ଜୀବନଚର୍ଯ୍ୟା

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ଚାମୁଚେ…

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ଚାମୁଚେ ଆଲୋଭେରା ବା ଘିକୁଆଁରୀ ରସ ପିଇଲେ ବହୁ ସୁଫଳ ମିଳିଥାଏ । ଏହା ରକ୍ତସଞ୍ଚାଳନ ବୃଦ୍ଧି କରି ହାର୍ଟ ଆଟାକ୍‌ ଆଶଙ୍କାକୁ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।...

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌,...

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା ଛୋଟ ରୋବଟ୍‌ର ଆକାର ପିମ୍ପୁଡିଠାରୁ ବି ଛୋଟ। ବିଶ୍ୱର ସବୁଠାରୁ ଛୋଟ ଏହି...

ଭାଗ୍ୟ ଖୋଲିଦେବ ଏହି ଗଛ

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ସେ ସମ୍ପର୍କରେ… + ଲାଜକୁଳି ଲତା...

ପେଟଜନିତ ସମସ୍ତ ସମସ୍ୟା ଦୂର କରେ ଏହି ଯୋଗାସନ

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନର ମହତ୍ତ୍ୱ ଅଲଗା। ଏମିତି କିଛି ଯୋଗାସନ ରହିଛି ଯାହାକୁ ନିୟମିତ ଅଭ୍ୟାସ କଲେ ଆମେ ଫିଟ୍‌ ରହିପାରିବା। କିଛି ଆସନ ମଧ୍ୟରୁ ‘ଗୋରକ୍ଷାସନ’ହେଉଛି ଗୋଟିଏ। ଏହି ଯୋଗାସନ ନିମୟିତ କଲେ ସମସ୍ତ ପେଟରୋଗ...

ଓଲଟା ପ୍ୟାଣ୍ଟ ଫ୍ୟାଶନ

ବଦଳୁଛି ଫ୍ୟାଶନ୍‌ର ପରିଭାଷା। ପ୍ରତିଦିନ ଆସୁଛି ନୂଆ ନୂଆ ଫ୍ୟାଶନ। ବେଳେବେଳେ ତ ଫ୍ୟାଶନ ନାଁରେ ଏଭଳି ପୋଷାକ ସବୁ ଆସୁଛି ଯାହା ଲାଗେ ବେଶ୍‌ ଅଜବ। ନିକଟରେ ଏକ ଜିନ୍‌ ପ୍ୟାଣ୍ଟର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ...

ମଧୁମେହରୁ ମୁକ୍ତିଦିଏ ବେସନ ରୁଟି

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ...

ଡାଇବେଟିସ୍‌ ଆଶଙ୍କା ଦୂର କରେ ଏହି ତେଲ…

ରାଶିତେଲ ଶରୀର ଲାଗି ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏହା ବହୁ ରୋଗରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ରାଶିତେଲରେ ରୋଗ ପ୍ରତିରୋଧକ ଶକ୍ତି ଓ ଭିଟାମିନ୍‌ ପ୍ରଚୁର ମାତ୍ରାରେ ଅଛି। ରାଶି...

କୋଷ୍ଠକାଠିନ୍ୟ, ଗ୍ୟାସ ସମସ୍ୟାରୁ ମୁକ୍ତି ଲାଗି ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନର ଜୀବନଶୈଳୀ ଓ କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୋଇପାରି ନ ଥାନ୍ତି। ଫଳରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଓ ଗ୍ୟାସ ମୁଖ୍ୟ ସମସ୍ୟା। ତେବେ ଏହି ସମସ୍ୟା ଛୋଟ ଲାଗୁଥିଲେ ମଧ୍ୟ...

ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଯାହା ସମ୍ପର୍କରେ କମ୍‌ ଜାଣିଛୁ। ତେବେ ଜାଣନ୍ତୁ ଏହାର...

ପିଅନ୍ତୁ ଗୋଲାପ ସର୍ବତ, ମିଳିବ ଅନେକ ଫାଇଦା

ଥଣ୍ଡାପାଣି ପିଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ତାହା କେବଳ ପାଣି ନ ହୋଇ ଯଦି ସର୍ବତ ହୋଇଥାଏ, ଖୁସି ଦ୍ୱିଗୁଣ ହୋଇଯାଏ। ତେବେ  ଗୋଲାପ ଫୁଲରେ ପ୍ରସ୍ତୁତ ସର୍ବତରେ ଯେତିକି ଶାନ୍ତି ମିଳିଥାଏ, ସେତିକି ସ୍ବାସ୍ଥ୍ୟ ଉପକାରୀ ମଧ୍ୟ...

