ଜୀବନଚର୍ଯ୍ୟା

ନିୟମିତ ଖାଆନ୍ତୁ ଦହି ଭାତ!

ଗ୍ରୀଷ୍ମ ଋତୁରେ ଅନେକେ ଲୋକ ଦହି ଭାତ ଖାଇବାକୁ ପସନ୍ଦ କରି ଥାଆନ୍ତି। ବିଶେଷ କରି ଓଡ଼ିଆ ଘରେ ଦହି ପଖାଳର ଚାହିଦା ଟିକେ ଅଲଗା। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଖୁବ ପସନ୍ଦ କରନ୍ତି। ଖରା ଗରମରୁ ମଧ୍ୟ ଏହା…

ଇ-ବ୍ୟାଙ୍କିଙ୍ଗ୍‌ କରୁଛନ୍ତି କି? ସୁରକ୍ଷା ପାଇଁ ଆପଣାନ୍ତୁ ଏସବୁ ଟିପ୍ସ

ସଭିଙ୍କ ପାଇଁ ବିଶେଷକରି ମହିଳାମାନେ ବାହାରକୁ ଗଲେ ପର୍ସରେ କ୍ୟାଶ୍‌ ରଖି ଯାଉଥିବାରୁ ଟଙ୍କା ଚୋରି, ଡକାୟତି ଇତ୍ୟାଦିର ଆଶଙ୍କା ରହିଥାଏ; ଯାହାକି ଇ-ବ୍ୟାଙ୍କିଙ୍ଗ ଆସିବା ପରଠୁ ବହୁମାତ୍ରାରେ କମିଯାଇଛି। ହେଲେ ଏଥିରେ ବି ବିଭିନ୍ନ ସମସ୍ୟାର ଆଶଙ୍କା ରହିଛି। ତେଣୁ…

ଅନେକ ରୋଗକୁ ଦୂରେଇ ଦିଏ ଏହି ଫୁଲ

ଆପଣଙ୍କ ବଗିଚାରେ ଉଜ୍ଜ୍ୱଳ ଲାଲ, ଧଳା, ଗୋଲାପୀ, ହଳଦିଆ ଏବଂ କମଳା ରଙ୍ଗର ଫୁଲ, ଯାହାକୁ ହିବିସ୍କସ ବା ମନ୍ଦାର କୁହାଯାଏ, ସହଜରେ ଫୁଟିଥିବା ଦେଖିହେବ। ଦେବୀ-ଦେବତାଙ୍କ ପ୍ରିୟ ହେବା ବ୍ୟତୀତ, ଆୟୁର୍ବେଦରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଅଛି…

ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏସବୁ, ମାନସିକ ସ୍ଥିତି ରହିବ ସୁଦୃଢ଼

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ବ୍ରେକ୍‌ଫାଷ୍ଟ ଖାଆନ୍ତି ତେବେ…

ଦୃଷ୍ଟିଶକ୍ତିକୁ ଦୃଢ଼ କରେ କଲରା

କଲରାର ସ୍ବାଦ ସିନା ପିତା, ହେଲେ ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ ବେଶ୍‌ ଲାଭପ୍ରଦ ହୋଇଥାଏ। କେବଳ ସେତିକି ନୁହେଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।…

ସୁସ୍ଥ ପ୍ରାରମ୍ଭ: ଆଶାପୂର୍ଣ୍ଣ ଭବିଷ୍ୟତ

କୁହାଯାଏ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’। ମାତ୍ର ବାସ୍ତବରେ ସ୍ବାସ୍ଥ୍ୟ ମନୁଷ୍ୟ ପାଇଁ କେବଳ ସମ୍ପଦ ନୁହେଁ, ସ୍ବାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁକିଛି। କାରଣ ସ୍ବାସ୍ଥ୍ୟ ଠିକ୍‌ ନ ରହିଲେ କିମ୍ବା ଜଣେ ରୋଗଗ୍ରସ୍ତ ହେଲେ ମଣିଷ ବଞ୍ଚତ୍ରହିବା ଓ ଜୀବନଧାରଣ…

ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…

ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି ଗଛକୁ ନେଇ ବହୁତ କଥା ଲେଖିଛନ୍ତି। ତେବେ କ’ଣ ଭୂମିକା ରହିଛି ଏହି ଉପକାରୀ…

ରୂପାର ମୟୂର ପ୍ରତୀମାକୁ ଘରେ ରଖିଲେ…

ଘରକୁ ଟିକେ ଡିଫରେଣ୍ଟ ଲୁକ୍‌ ଦେବା ପାଇଁ କେହି କେହି ଘରେ ମୟୂର ପ୍ରତୀମା ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କେଉଁ ଧାତୁର ମୟୂର ପ୍ରତୀମା ରଖିବା ଶୁଭ ହେବା ସହ ଏହା କି ସୁଫଳ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ……

ଏସବୁ ଖାଦ୍ୟରେ ମିଶାନ୍ତୁନି ଲୁଣ, ନ ହେଲେ…

ଲୁଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଲୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଏ ତାହା ନୁହେଁ ବରଂ ଶରୀରରେ ଆୟୋଡିନର ଅଭାବକୁ ମଧ୍ୟ ରୋକେ। କିଛି ଲୋକଙ୍କର ଅତ୍ୟଧିକ ଲୁଣ ଖାଇବାର ଅଭ୍ୟାସ ଥାଏ। କିନ୍ତୁ ଏହି ଅଭ୍ୟାସ ସ୍ବାସ୍ଥ୍ୟ…

ଗୁଣକାରୀ ଡାଳିମ୍ବ ଜୁସ୍‌

ଡାଳିମ୍ବ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଭରି ରହିଥିବା ଯୋଗୁ ଏହା ବିଭିନ୍ନ ରୋଗରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ବିଶେଷକରି ଖରାଦିନେ ଯଦି ପ୍ରତିଦିନ ଏକ ଗ୍ଲାସ୍‌ ଡାଳିମ୍ବ ଜୁସ୍‌…

ଏଭଳି ପୁଅ ମରିଯିବା ଭଲ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି।…

ମୁଖ୍ୟ ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି, ଜାଣି ରଖନ୍ତୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ରଖିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?