ରାଜ୍ୟରେ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ
ଭୁବନେଶ୍ୱର, ୧୮।୧(ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଖୁବ୍ଶୀଘ୍ର ‘ଶାଶୁ-ବୋହୂ’ ସମ୍ମିଳନୀ ଆୟୋଜନ କରିବେ। ଏହା ବର୍ଷକୁ ଦୁଇଥର ହେବ। ଏହି ସମ୍ମିଳନୀ ଆୟୋଜନ ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସମ୍ମିଳନୀରେ…
ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା
ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍ ଅପରେଶନ୍ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ାଉ କରି ବିପୁଳ ସମ୍ପତ୍ତି…
ଦୁଇ ନାବାଳିକାଙ୍କୁ ବାନ୍ଧି ଗଣବଳାତ୍କାର
ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୋମବାର ଭୁବନେଶ୍ୱର ପଟିଆ ରେଳ ଷ୍ଟେଶନ ନିକଟରେ ଦୁଇ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ରାତିସାରା ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବଳତ୍କାରର ଶିକାର ହୋଇଥିବା ପୀଡ଼ିତା ମଧ୍ୟରୁ ଜଣଙ୍କ ବୟସ ୧୨…
ଆସନ୍ତା ୨୬ରୁ ଡିଏଲ୍ ନବୀକରଣ ପାଇଁ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଅନ୍ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ୪୦ ବର୍ଷରୁ ଅଧିକ ବୟସ ଆବେଦନକାରୀଙ୍କ ପାଇଁ ଏହି ନିମୟ ଲାଗୁ ହେବ। ତେବେ ନୂତନ ଲର୍ନର୍ସ ଲାଇସେନ୍ସ (ଏଲ୍ଏଲ୍ଆର) କିମ୍ବା ଡ୍ରାଇଭିଂ…
ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ: ପୁଳାପୁଳା ଟଙ୍କାକୁ ,ମାଳମାଳ ସୁନା ଜବତ
ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଅବସରପ୍ରାପ୍ତ ରେଳବାଇ ମୁଖ୍ୟ ବାଣିଜ୍ୟକ ପରିଚାଳକ ପ୍ରମୋଦ ଜେନାଙ୍କ ଘରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କ ଘରେ ଏହି ଚଢ଼ଉ ହୋଇଛି। ଚଢ଼ାଉ ସମୟରେ ତାଙ୍କ ଘରୁ…
ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ତାଙ୍କ ଅଢୁଆ ବଢିବାରେ…
ଏଥର ତାଲିକା ଭୁଲ୍ ହେଲେ ନବୀନ ନିବାସ ଘେରାଉ: ଭାଜପା
ଭୁବନେଶ୍ବର,୧୭ା୧(ବ୍ୟୁରୋ):ରାଜ୍ୟରେ ଥିବା ବାସହୀନଙ୍କୁ ଘରଟିଏ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ କରୁଛି। ଓଡ଼ିଶାର ଯୋଗ୍ୟ ହିତାଧିକାରୀ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ ସେନେଇ…
ମଦ ଟ୍ରକ ହାଇଜାକ୍ କରିଥିବା ଗ୍ୟାଙ୍ଗ୍ ଧରାପଡିଲା
ଭୁବନେଶ୍ୱର,୧୭।୧(ବ୍ୟୁରୋ):ଗାଡି ନମ୍ବର, ଆଧାର କାର୍ଡ ଓ କାଗଜପତ୍ର ଜାଲିଆତି କରିଥିଲେ। ପରେ ମଦ ବୋଝେଇ ଟ୍ରକ୍ ହାଇଜାକ୍ କରି ରାଜଧାନୀରୁ ନେଇ ଅନୁଗୋଳର ଏକାଧିକ ମଦ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ସମେତ ୩…
ଏଟିଏମ୍ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ ଜେଲଫେରନ୍ତା
ଭୁବନେଶ୍ୱର,୧୭।୧(ବ୍ୟୁରୋ):ଏଟିଏମ୍ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍ କାର୍ଡ ବଦଳାଉଥିଲେ। ଏଥିସହ ପିନ୍ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍ ଓ ସପିଙ୍ଗ୍ କରୁଥିଲେ। ଉକ୍ତ ଟଙ୍କାରେ କିଣୁଥିଲେ ବିପୁଳ ସୁନା। ରାଜଧାନୀ ସହ ରାଜ୍ୟର…
ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି। ବାକି ୧ ଲକ୍ଷ ୪୨ ହଜାର ଫନି କ୍ଷତିଗ୍ରସ୍ତ ୧୪ ଜିଲାର ହିତାଧିକାରୀଙ୍କୁ ପ୍ରଦାନ…
ଘରୋଇ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବସ୍ ଚଳାଚଳ ପୂର୍ବଭଳି ସ୍ବାଭାବିକ ରହିବ। ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା…
୫ ଗ୍ରୀଡ୍ ସବ୍ଷ୍ଟେଶନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ରାଜ୍ୟର ୪ ଜିଲାରେ ୫ଟି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବ୍ଷ୍ଟେଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡ଼ିକ ହେଲା ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ, ମାଲକାନଗିରିର…
Archives


