ଜୀବନଚର୍ଯ୍ୟା

ଶୀତଦିନେ ଖାଆନ୍ତୁ ବାଦାମ, ମିଳିବ ଏସବୁ ଫାଇଦା

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ। ଫଳରେ ଥଣ୍ଡା, କାଶ ଭଳି ଅନେକ ପ୍ରକାର ରୋଗ ଶରୀରକୁ ମାଡି ବସେ। ଶୀତଦିନେ ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟରେ ଚିନାବାଦାମ ସାମିଲ କରନ୍ତୁ। ଆୟୁର୍ବେଦନୁଯାୟୀ…

ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ ନାହିଁ। ମୁଖ୍ୟତଃ ଗରମ ପାଣିରେ ଗାଧୋଇଲେ ଫୂର୍ତ୍ତି ବା ଆରାମ ଅନୁଭବ ହୋଇଥାଏ। କିନ୍ତୁ…

ଘରୋଇ ଉପାୟରେ ଦୂର ହେବ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି। ଅନେକେ ଏହି ଗ୍ୟାସ୍‌ ସମସ୍ୟାର ମୁକ୍ତି ପାଇବା ଲାଗି ବିଭିନ୍ନ ଔଷଧ ବ୍ୟବହାର କରିଥାନ୍ତି।…

ଶୀତଦିନେ ସକାଳୁ କାହିଁକି ଶୀଘ୍ର ଛାଡିବେ ବିଛଣା…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେବେ ଶୀତଦିନ ସକାଳୁ ବିଛଣା ଛାଡ଼ିଲେ ବହୁ ଉପକାର ମିଳିଥାଏ। ସାଧାରଣତଃ ଶୀତଦିନେ ପରିବେଶ ଥଣ୍ଡା ରହିଥିବାରୁ ମେଟାବୋଲିକ୍‌ ପ୍ରକ୍ରିୟା ଧୀମା ହୋଇଥାଏ। ତେଣୁ ଶରୀରର ତାପମାତ୍ରା ବୃଦ୍ଧି…

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ଚୋପା…

ଡାଳିମ୍ବ ଖାଇସାରିବା ପରେ ଏହାର ଚୋପାକୁ ଫିଙ୍ଗି ଦିଆ ଯାଇଥାଏ। କିନ୍ତୁ ଏହାର ବହୁ ଉପକାରୀ ଗୁଣ ରହିଛି। ଏହାର ଚୋପାକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ସୁଫଳ ମିଳିଥାଏ । ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ…

ଶୀତଦିନେ ଖାଆନ୍ତୁ ଟମାଟୋ, ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୁତ କରିଥାଏ। -ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର…

ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର ପାଇଁ ବେଶ୍‌ ଲାଭକାରୀ। ବରକୋଳି ଦୁଇ ପ୍ରକାରର ମିଳିଥାଏ ଗୋଟିଏ ଖଟା ଲାଗେ ଅନ୍ୟଟି…

ଘରେ ବି ସହଜରେ କରିହେବ ଥାଇରଏଡ୍‌ ପରୀକ୍ଷା…

ଥାଇରଏଡ୍‌ ସମସ୍ୟା ଥିଲେ ମେଟାବୋଲିକ୍‌ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍‌ ଏବଂ ହାଇପର୍‌ଥାଇରଏଡ୍‌। ହାଇପୋଥାଇରଏଡ୍‌ରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ହରମୋନ୍‌ କ୍ଷରଣ କମ୍‌ ହୋଇଥାଏ। ଫଳରେ ମେଟାବୋଲିକ୍‌ ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫଳରେ ମେଦବହୁଳତା ସହିତ…

ଆମ୍‌ଲା ମୁରବା

ଆବଶ୍ୟକ ସାମଗ୍ରୀ: ଅଁଳା ୧ କିଗ୍ରା,ଫିଟିକିରି- ୫ଗ୍ରାମ୍‌, ଚିନି ୧ କିଗ୍ରା, ପାଣି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଁଳାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏକ ଫର୍କ ବା କଣ୍ଟା ଚାମଚ ସାହାଯ୍ୟରେ ଅଁଳାଗୁଡିକ ଉପରୁ କଣା କରିଦିଅନ୍ତୁ। ଏକ ବଡ…

ଷ୍ଟ୍ରେଚ୍‌ମାର୍କରୁ ମୁକ୍ତି

ଶିଶୁ ଜନ୍ମ ପରେ ଅଧିକାଂଶ ମା’ଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ହୋଇଯାଏ, ଯାହା ସୌନ୍ଦର୍ଯ୍ୟ ନଷ୍ଟ କରିଦିଏ ବୋଲି ଅନେକେ ବ୍ୟସ୍ତ ହୋଇଥାନ୍ତି। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ସହଜ ଉପାୟ ଆପଣାଇଲେ ଧୀରେ…

ଶୀତଦିନେ ଶିଶୁର ଯତ୍ନ

ଯେଉଁ ଶିଶୁ ଜନ୍ମବେଳେ ଠିକ୍‌ ଓଜନର ହେବା ସହ ଭଲ ଭାବେ କାନ୍ଦିଥାଏ ଆମେ ତାକୁ ସୁସ୍ଥ ଶିଶୁ ବୋଲି କହିଥାଉ। ତଥାପି ଜନ୍ମପରେ ପରେ ଶିଶୁର ଚିକିତ୍ସା ଆବଶ୍ୟକ। ଏହା ମଧ୍ୟ ବାହାର ଉତ୍ତାପ ଉପରେ ନିର୍ଭର କରିଥାଏ। ଗ୍ରୀଷ୍ମ…

ଓଜନ କମାଇବ କମଳା ଚୋପା

ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। କିନ୍ତୁ କମଳା ଚୋପା ଓଜନ କମ୍‌ କରିବାରେ ସହାୟକ ହେବ ବୋଲଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?