ମେଟ୍ରୋ

ଜନ୍ମଦିନ ପାଳିଲା ରାଜଧାନୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଇତିମଧ୍ୟରେ ୭୫ ବର୍ଷ ପୂରଣ ହୋଇଛି। ରାଜଧାନୀ ତା’ର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୩ ଦିନ ଧରି ଏହି ଉତ୍ସବ ପାଳନ ହେବ। ୧୯୪୮ ଏପ୍ରିଲ ୧୩ରେ ଓଡ଼ିଶାର ରାଜଧାନୀ ଭାବେ…

ଭାଜପା ଛାଡ଼ି ବିଜେଡିରେ ମିଶିଲେ ମୀନକେତନ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଭାଜପା ଛାଡ଼ି ବିଜେଡିରେ ଗୁରୁବାର ମିଶିଛନ୍ତି ଦେବଗଡ଼ ଭାଜପା ଜିଲା ସଭାପତି ମୀନକେତନ ପ୍ରଧାନ। ୧୯୯୦ରୁ ସେ ଭାଜପାରେ କାର୍ଯ୍ୟ କରିଆସୁଥିଲେ। ବିଭିନ୍ନ ସମୟରେ ପ୍ରଭାରୀ ଦାୟିତ୍ୱ ମଧ୍ୟ ନେଇଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ…

ବସ୍‌ରେ ଗହଳି ନ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୁରୁବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଗରମ ଜୋର୍‌ରେ ହେଉଥିବାରୁ ବସ୍‌ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍‌ରେ ବରଫ,…

ତତଲା କଡ଼େଇରେ ରାଜଧାନୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିଛି। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିଚାଲିଛି। ଦିନ ୯ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ତେବେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ଥିଲା। ଫଳରେ ଲୋକେ…

ସୁରକ୍ଷା ଖୋଜୁଛି ଐତିହ୍ୟ, ସଂସ୍କୃତି

ରାଜଧାନୀ ପୃଷ୍ଠାରେ ଘଟିଯାଉଛି କେତେ ଘଟଣା, ଲିପିବଦ୍ଧ ହେଉଛି କେତେ କାହାଣୀ। ମୁଁ, ତୁମେ ଭଳି ଲକ୍ଷ ଲକ୍ଷ ଲୋକଙ୍କ ସହ ଏହି ଐତିହ୍ୟ ସହର ଭୁବନେଶ୍ୱରର ସମ୍ପର୍କ। କାହାକୁ ଅସୁମାରୀ ସ୍ବପ୍ନ ଦେଖାଇ ନିଜର କରିଛି ତ କାହାକୁ ପ୍ରେମ,…

ରାଷ୍ଟ୍ରପତିଙ୍କୁ ‘ନୀଳଚକ୍ର ସମ୍ମାନ’

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଚିନ୍ତା ଓ ଚେତନା ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚଳିତ ବର୍ଷର ‘ନୀଳଚକ୍ର ସମ୍ମାନ’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଦସ୍ୟ ବାବା ରାମନାରାୟଣ ଦାସ ମହାରାଜଙ୍କଠାରୁ ରାଷ୍ଟ୍ରପତି ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଜି ନାମଲେଖା ଲାଗି ୧୯ ଯାଏ ଆବେଦନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ଆସନ୍ତା ୧୯ ତାରିଖରେ ଶେଷ ହେବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି। ବିଶ୍ୱବିଦ୍ୟାଳୟ…

ଜଗବନ୍ଧୁଙ୍କ ଜାମିନ ଆବେଦନ, ଜବାବ ଦାଖଲ ପାଇଁ ସମୟ ନେଲା ଇଡି

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ବୁଧବାର ଶୁଣାଣି ହୋଇଛି। କାହିଁକି ଜଗବନ୍ଧୁଙ୍କୁ ଜାମିନ ଦିଆ ନ ଯିବ ସେନେଇ ଜବାବ…

ମଡେଲ ୟୁଜି ସିଲାବସ ଲାଗୁ କରିବାକୁ ଯୋଜନା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ +୩ ପାଠ୍ୟକ୍ରମ (କଳା, ବିଜ୍ଞାନ ଓ ବାଣିଜ୍ୟ) ବିଭାଗରେ ୧୦ଟି ନୂଆ ଇଲେକ୍ଟିଭ ଓ ୧୦ଟି ଦକ୍ଷତା ବିକାଶ ପାଠ୍ୟକ୍ରମ ଯୋଡାଯିବ। ଏହାକୁ ୨୦୨୨-୨୩ କିମ୍ବା ୨୩-୨୪ ଶିକ୍ଷାବର୍ଷରୁ…

ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତିଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ ଘଟଣାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ବାଉନ୍‌ସର ଗ୍ୟାଙ୍ଗର ୧୯ ଜଣଙ୍କୁ ଗିରଫ କରିଛି। ହେଲେ…

ଅବସରପ୍ରାପ୍ତ ପିଅନଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଜାଲ ଦସ୍ତାବିଜ୍‌ ଜରିଆରେ ଚାକିରି ମାମଲାର ଦୀର୍ଘ ୧୧ବର୍ଷ ପରେ ବୁଧବାର ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ଝୋଲ ରେଗୁଲେଟେଡ୍‌…

ରାଜ୍ୟରେ ତାତି ୪୩ ଡିଗ୍ରୀ ଟପିଲା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଗତ କିଛିଦିନ ହେବ ଓଡ଼ିଶା ହଟ୍‌ସ୍ପଟ୍‌ ପାଲଟିଛି। ପାରଦ ଉପରମୁହଁା ରହିଛି। ଦୈନିକ ୧ରୁ୨ ଡିଗ୍ରୀ ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?