ନିର୍ମଳ ହେବ କେଦାରଗୌରୀ ପୋଖରୀ ଜଳ
ପୁରୁଣା ଭୁବନେଶ୍ୱର,୧୬।୩(ଡି.ଏନ୍.ଏ.): ଭୁବନେଶ୍ୱର ଏକାମ୍ର କ୍ଷେତ୍ରର କେଦାରଗୌରୀ ମନ୍ଦିର ପୋଖରୀ ଜଳ ନିର୍ମଳ କରିବା ପାଇଁ ବୁଧବାର ଦୟା ନଦୀ ତଟରୁ ପାଇପ ଯୋଗେ ବିନ୍ଦୁ ସାଗର ଦେଇ କେଦାର କୁଣ୍ଡରେ ସଂଯୋଗ କରାଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା…
ଭୁବନେଶ୍ୱର ଆଖପାଖରେ କୋହଲା ପାଗ: ୧୭, ୧୮ରେ ବର୍ଷା, ପବନ
ଭୁବନେଶ୍ୱର, ୧୬।୩(ବ୍ୟୁରୋ):କଟକ ଓ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ସହ କୋହଲା ପାଗ ରହିଛି । ଓଡ଼ିଶା ଉପରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ…
ରାଜ୍ୟରେ ବିପଦସଙ୍କୁଳ ଅବସ୍ଥାରେ ୧୧,୯୨୯ ସ୍କୁଲଘର
ଭୁବନେଶ୍ୱର,୧୫ା୩(ବ୍ୟୁରୋ)-ରାଜ୍ୟରେ ୧୧,୯୨୯ ସ୍କୁଲଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏସବୁ ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା…
୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ…
ଟିକସ ଦେଉନାହାନ୍ତି ବଡ଼ବଡ଼ିଆ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ସରିବାକୁ ହାତରେ ଆଉ ଦିନ କେଇଟା ବାକି ରହିଛି। ହେଲେ ଏ ଯାଏ ଧାର୍ଯ୍ୟ ହୋଇଥିବା ଟିକସ ଆଦାୟ ହୋଇ ପାରିଲା ନାହିଁ। ସ୍ଥିତି ଯେପରି ରହିଛି ସେଥିରେ ବିଏମ୍ସି ଯେ ନିଜର ଲକ୍ଷ୍ୟ ପୂରଣ…
ଖଣ୍ଡାରେ ଜନ୍ମଦିନ କେକ୍ କାଟିଲେ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜଧାନୀରେ ଆଉଏକ ଗ୍ୟାଙ୍ଗ ମୁଣ୍ଡ ଟେକିଥିବା ଜଣାପଡ଼ିଛି। ୮ରୁ ଊର୍ଦ୍ଧ୍ୱ ଯୁବକ ଖଣ୍ଡାରେ କେକ୍ କାଟି ଜନ୍ମଦିନ ପାଳୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାପରେ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ…
ଖଦିକୁ ଆହୁରି ଲୋକାଭିମୁଖୀ କରିବା ଆବଶ୍ୟକ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଖଦିକୁ ଆହୁରି ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଶିଳ୍ପଗୁଡ଼ିକରେ ଅଧିକରୁ ଅଧିକ ଯୁବତୀଯୁବକଙ୍କୁ ସାମିଲ କରିପାରିଲେ ସେମାନେ ସ୍ବାବଲମ୍ବୀ ହେବା ସହ ଖଦିର ଉନ୍ନତି ହୋଇପାରିବ ବୋଲି ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ…
କାର୍ଯ୍ୟକ୍ଷମ ହେଉନି ଓଭରହେଡ୍ ପାଣିଟାଙ୍କି
ଧାମନଗର,୧୫।୩(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକଙ୍କ ଘରକୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଓଭରହେଡ୍ ପାଣିଟାଙ୍କି ନିର୍ମାଣ କରାଯାଉଛି। କିନ୍ତୁ କେଉଁଠି ନିମ୍ନମାନର କାର୍ଯ୍ୟ ତ ଆଉ କେଉଁଠି ମନ୍ଥର ଗତିରେ…
ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି
ଭୁବନେଶ୍ୱର, ୧୫ା୩(ବ୍ୟୁରୋ): ୫-ଟିକୁ ନେଇ ଭାଜପା ଓ ଶାସକ ଦଳ ମୁହଁ।ମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଙ୍ଗଳବାର ଶୂନ୍ୟକାଳରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୫-ଟି ପ୍ରସଙ୍ଗକୁ ଯୋଡ଼ି ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାଜ୍ୟରେ…
୧୬ ରୁ ୧୮ ଝଡ଼ତୋଫାନ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟକୁ ଆଉଏକ ପଶ୍ଚିମା ଝଡ଼ ଆସୁଥିବାରୁ ୧୬ରୁ ୧୮ ଯାଏ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ଚାଷ ପାଇଁ ଚାଷୀ ନଡ଼ାରେ ନିଅଁା ଲଗାଇ ଦେଉଛନ୍ତି: ମନ୍ତ୍ରୀ
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ସାଟେଲାଇଟ ଚିତ୍ର କହୁଛି, କେବଳ ଜଙ୍ଗଲରେ ନିଆଁ ଲାଗୁନି, ଅନେକ ସ୍ଥାନରେ ଚାଷୀମାନେ ଉନ୍ନତମାନର ଚାଷ କରିବା ପାଇଁ ଧାନ କାଟିବା ପରେ ବିଲରେ ବଳକା ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି। ଆଧୁନିକ ଜ୍ଞାନକୌଶଳରେ ନିଆଁକୁ ଆୟତ୍ତ କରାଯାଉଛି। ଜଙ୍ଗଲ…
ଖାଲି ପଦବୀ ନେଇ ବର୍ଷିଲେ ବିରୋଧୀ
ଭୁବନେଶ୍ବର, ୧୫ା୩(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ଚଳିତ ବଜେଟରେ ବ୍ୟୟବରାଦ କରାଯାଇଥିବା ୨୨ ହଜାର ୫୨୮ କୋଟି ଟଙ୍କା ମଙ୍ଗଳବାର ବିଧାନସଭାରେ ଗୃହୀତ ହୋଇଛି। ଏହି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ…
Archives


