ଉଷୁନା ନୁହେଁ, ଅରୁଆ ନେବ ଏଫ୍ସିଆଇ
ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟର ବଳକା ଉଷୁନା ଚାଉଳକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଉଷୁନା ବଦଳରେ ଅରୁଆ ଚାଉଳ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି। ଏ ସମସ୍ତ ଚାଉଳ ଇଥାନଲ ପ୍ରସ୍ତୁତିରେ ବ୍ୟବହୃତ…
୧୮ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୫ା୭(ଅନିଲ ଦାସ): ରାଜ୍ୟରେ ବର୍ଷାଭାବ ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ବଢ଼ିଗଲାଣି। ଜୁନ୍ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ସାଙ୍ଗକୁ ୧୧ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୨୨ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ…
ବିନା ଅନୁମତିରେ ଗଛ କାଟିଛି ଓ୍ବାଟ୍କୋ
ଭୁବନେଶ୍ୱର, ୫ା୭ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ଗଛକାଟି ପ୍ରକଳ୍ପ ନିର୍ମାଣ ମାମଲାରେ ମଙ୍ଗଳବାର ଯାଞ୍ଚ କମିଟି ପକ୍ଷରୁ ଏନ୍ଜିଟିରେ ରିପୋର୍ଟ ଦାଖଲ କରାଯାଇଛି। ପାହାଡ଼ ଉପରେ ହୋଇଥିବା ଗଛକଟା ପାଇଁ ଡିଏଫ୍ଓଙ୍କଠାରୁ କୌଣସି ଅନୁମତି ନିଆଯାଇ ନ ଥିବା ରିପୋର୍ଟରେ…
୬ରୁ ବର୍ଷିବ
ଭୁବନେଶ୍ବର ୪।୭(ଅନିଲ ଦାସ): ମୌସୁମୀ ସ୍ବଭାବିକ ସ୍ଥିତିକୁ ଫେରିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯାଇ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମଙ୍ଗଳବାରଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା…
ଓଡ଼ିଶ ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶର, ୪।୭ (ଅସମାପିକା ଦାସ): ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓ ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନିଗମ ରାଜ୍ୟର…
ଏସିଏଫ୍ ସୌମ୍ୟ ମୃତ୍ୟୁ ଘଟଣା : ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ
ଭୁବନେଶ୍ୱର,୪।୭: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପୋଲିସ ଖୋଜି ପାଉନି। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ…
୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୪ା୭(ଅନିଲ ଦାସ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ବିଶେଷ…
ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ
ଭୁବନେଶ୍ୱର, ୪।୭(ସୂର୍ଯ୍ୟକାନ୍ତ ବେହେରା): ଆଇପିଏସ୍ ଅଫିସର ତଥା ବାଲେଶ୍ବର ଏସ୍ପିଙ୍କ ମା’, ବାପାଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ଏଯାବତ ଧରିପାରିନାହିଁ। ସେମାନେ ବ୍ୟବହାର କରୁଥିବା ଚୋରା ବାଇକକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି।…
୩ ମାସରେ ଗଲାଣି ୧୬୦୦ ଜୀବନ
ଭୁବନେଶ୍ୱର,୩ା୭(ଅନିଲ ଦାସ): ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ି ଚାଳନା ଯୋଗୁ ଉଜୁଡ଼ି ଯାଉଛିି ବହୁମୂଲ୍ୟ ଜୀବନ। ରାସ୍ତାଘାଟ ନିର୍ମାଣରେ ଉନ୍ନତି ହେବା ସହ ଗମନାଗମନ ସୁଗମ ହୋଇଥିଲେ ମଧ୍ୟ ଅନିୟନ୍ତ୍ରିତ ଗାଡ଼ି ଚାଳନା ଦୁର୍ଘଟଣାକୁ ବଢ଼ାଇ…
ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ସରକାରଙ୍କୁ ଆଶ୍ୱସ୍ତି
ଭୁବନେଶ୍ୱର,୪ା୭ (ଅନିଲ ଦାସ): ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ଯୋଜନାକୁ ବିରୋଧ କରି ଦାଖଲ ହୋଇଥିବା ସ୍ପେଶାଲ ଲିଭ୍ ପିଟିଶନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ବି.ଆର.…
ଓଲଟିଲା ପଥର ବୋଝେଇ ଟ୍ରକ, ଡ୍ରାଇଭର ମୃତ
ଭୁବନେଶ୍ୱର,୪।୭: ଖୋର୍ଦ୍ଧାରୁ ଭୁବନେଶର ଆସୁଥିବା ଏକ ପଥର ବୋଝେଇ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥ ଜାଆଁଳା ନିକଟରେ ମଙ୍ଗଳବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ(ନଂ.ଓଆର୦୯-ଇ ୩୬୬୨) ଭାରସାମ୍ୟ ହରାଇ ରାସ୍ତା ମଝି ଡିଭାଇଡରରେ ପିଟି ହୋଇ…
‘ରେଙ୍ଗାଲୀ ନଦୀବନ୍ଧ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ’
ଭୁବନେଶ୍ବର, ୪ା୭(ସୁନିତ୍ ମିଶ୍ର): ରେଙ୍ଗାଲୀ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ। ଏହାସହ ସେମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କ ଗ୍ରାମଗୁଡ଼ିକୁ ରାଜସ୍ବ…
Archives


