିଙ୍କ ଲାଗି ଆୟୋଜନ କରାଯାଉନି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଜଣେ ଓଡ଼ିଆ ଅଲିମ୍ପିକ୍ରେ ପଦକ ହାସଲ କରିବା। ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍ ଲୋକଙ୍କ ସହଯୋଗରେ ହେଉ। ଭାରତ ହକି ବିଶ୍ୱକପ୍…
ରାଉରକେଲା ବିମାନବନ୍ଦର କାମ ସରିଲାଣି
ଭୁବନେଶ୍ବର,୨୦ା୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି…
ଓଡ଼ିଶାର କୋଇଲା ଉତ୍ପାଦନ ବୃଦ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ରାଜ୍ୟରେ କୋଇଲା ଉତ୍ପାଦନ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଉତ୍ତମ କାର୍ଯ୍ୟ, ଠିକ୍ ନୀତି ଓ ସହଯୋଗ ପାଇଁ ଓଡ଼ିଶାରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ଘଟିଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ…
ଏକାଦଶ, ଦ୍ୱାଦଶରେ ଉପସ୍ଥାନ କମିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ):ରାଜ୍ୟର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି। ଏବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଉପସ୍ଥାନ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ…
ଖାଦ୍ୟ ସୁରକ୍ଷା ସବ୍ସିଡି ୧୪,୨୯୨,୫୧ କୋଟି ଦିଅ
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଉପରେ ୧୪,୨୯୨,୫୧ କୋଟି ଟଙ୍କା ସବ୍ସିଡି ବକେୟା ପଡ଼ିଛି। ଏଥିସହିତ ନଭେମ୍ବର ୩୦ ସୁଦ୍ଧା ଏହି ଟଙ୍କାର ୬,୧୮୭ କୋଟି ଟଙ୍କା ସୁଧ ବାବଦ ବକେୟା ପଡ଼ିରହିଛି। ଉକ୍ତ ବକେୟା ଅର୍ଥକୁ ତୁରନ୍ତ ଦେବା ଲାଗି ବିଜେଡି ସଂସଦୀୟ…
ଗୋପାଳଚନ୍ଦ୍ର, ଜଗନ୍ନାଥଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୁଇବର୍ଷ ପାଇଁ ଏକାଡେମୀର ସର୍ବୋଚ୍ଚ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ସହ ‘ଏକାଡେମୀ ପୁରସ୍କାର’, ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ…
ଭୁବନେଶ୍ବର ସମେତ ଆଉ ୨୫ ବିମାନବନ୍ଦରକୁ ଲିଜ୍ରେ ଦିଆଯିବ
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ରେ ଦିଆଯିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ଏହି ବିମାନବନ୍ଦର ସମେତ ଦେଶର ଆଉ ୨୫ଟି ବିମାନବନ୍ଦରକୁ ଲିଜ୍ରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ବିମାନବନ୍ଦରଗୁଡ଼ିକ ହେଲା ବାରାଣସୀ,…
ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ଡରେ ନେବାକୁ ଆବେଦନ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କୁ ଇଡି ତଦନ୍ତରେ ଆଣି ପଚରାଉଚରା ଚଳାଇଛି। ଏହାରି ମଧ୍ୟରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ ଅବଧି ସରିଛି। ତାଙ୍କୁ ଗତ ୧୩ ତାରିଖରେ ଇଡି ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣି…
୬ବର୍ଷ ୩ମାସ ହୋଇଥିଲା ପ୍ରସ୍ତୁତି କାର୍ଯ୍ୟ
ପଣ୍ଡିତ ବନ୍ଧୁ ରଥେ ନିକଟସ୍ଥ ବେଦପୁର ଶାସନର ବାସିନ୍ଦା ଥିଲେ। ଆମେ ତେଣୁ ସକ୍ଷମ ଥିଲୁ ଶାସ୍ତ୍ର ଆଲୋଚନା ଦିଗରେ। ବାହାର ପଣ୍ଡିତଙ୍କୁ ଆମଦାନୀ କରାଯାଇ ନ ଥିଲା। ପଣ୍ଡିତେ ରହିଲେ, ସୂତ୍ରଧର ରହିଲେ, ଗଙ୍ଗା ମହାପାତ୍ରେ ଓ ଗଦେଇ ମହାପାତ୍ରେ…
ନନ୍ଦନକାନନ ବୁଲିଲେ ୩୦ ହଜାର ୮୮୨ ପର୍ଯ୍ୟଟକ
ବାରଙ୍ଗ,୧୮।୧୨(ଡି.ଏନ୍.ଏ.)- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ଛୁଟିଦିନ ଥିବାବେଳେ ନନ୍ଦନକାନନକୁ ସର୍ବାଧିକ ୩୦ହଜାର ୮୮୨ ପର୍ଯ୍ୟଟକ ବୁଲିବାକୁ ଆସିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଫଲାଇନ୍ରେ…
ନାବାଳକ ଅମ୍ରିତ ଅପହରଣ ଘଟଣା: ଏନ୍ଏଚ୍ଆର୍ସିରେ ମାମଲା
ଭୁବନେଶ୍ୱର,୧୯।୧୨ (ବ୍ୟୁରୋ):ନୟାଗଡ ଜିଲା ଓଡ଼ଗାଁ ଥାନା କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ ବର୍ଷୀୟ ନାବାଳକ ପୁଅ ଅମ୍ରିତ ପାତ୍ରଙ୍କୁ ଅପହରଣ ଘଟଣା ଜାତୀୟ ମାନବ ଅଧିକାର କମିଶନ(ଏନ୍ଏଚ୍ଆର୍ସି)ଙ୍କ ନିକଟରେ ପହଞ୍ଚତ୍ଛି। ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ…
Archives


