ଡ୍ରେନ କାର୍ଯ୍ୟର ସମୀକ୍ଷା କଲେ ମେୟର
ଭୁବନେଶ୍ୱର, ୨୫।୩ (ବ୍ୟୁରୋ): ବର୍ଷା ଦିନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଡ୍ରେନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ସହିତ ପଙ୍କ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରୁଛି। ନିୟମିତ ଭାବେ ବିଏମ୍ସି କର୍ତ୍ତୃପକ୍ଷ ତିନୋଟି ଜୋନ୍ରେ ଚାଲୁ ରହିଥିବା…
ଆନ୍ଦୋଳନକୁ ଓହ୍ଲାଇଲେ କୁଷ୍ଠ ପୀଡ଼ିତ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ୧୦ ଦଫା ଦାବି ନେଇ ଶୁକ୍ରବାର ରାଜ୍ୟର କୁଷ୍ଠ ରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଗଣା ଘର, ପାନୀୟ ଜଳ ଓ ବିଜୁଳି ଯୋଗାଣ ପାଇଁ କୁଷ୍ଠ ପୀଡିତ…
ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ୧୦ ରାଜ୍ୟରେ ଓଡ଼ିଶା: ମନ୍ତ୍ରୀ
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲ ରୂପାନ୍ତରଣ କେବଳ ଭିତ୍ତିଭୂମିର ବିକାଶରେ ସୀମିତ ନୁହେଁ, ଶିକ୍ଷକ ନିୟୋଜନ ମଧ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୨୦୨୩-୨୪ରେ ୧୦୪୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରାଯାଇ ୫୧,୫୩୫ ପଦବୀ ପୂରଣ ନିମିତ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଉଚ୍ଚ…
ଶିକ୍ଷା ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲଗୁଡ଼ିକୁ ୫-ଟି ମଡେଲରେ କେବଳ ପାକିସ୍ତାନୀ ରଙ୍ଗ ବୋଳିଲେ ହେବନାହିଁ। ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ। ଯେଉଁଠି ଶିକ୍ଷା ନାହିଁ ସେଠାରେ ସାମାଜିକ କିମ୍ବା ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶରେ…
ପଣ୍ୟ ବୋଝେଇ ପରିବହନରେ ରେକର୍ଡ
ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ପୂର୍ବରୁ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଏହି ବର୍ଷ ଶେଷ ହେବାକୁ ସପ୍ତାହେ ବାକି ଥିବାବେଳେ ଇତିମଧ୍ୟରେ ୨୩୨.୩୨ ନିୟୁତ ଟନ୍ ପଣ୍ୟ ବୋଝେଇ କରିପାରିଛି।…
ଶିଖରଚଣ୍ଡୀ ପାହାଡ଼ରେ ୪ ହାତୀ
ଭୁବନେଶ୍ୱର (ବ୍ୟୁରୋ)/ ବାରଙ୍ଗ,୨୫।୩(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ଶିଖରଚଣ୍ଡୀ ପାହାଡ଼ରେ ଶୁକ୍ରବାର ସକାଳେ ୪ଟିକିଆ ହାତୀପଲ ଥିବା ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦିନତମାମ ଏହି ହାତୀପଲ ପାହାଡ଼ ଉପରେ ବେଶ୍ ଉତ୍ପାତ କରିଥିଲେ। ସେଠାରେ ଥିବା କିଛି ଘର ଭଙ୍ଗାରୁଜା…
ଟ୍ରେନ୍ ଧକ୍କାରେ ଯାଇଛି ୧୮୬ ଜଣଙ୍କ ଜୀବନ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଟ୍ରେନ ଧକ୍କା, ଟ୍ରେନ୍ରୁ ଖସି ଓ ଆତ୍ମହତ୍ୟାଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଟ୍ରେନ୍ ଲାଇନ୍ରେ ଲୋକଙ୍କ ଜୀବନ ଯିବା ଘଟଣା ଉପରେ ରୋକ ଲାଗିପାରୁନି। ସାମାନ୍ୟ ଭୁଲ୍ ଓ ଅସାବଧାନତା ପାଇଁ ଅକାଳରେ ଜୀବନ ଚାଲିଯାଉଥିବାରୁ…
ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୪ା୩(ବ୍ୟୁରୋ)-ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜସ୍ବ…
ପ୍ରଫେସର ଅମୀୟ କୁମାର ରଥ ବିପିୟୁଟି ନୂଆ କୁଳପତି
ଭୁବନେଶ୍ୱର, ୨୪।୩(ବ୍ୟୁରୋ) – ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭର୍ସିଟି(ବିପିୟୁଟି)ର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଞ୍ଜୁରୀ ଦେଇଛନ୍ତି। ପ୍ରଫେସର ରଥ ଏହି ପଦରେ ୫ ବର୍ଷ…
ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀଙ୍କୁ ଶୁକ୍ରବାର ବଦଳି କରାଯାଛି। ତାଙ୍କ ସ୍ଥାନରେ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦିଆଯାଇଛି। …
ଆକାଶରେ ବିରଳ ଦୃଶ୍ୟ: ଜାଣନ୍ତୁ କ’ଣ କହୁଛନ୍ତି ଲୋକେ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରେ ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଜହ୍ନ ତଳେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଦେଖାଯାଉଛି। ଏହି ଦୃଶ୍ୟକୁ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତେବେ ଏପରି ଦୃଶ୍ୟ କାହିଁକି ଦେଖାଯାଇଛି ସେନେଇ କୌଣସି…
ଆସୁଛି ଆଉ ଏକ ପଶ୍ଚିମାଝଡ଼
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସୁଛି ଆଉ ଏକ ପଶ୍ଚିମାଝଡ଼। ଆସନ୍ତା ୨୬ରୁ ପଶ୍ଚିମା ଝଡ-ପ୍ରଭାବରେ ରାଜ୍ୟରେ ବର୍ଷା, ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ସମ୍ଭାବନା ରହିଛି। ସେହିପରି ୨୭ରୁ ବର୍ଷାର ବିସ୍ତୃତି ବଢିବ। ଏଥିରେ ୧୧…
Archives