କ୍ଷୀର, ଲୁଣର ମିଶ୍ରଣ ବ୍ୟବହାର କଲେ ହେବ ହାତ, ପାଦ ଗୋରା

ବର୍ତ୍ତମାନ ସମୟରେ ସୁନ୍ଦର ହେବା ପାଇଁ ସମସ୍ତଙ୍କ ଇଚ୍ଛା। ବିଶେଷ କରି ମହିଳାମାନେ ନିଜର ତ୍ୱଚାକୁ ନେଇ ବେଶ୍‌ ଯତ୍ନଶୀଳ। ସ୍କ୍ରବ୍‌ ଓ କ୍ଲିନ୍‌ଅପ୍‌ କରାଇବା ସହ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାରକରିବାକୁ ଅନେକ ଭୁଲନ୍ତି ନାହିଁ। ମାତ୍ର ବଦଳୁଥିବା...

ଶିଶୁଙ୍କ ନାମକରଣ କରୁଥିଲେ ଧ୍ୟାନଦିଅନ୍ତୁ ଏହି କଥା ପ୍ରତି

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ନାମ ରହିଛି। ଏହି ନାମ ତାଙ୍କୁ ଅନ୍ୟ ନିକଟରେ ପରିଚିତ କରାଇଥାଏ। ଯେତେବେଳେ ଘରକୁ ଶିଶୁଟିଏ ଆସିଥାଏ ତାହାର ନାମକରଣରେ ପରିବାରର ସମସ୍ତ ସଦସ୍ୟ ଲାଗିପଡ଼ିଥାନ୍ତି। ବେଳେବେଳେ ନାମ ଚୟନରେ ବହୁ ଅସୁବିଧା...

ପୋଟଳରେ ରହିଛି ଏହିସବୁ ଔଷଧୀୟ ଗୁଣ

୧. ପୋଟଳ ଖାଇଲେ ପେଟ ଦରଜ ଭଲ ହେବା ସହ ପାଣି ଜମିବା ସମସ୍ୟାରୁ ମୁକ୍ତି ମିଳିଥାଏ। ୨. ଏଥିରେ ମ୍ୟାଗ୍ନେସିୟମ, ଫସଫରସ୍‌ ଭଳି ପୋଷକତତ୍ତ୍ୱ ରହିଛି ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ୩. ପୋଟଳ ଖାଇଲେ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି; ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍‌ ନେକ୍ରୋସିସ୍‌, ଗଣ୍ଠି ସଂକ୍ରମଣ, ଟ୍ୟୁମର୍‌, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଅନେକ ସମୟରେ...

ସପ୍ତାହରେ ଖାଆନ୍ତୁ ଏହାକୁ ୪ ଥର ମିଳିବ ବହୁ ଫାଇଦା…

ବରକୋଳିର ରହିଛି ଅନେକ ଔଷଧୀୟ ଗୁଣ। ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ। ଶରୀରରେ ରକ୍ତ ପ୍ରବାହକୁ ଏହା ନିୟନ୍ତ୍ରଣ କରେ। ମାନସିକ ଅବସାଦ ଦୂର କରିବାରେ ବରକୋଳି ମହୌଷଧୀ ଭଳି କାମକରେ ବୋଲି...

କ୍ୟାନସରରୁ ରକ୍ଷା କରେ ସୋରିଷ ଶାଗ

ସୋରିଷ ଶାଗ ଅନେକଙ୍କର ପ୍ରିୟ। ଏହି ସ୍ବାଦିଷ୍ଟ ବ୍ୟଞ୍ଜନରେ ପୋଷକ ତତ୍ତ୍ୱ ଭରପୂର୍‌ ମାତ୍ରାରେ ଥାଏ, ଯାହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷାକରେ। ଏଥିରେ ଥିବା ପ୍ରୋଟିନ୍‌, ପଟାସିୟମ୍‌, ଭିଟାମିନ୍‌, ମ୍ୟାଗ୍ନେସିୟମ ଏବଂ ନ୍ୟୁଟ୍ରିସନ୍‌ କ୍ୟାନସର୍‌ ଭଳି ରୋଗର...

ଓଜନ କମାଇବ ବ୍ରୋକୋଲି କଫି

ଅଷ୍ଟ୍ରେଲିିଆର କମନ୍‌୍‌ଓ୍ବେଲଥ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଏବେ ବ୍ରୋକୋଲି କଫିକୁ ଓଜନ କମ୍‌ କରିବାର ନୂଆ ଧାରାରେ ସାମିଲ କରିଛି। ଏହି କଫି ପ୍ରସ୍ତୁତ କରିବା ଅତି ସହଜ। ବ୍ରୋକୋଲିକୁ ଶୁଖାଇ ଗୁଣ୍ଡ କରି ତାହାକୁ କଫିରେ ପକାଇ...