ଶେଷ ପର୍ଯ୍ୟାୟରେ ବରମୁଣ୍ଡା ଆଇଏସ୍ବିଟି
ଭୁବନେଶ୍ୱର,୭।୪(ବ୍ୟୁରୋ): ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (ଆଇଏସ୍ବିଟି)ର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ମୁଖ୍ୟ ବିଲ୍ଡିଂ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏହାର ଇଣ୍ଟେରିଅର କାମ ଚାଲୁ ରହିଛି। ବସ୍ଷ୍ଟାଣ୍ଡର ପାରିପାଶର୍ବିକ ବିକାଶ କାର୍ଯ୍ୟ କିପରି ତ୍ୱରାନ୍ବିତ…
ଓଏଲ୍ଏକ୍ସରେ ବିଜ୍ଞାପନ ଦେଇ ୨ଲକ୍ଷ ଠକେଇ: ଖେଳାଳି ଗିରଫ
ଭୁବନେଶ୍ୱର,୭।୪ (ବ୍ୟୁରୋ): ମୋବାଇଲ ବିକ୍ରି ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇ ୨ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ଜଣେ କଲେଜ ଛାତ୍ର ତଥା ଅଣ୍ଡର-୧୯ କ୍ରିକେଟ୍ ଦଳର ଖେଳାଳିଙ୍କୁ ସାଇବର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…
ପାର୍କିଂ,ଦୁର୍ଘଟଣାଗ୍ରସ୍ତ ଗାଡ଼ି ନେଉଛି ଜୀବନ
ଭୁବନେଶ୍ୱର,୭ା୪(ବ୍ୟୁରୋ): ଜାତୀୟ ରାଜପଥ ଉପରେ ଖରାପ ହୋଇ ପଡ଼ିରହିଥିବା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଗୁଡିକ ଦୀର୍ଘଦିନ ଧରି ପଡ଼ିରହୁଛି। ଏଥିଯୋଗୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ସେହି ଗାଡ଼ିଗୁଡିକୁ ଏନ୍ଏଚ୍ଏଆଇ ପକ୍ଷରୁ ହଟାଯାଉ ନାହିଁ। ଏହାକୁ ନେଇ ରାଜ୍ୟ…
ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଭୁବନେଶ୍ବର, ୭।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ବ୍ଲକସ୍ତରରେ ଶୁକ୍ରବାର ଦାୟିତ୍ୱ ଦିଆଯାଇଛି। ମୋଟ ୧୨ ଜଣ ପର୍ଯ୍ୟବେକ୍ଷକ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲଟିସ୍ତରରେ ନିଯୁକ୍ତି ପାଇଛନ୍ତି । କିରିମିରା ବ୍ଲକ ପାଇଁ ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁନି…
ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ସରକାର
ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ମଜୁରୀ ବଢ଼ାଇଛନ୍ତି। ଏହି ମଜୁରୀ ୧୨ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ…
ଲାଞ୍ଚ ନେଇ ବନ୍ଧାହେଲେ ଖଣ୍ଡଗିରି ଏସ୍ଆଇ
ଭୁବନେଶ୍ୱର,୬ା୪(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ କୁମାର ସ୍ବାଇଁ ଗିରଫ ହୋଇଛନ୍ତି। ଏକ ମାମଲାର ଦଫାରଫା କରିବା ପାଇଁ ନାକା ଗେଟ୍ ନିକଟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଲକର୍ରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ୱ ସୁନା
ଭୁବନେଶ୍ୱର,୬।୪ (ବ୍ୟୁରୋ): ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲରେ ଥିବା ସି.ଟି. ଆଣ୍ଡ୍ ଜିଏସ୍ଟି (ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତ୍ତନ ଏକକ) ପାରାଦୀପ ଏନ୍ଫୋର୍ସମେଣ୍ଟ ୟୁନିଟ୍ ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି ଠୁଳ କରିଥିବା ବିପୁଳ ସମ୍ପତ୍ତି ଠାବ ହେବାରେ…
ଲେକ୍ ଜୋନ୍-୧ ବିକାଶରେ ଜବରଦଖଲ ବାଧକ
ଭୁବନେଶ୍ୱର, ୬।୪ (ବ୍ୟୁରୋ): ଭୁବନେଶ୍ବର ଦେଇ ବହି ଯାଇଥିବା ପ୍ରାକୃତିକ ନାଳ ବା ମୁଖ୍ୟ ନାଳଗୁଡ଼ିକର ରୂପନ୍ତରଣ କରାଯିବ। ଏହି ପରିପ୍ରେକ୍ଷୀରେ ଲେକ୍ ଜୋନ୍-୧ରେ ବିକାଶମୂଳକ କାର୍ଯ୍ୟ ପାଇଁ ମୁକ୍ତା ଯୋଜନାରେ ପ୍ରକ୍ରିୟା ଜାରି ରହିଛି। ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ…
ଶିକ୍ଷକଙ୍କ ଉପରେ ଅଙ୍କୁଶ, ଛୁଟି ନ ଦେବାକୁ ଚିଠି
ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଶିକ୍ଷକମାନେ ଦୀର୍ଘଦିନ ଧରି ସ୍ଥାୟୀ ନିଯୁକ୍ତି ଦାବି କରିଆସୁଛନ୍ତି। ଏହି କ୍ରମରେ ଗତ ୧ ତାରିଖରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ୩ ତାରିଖରେ ଓଡ଼ିଶା ସରକାରୀ…
ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ
ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ ମେ’ ପହିଲାରୁ ଓବିସି ବା ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ। ବିହାର ପରେ ଓଡ଼ିଶା ଏହି ପଛୁଆ ବର୍ଗଙ୍କ ସର୍ଭେ କରିବାକୁ ଯାଉଛି। ମେ’ ୨୦ରେ ଏହି ସର୍ଭେ ଶେଷ ହେବ। ଏହା ପରେ ମେ’ ୨୧ରୁ…
ରାଜ୍ୟକୁ ଆସିବ ୨୬ ହଜାର କୋଟିର ନିବେଶ
ଭୁବନେଶ୍ୱର,୬ା୪(ବ୍ୟୁରୋ): ଜାପାନରୁ ଓଡ଼ିଶାକୁ ଆସିବ ୨୬ ହଜାର କୋଟି ଟଙ୍କାର ନିବେଶ। ଜାପାନରେ ପୁଞ୍ଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା ପରେ ଗ୍ରୀନ୍ ହାଇଡ୍ରୋଜେନ, ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି, ଆଇଟି, ଇସ୍ପାତ୍, ମେଟାଲ ଡାଉନଷ୍ଟ୍ରିମ୍…
ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ୱର,୫ା୪(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ…
Archives


