ଜୀବନଚର୍ଯ୍ୟା

ଡାଇବେଟିସ ଦୂର କରିବ ଆମ୍ବପତ୍ରରୁ ପ୍ରସ୍ତୁତ ମଦ

ଗ୍ବାଲିୟରର ଜିଓ୍ବାଜୀ ୟୁନିଭରସିଟିର ଛାତ୍ରମାନେ ଆମ୍ବପତ୍ରରୁ ଏକ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦-୧୨ ପ୍ରତିଶତ ଆଲ୍‌କହଲ ରହିଛି। ଏହି ମଦ ଡାଇବେଟିସ୍‌ ଏବଂ ମେଦବହୁଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ ବୋଲି...

କ୍ୟାନ୍‌ସରରୁ ରକ୍ଷା କରିବ ତୁଳସୀ ପତ୍ର

ତୁଳସୀ ଗଛ ଯେତିକି ପବିତ୍ର ଏହାର ମଧ୍ୟ ପତ୍ର ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଖାଲିପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଆଣ୍ଟି ଫଙ୍ଗଲ, ଆଣ୍ଟି ଅକ୍ସିଡାଣ୍ଟ ସହ ଅନେକ ପୋଷକତତ୍ତ୍ୱ ଭରପୂର...

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ ମିନିଟ୍‌ ଦାନ୍ତ ଘଷନ୍ତୁ। ରହିବା ପଛରେ ବିଶ୍ରାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ...

ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ ପିଅନ୍ତି ତେବେ ତାହା ଆଣ୍ଠୁଗଣ୍ଠି ଦରଦରୁ ଅନେକାଂଶରେ ଉପଶମ ଦେଇଥାଏ। ଅଦାରେ କ୍ୟାଲସିୟମ,...

ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ ଏହି ଆଶା ପ୍ରାୟ କ୍ଷୀଣ। ତେବେ ଷ୍ଟୋମାକ କ୍ୟାନ୍‌ସରକୁ ଚିହ୍ନଟ କରିବାର ଏକ...

ସ୍ବାସ୍ଥ୍ୟୋପକାରୀ ଗାଜର ପତ୍ର

ଗାଜରକୁ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଭୋଜିଭାତରେ ଏହାର ବହୁଳ ବ୍ୟବହାର ହୋଇଥାଏ। କିନ୍ତୁ ଏହାର ପତ୍ରର ବ୍ୟବହାର ବିଷୟରେ ଆମର ଧାରଣା କମ୍‌, ସାଧାରଣତଃ ଏହାର ପତ୍ରକୁ ବ୍ୟବହାର ନ କରି ନଷ୍ଟ କରିଥାଉ। କିନ୍ତୁ ପତ୍ରରେ ବହୁ...

ସମସ୍ତଙ୍କ ପାଇଁ ସୁରକ୍ଷିତ ରକ୍ତ

”ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ୍‌। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ। ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪ ପ୍ରକାର, ଯଥା: ଏ, ବି, ଏବି ଏବଂ ଓ।  ଆମ ଭିତରୁ କାହାର...

କର୍କଟରୁ ଦୂରେଇ ରଖେ ଏହି ସହଜ ଉପାୟ…

ସକାଳେ କିଛି ସମୟ ବ୍ୟାୟାମ ପରେ ୭-୮ଟି ଚିନା ବାଦାମ ଖାଇଲେ ଅନେକ ଉପକାର ମିଳେ। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଚିନା ବାଦାମରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ। ଏହା...

ରୁଟିରେ ଘିଅ ଲଗାଇ ଖାଇଲେ ମିଳେ ଏସବୁ ଲାଭ

ଅଧିକାଂଶ ଲୋକେ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ଆଉ କେତେଜଣ ରୁଟିରେ ରିଫାଇନ୍‌ ତେଲ ଲଗାଇ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ଏହା ଶରୀର...

କ୍ୟାନସର୍‌ ଦୂର କରେ କଲରା

ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ କଲରାର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଖାଲି ଡାଏବେଟିସ୍‌ ନୁହେଁ ପ୍ରାଣଘାତୀ କ୍ୟାନସର୍‌ ମଧ୍ୟ ଭଲ ହୋଇଥାଏ ବୋଲି...

ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ । * କିଛି ଭୁଲ ହୋଇଯିବ ଭାବି ପଛଘୁଞ୍ଚା ଦେବା ଅପେକ୍ଷା କାମଟିକୁ...

ନାରୀ ଶୃଙ୍ଗାରରେ ‘ଖୋଷା’: ଓଡ଼ିଆଣୀର କେଶ ବିନ୍ୟାସରେ ଥାଏ ପରମ୍ପରାର କଥା; ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରେ

କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ ଯାହା ବଦଳେଇ ଦେଇଛି ତାର ପରିପାଟୀ। ତେବେ ଏତିକି ଯେ, ଖୋଷା ଯେମିତି...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ଏହି ଫଳ ଚୋପା…

ଡାଳିମ୍ବ ଖାଇସାରି କେତେକ ଏହାର ଚୋପାକୁ ଫିଙ୍ଗି ଦେଇଥାନ୍ତି। ତେବେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଜୁସ୍‌ କରି ନିୟମିତ ପିଇଲେ ହାର୍ଟ ଆଟାକ୍‌ ଓ କର୍କଟ ରୋଗରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ...

ଗର୍ଭାବସ୍ଥାରେ ପିଉଛନ୍ତି କି ମୃଦୁପାନୀୟ? ପଡ଼ିପାରନ୍ତି ଏହି ସମସ୍ୟାରେ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ପେଟରେ ବଢ଼ୁଥିବା ଶିଶୁ ଉପରେ ପଡ଼ିବ। ଅନେକ ମହିଳା ନିଜକୁ ଅବହେଳା କରି ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଫଳରେ...

ଖରାଦିନେ ଫୁଡ୍‌ ପଏଜନିଂ ଆଶଙ୍କା ଅଧିକ: ଜାଣନ୍ତୁ କିଭଳି ପାଇବେ ମୁକ୍ତି

ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଥିମଧ୍ୟରୁ ଶରୀରରୁ ଜଳୀୟଅଂଶ ପରିମାଣ କମ୍‌ ହେବା, ଭାଇରାଲ ଫିଭର୍‌, ଷ୍ଟ୍ରୋକ, ଫୁଡ ପଏଜନିଂ ଆଦି ଅନ୍ୟତମ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସାବଧାନତା ଅବଲମ୍ବନ କରନ୍ତୁ। ଗରମରେ...

ଚାହୁଁଛନ୍ତି କି ଉଜ୍ଜ୍ୱଳ ତ୍ୱଚା: ତରଭୁଜ, କଦଳୀ ଲଗାଇ ବଢ଼ାନ୍ତୁ ମୁଁହର ସୌନ୍ଦର୍ଯ୍ୟ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏଥିରେ ଥିବା ପୋଷକତତ୍ୱ ଶରୀରକୁ ସୁସ୍ଥ ରଖିବା ସହିତ ଶକ୍ତି ଯୋଗାଇଥାଏ। ଏହା ଶରୀରରେ ଜଳୀୟଅଂଶର ମାତ୍ରା ବଢ଼ାଇବା ସହିତ ତ୍ୱଚାକୁ ମଧ୍ୟ ଉଜ୍ଜ୍ୱଳ ରଖିଥାଏ। ଏଥିସହ ଖରା ଯୋଗୁ...

ବହୁ ରୋଗର ମହୌଷଧି ରାମବାଣ କିଓ୍ବି

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ ତାଓ କୁହାଯାଏ। ତେବେ ବିଭିନ୍ନ...

ଏହି ରୋଗୀଙ୍କ ପାଇଁ କ୍ଷତିକାରକ ପଣସ

ଅଧିକାଂଶ ଲୋକଙ୍କୁ ପଣସ ଖାଇବାକୁ ଭଲ ଲାଗିଥାଏ। ତାହା ପାଚିଲା ହେଉ ଅବା କଞ୍ଚା। ପଣସ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ବହୁ ପ୍ରକାରର ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ହେଲେ ଅତ୍ୟଧିକ ପଣସ ଶରୀର ପାଇଁ କ୍ଷତିକାରକ।...