ଜୀବନଚର୍ଯ୍ୟା

ହାର୍ଟଆଟାକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ମାସରେ ଥରେ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିିତା ପାଇଁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଇଥାଏ। ତେବେ ଏହା ସହଜରେ ଦୂର କରିବା ପାଇଁ ପ୍ରତି ମାସରେ ଥରେ କାନ୍ଦିଲେ ସୁଫଳ ମିଳିଥାଏ। ଏନେଇ ଆମେରିକା ମିନେସୋଟା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ…

ଉଡ଼ନ୍ତା ପାଉଁଶରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

”ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ…

ହୃଦ୍‌ରୋଗ ଆଶଙ୍କା କମାଏ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ଖାଇଲେ ତାହା ହୃଦ୍‌ଘାତ ଆଶଙ୍କା କମାଇ ଦେଇଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଡେନ୍‌ମାର୍କର ହୃଦ୍‌ରୋଗ ବିଶେଷଜ୍ଞମାନେ ଗବେଷଣା କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ଖାଇବାକୁ…

ଡ୍ରପ୍‌ଲେଟ୍‌ କମ୍ପ୍ୟୁଟର

କମ୍ପ୍ୟୁଟର ପାଣିରେ ଚାଲିବ-ଏକଥାକୁ ଅନେକେ ହୁଏତ ବିଶ୍ୱାସକରି ନ ପାରନ୍ତି। ହେଲେ ଏହା ସତ। ଦୀର୍ଘ ୫ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ଏଭଳି ଏକ ହାଇଟେକ୍‌ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି। ଗୋଟିଏ ଇଲେକ୍ଟ୍ରୋନିକ୍‌…

ଭୂକମ୍ପରୁ ଘରକୁ ସୁରକ୍ଷା ଦେବ ଚୁମ୍ବକ

ଅନ୍ୟତମ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ପରିଗଣିତ ଭୂକମ୍ପ ଦ୍ୱାରା ଆମର ଅଶେଷ କ୍ଷତି ହୋଇଥାଏ । ତେବେ ଏହି ସମୟରେ ଘରକୁ ସୁରକ୍ଷା ଦେବାର ଏକ ନୂଆ ଉପାୟ ଉଦ୍ଭାବିତ ହୋଇଛି। ‘ଭୂକମ୍ପ ଏବଂ ଘରର ସୁରକ୍ଷା’ ଶୀର୍ଷକ ବିଷୟବସ୍ତୁକୁ…

ଔଷଧ ସାହାରାରେ ଜୀବନ

”ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗ୍ଣ ଦୁର୍ବଳକରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ ହ୍ରାସକରେ। ଏହି ଔଷଧ ବ୍ୟତୀତ…

ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ, ଆପଣାନ୍ତୁ କିଛି ଟିପ୍ସ

ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶୀତଦିନ ବେଶ୍‌ କଷ୍ଟଦାୟକ ହୋଇଥାଏ। ପ୍ରବଳ ଥଣ୍ଡା ଯୋଗୁ ଆଣ୍ଠୁଗଣ୍ଠି ବିନ୍ଧା ଅଧିକ ପରିମାଣରେ ହୋଇଥାଏ। ତେଣୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। * ଆଣ୍ଠୁଗଣ୍ଠି…

ଲାଇଫ୍‌ ଷ୍ଟାଇଲ ସେଲର୍‌ ପ୍ୟାଣ୍ଟ

ଶୀତଦିନେ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ କିମ୍ବା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କାରଣ ଏହାକୁ ଉଭୟ ଫର୍ମାଲ୍‌ ତଥା କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ ଆରାମରେ କ୍ୟାରି କରିହୁଏ… ଶୀତଦିନ…

ମା’ ଯୋଗମାୟା ପୀଠ

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ଅଧୀନ ଗୁର୍ଜିମୁଣ୍ଡା ଗାଁଠାରୁ ଅଳ୍ପ କିଛି ଦୂରରେ ରହିଛି ଏହି ପବିତ୍ର ଯୋଗମାୟା ପୀଠ। ଏହା ଓଁ ଶ୍ରୀ ଶ୍ରୀ ମା’ ଯୋଗମାୟା ଦୈବୀପୀଠ ଭାବେ ବି ପରିଚିତ। ଓଡ଼ିଶାରେ ଥିବା ବିଭିନ୍ନ…

ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଅଜଣା କଥା… ବୈଜ୍ଞାନକ ଓ୍ବିଲ୍‌ହେମ ରୋଣ୍ଟଜେନ୍‌ ୧୮୫୭ରେ ଏକ୍ସ-ରେ…

ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ। ତେବେ ଭବିଷ୍ୟତରେ ଏକ ସୁଖ ସମୃଦ୍ଧ ଜୀବନ ଜିଇବାର କାମନା ରଖି ଏବେଠୁ ସଞ୍ଚୟ…

ଯୁବାବସ୍ଥାରେ ହାଇପର୍‌ଟେନ୍‌ସନ

ବର୍ତ୍ତମାନ ଯୁବାବସ୍ଥାରେ ଅନେକଙ୍କଠାରେ ହାଇପର୍‌ଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଆଜିର ଯୁବପିଢ଼ିଙ୍କ ଅସନ୍ତୁଳିତ ଖାଦ୍ୟାଭ୍ୟାସ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ମୁଖ୍ୟତଃ ଦାୟୀ। ତେବେ ଏହା ଯେପରି ଭବିଷ୍ୟତରେ ଅନ୍ୟ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ୟା ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?