ଜୀବନଚର୍ଯ୍ୟା

ରାମଦେବଙ୍କ ପରାମର୍ଶ: କରୋନା ଭାଇରସ୍‌ରୁ ଦୂରେଇ ରହିବାକୁ କରନ୍ତୁ ଏହି ପ୍ରାଣାୟାମ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏହି ରୋଗରେ ୨୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହି ରୋଗ କାହାକୁ ବି ଗ୍ରାସ କରିପାରେ। ଯାହାର…

ଉତ୍ତମ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଲାଭଦାୟକ ହଳଦିଆ ପରିବା

ସବୁଜ ପରିବା ଏବଂ ଫଳମୁଳ ସ୍ବାସ୍ଥ୍ୟ ପାଇଁ ହିତକର। ଏହା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିଥାଏ। ସେଥିପାଇଁ ଡାକ୍ତରମାନେ ସବୁଜ ପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ସବୁଜ ରଙ୍ଗର ପରିବା ପରି ହଳଦିଆ ପରିବା ମଧ୍ୟ ଆମ…

ଏସବୁ ରୋଗରୁ ମୁକ୍ତିଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଏହି ତେଲ ରୋଗ…

କରୋନା ଭୟରେ ଫିକା ପଡ଼ିପାରେ ହୋଲି: ସୁରକ୍ଷା ପାଇଁ ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ରଙ୍ଗ

ଆସୁଛି ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ଏବେଠୁ ରାସ୍ତାକଡ଼ରେ ଖୋଲିଲାଣି ବିଭିନ୍ନ ଦୋକାନ। ହେଲେ ଚଳିତ ବର୍ଷ କରୋନା ଯୋଗୁ ହୋଲି ପାଳନ ସାମାନ୍ୟ ଫିକା ପଡ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଯଦି ହୋଲି ଖେଳିବାକୁ ମନ…

ଖରାଦିନେ ତ୍ୱଚାର ଯତ୍ନ

ଖରାଦିନେ ସାଧାରଣତଃ ତ୍ୱଚା ମଳିନ ପଡ଼ିଯାଏ। ଆପଣ ଚାହିଁଲେ କିଛି ଟିପ୍ସ ଆପଣାଇ ଏଥିରୁ ଆରାମ ପାଇପାରିବେ… – କଟନ କପଡ଼ାରେ ବରଫ ଖଣ୍ଡକୁ ରଖି ମୁହଁରେ ଘଷନ୍ତୁ। ଏହାଦ୍ୱାରା ତ୍ୱଚାକୁ ଆରାମ ମିଳିଥାଏ ଏବଂ ତ୍ୱଚା କୋମଳ ରହିଥାଏ। –…

ପନିର ଖିରି

ଆବଶ୍ୟକ ସାମଗ୍ରୀ ଚକଟାଯାଇଥିବା ପନିର – ୧/୨ କପ୍‌,ମିଲ୍କ ମେଡ୍‌ – ୧/୪, କ୍ଷୀର – ୧ଲିଟର, ଚିନି -୨୫୦ ଗ୍ରାମ୍‌, ପେସ୍ତା ବାଦାମ, କିସ୍‌ମିସ୍‌, ଅଳେଇଚ ପାଉଡର। ପ୍ରସ୍ତୁତି ପ୍ରଣାଳୀ ପନିର ଖିରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସ୍‌…

ଟ୍ରାଇବାଲ୍‌ ପ୍ରିଣ୍ଟ

ଖରାଦିନେ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ରହିଛି ଡିମାଣ୍ଡ। ସ୍କର୍ଟ, ଟପ୍ସ୍‌, ବ୍ଲାଉଜ୍‌, ଶର୍ଟସରେ ବି ଏହି ପ୍ରିଣ୍ଟକୁ ଆପଣାଇପାରିବେ.. – ଜ୍ୟୋମେଟ୍ରିକ୍‌ ସେପ୍ସ ଏବଂ ଆବ୍‌ଷ୍ଟ୍ରାକ୍ଟସ୍‌ ଲାଇନ୍ସର ଟ୍ରାଇବାଲ୍‌ ପ୍ରିଣ୍ଟ ମାର୍କେଟରେ ମିଳୁଛି। ଟ୍ରାଇବାଲ୍‌ ପ୍ରିଣ୍ଟ୍‌ସରେ ବ୍ରାଇଟ୍‌ ରେଡ୍‌, ପିଙ୍କ୍‌, ଅରେଞ୍ଜ୍‌, ଗ୍ରୀନ୍‌,…

ଗୃହିଣୀଙ୍କ ପାଇଁ

ଶପିଂକୁ ଯିବା ପୂର୍ବରୁ ଆପଣଙ୍କ ଗ୍ରୋସରିର ଲିଷ୍ଟ୍‌ ମୋବାଇଲରେ ସେଭ୍‌ କରନ୍ତୁ। ଏପରି କଲେ ଆପଣ କୌଣସି ଦୋକାନକୁ ଯାଇ ସାମଗ୍ରୀ ଆଣିବାକୁ ଭୁଲିବେ ନାହିଁ। ଡଷ୍ଟବିନ୍‌ର ତଳଭାଗରେ ପୁରୁଣା ଖବରକାଗଜ ପକାନ୍ତୁ। ଏହାଦ୍ୱାରା କୌଣସି ଲିକ୍ୱିଡ୍‌ ବା ଅପରିଷ୍କାର ଡଷ୍ଟବିନ୍‌ରେ…

ତଥାପି ସକ୍ଷମ : ଦୃଢ଼ ମନୋବଳ ବାଟ ଦେଖାଇଛି

ଦିବ୍ୟାଙ୍ଗ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କଠାରୁ କମ୍‌ ନୁହନ୍ତି। ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି । ଚଳିତ ମାସ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଅନ୍ୟପାଇଁ ପ୍ରେରଣା ସାଜିଥିବା କେତେଜଣ ଦିବ୍ୟାଙ୍ଗ…

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବା କଷ୍ଟକର। ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଉଥିଲେ…

ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଜିକାଲିର ଖାଦ୍ୟପାନୀୟ ଓ ହର୍ମାନ ଇନ୍‌ବାଲାନ୍ସରୁ କେତକଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ। ଏହା ଅସୁନ୍ଦର ଦେଖାଯିବା ସହ ବେଳେବେଳେ ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥାଏ। ହେଲେ ବର୍ତ୍ତମାନ ଆଧୁନିକ ଶୈଳୀରେ ଏହାକୁ ମୁହଁରୁ ହଟାଇ ଦିଆଯାଇ ପାରୁଛି।…

ସନ୍ତୁଳିତ ଖାଦ୍ୟ ଓ ଖୁସି

ଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ଅନେକ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। କାରଣ ପାରିପାର୍ଶ୍ୱିକ ପରିସ୍ଥିତି, କାର୍ଯ୍ୟଚାପ ଆମକୁ କେତେକ ସମୟରେ ଖୁସିଠାରୁ ଦୂରେଇ ରଖିଥାଏ। ତେବେ ନିଜକୁ ଅଧିକାଂଶ ସମୟ ଖୁସିର ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?