ମେଟ୍ରୋ

ଆନ୍ଦୋଳନ ଚେତାବନୀ ଦେଲା ଭାଜପା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ମଙ୍ଗଳବାର ଅଭିଯୋଗ ଦାଖଲର ଶେଷଦିନ ଧାର୍ଯ୍ୟ କରାଯାଇଛି ା ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ତାଲିକାରେ ରାଜ୍ୟ ସରକାର ସାମିଲ କରନ୍ତୁ। ଏ ନେଇ ଆସନ୍ତା ୨୫…

ଆରମ୍ଭ ହେଲା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ):ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଏଫ୍‌ଏଫ୍‌ବି)ର ଦ୍ୱାଦଶ ସଂସ୍କରଣ ସୋମବାରଠାରୁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ଗୋଟିଏ ଛାତ ତଳେ ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ,…

ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍‌’। ଏହି ଅଞ୍ଚଳରେ ମୋ ବସ୍‌ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍‌ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍‌ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍‌…

ନଚାଇଲା ଫ୍ୟୁଜନ ଟ୍ରାକ୍‌

ସନ୍ଧ୍ୟା ହେଉ ହେଉ ପ୍ରଦର୍ଶନୀ ପଡ଼ିଆକୁ ଛୁଟିଥିଲା ଲୋକଙ୍କ ସୁଅ। ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରୁ ଆରମ୍ଭ ହୋଇଥିଲା ଡଟ୍‌ ଫେଷ୍ଟର ୯ମ ଦିନ। ହିନ୍ଦୀ ଗୀତ ‘ପରମ ସୁନ୍ଦରୀ’ ରାଜଧାନୀବାସୀଙ୍କୁ ଶେଷ ମନୋରଞ୍ଜନ ଭେଟି ଦେଇଥିଲା। ହଜାର ହଜାର ଦର୍ଶକ…

ପୁରୁଣା ଦୋକାନୀଙ୍କୁ ଅଗ୍ରାଧିକାର ଦିଆଯିବ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ଆସନ୍ତା ୨୮ ତାରିଖରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବ। ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଓ ଆୟୋଜନ ଜୋର୍‌ସୋରରେ ଚାଲିଛି। ବିଶେଷକରି ମେଳାକୁ କିପରି ସୁବ୍ୟବସ୍ଥିତ କରାଯିବ ସେ ନେଇ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।…

ଏବେବି ରାଜଧାନୀ ରାସ୍ତାରେ ଗୋରୁ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ଗୋରୁମାନେ ଅବାଧରେ ବିଚରଣ କରୁଛନ୍ତି। ରାସ୍ତାରେ ମଳତ୍ୟାଗ କରିବା ସହ ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହବେଳେ ଏଣେତେଣେ ଫିଙ୍ଗାଫୋପଡ଼ା କରୁଥିବାରୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଟ୍ରାଫିକ୍‌ ସମସ୍ୟା…

ହକି ଟିକେଟ କଳାବଜାର, ଆଉ ୪ ଗିରଫ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ହକି ଟିକେଟ କଳାବଜାର କରୁଥିବା ଆଉଏକ ର଼୍ୟାକେଟ ଧରାପଡିଛି। ଗ୍ରାହକ ବେଶରେ ଟିକେଟ କିଣିବାକୁ ଯାଇ ନୟାପଲ୍ଲୀ ଥାନା ପୋଲିସ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଟକର ସୁବାସ ପ୍ରଧାନ, ପଶ୍ଚିମବଙ୍ଗର ପ୍ରସନ୍ନଜିତ ସିତ୍‌, ମଧ୍ୟପ୍ରଦେଶର ଭାନୁ…

ଓଏସ୍‌ଡିଏମ୍‌ଏକୁ ମିଳିବ ସୁଭାଷ ବୋଷ ଆପଦ ପ୍ରବନ୍ଧନ ପୁରସ୍କାର

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ)କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଭାଷ ଚନ୍ଦ୍ର ବୋଷ୍‌ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩ ପ୍ରଦାନ କରାଯିବ। ବିପର୍ଯ୍ୟୟ ବେଳେ ଉତ୍ସର୍ଗୀକୃତ ଅବଦାନ ପାଇଁ କେନ୍ଦ୍ର…

ପୋଲିସ କମିଶନ ନେଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ ଆୟୋଜିତ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ…

ହୁହୁ ହୋଇ ଜଳିଗଲା ଖଣ୍ଡାଧାର

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଛିଡା ହୋଇଥିବା ଖଣ୍ଡାଧାର ବସ୍‌ ସୋମବାର ଜଳିଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ସୂଚନା ଯୋଗ୍ୟ, ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ‘ଖଣ୍ଡାଧାର କୁଇନ’ ନାମକ ବସ୍‌ ଛିଡା ହୋଇଥିବା…

‘ଦେଶ ପ୍ରତି ଥିବା ଦୃଢ଼ ଆତ୍ମବିଶ୍ୱାସ ଓ ପରାକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ’

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସୋମବାର ଅର୍ଥାତ୍‌ ୨୩ା୧ା୨୩ରେ ମହାନ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ମହାନ ବୀର ସ୍ବାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ…

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତ ବର୍ଷ ସେ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri