ମନ୍‌ସୁନରେ ମାନନ୍ତୁ

ବର୍ଷାଦିନେ ସଂକ୍ରମଣର ଭୟ ଅଧିକ ରହିଥାଏ। ତେଣୁ ଖାଇବାପିଇବା ସହିତ ପୋଷାକପତ୍ର ଆଦି ସବୁଥିରେ ସତର୍କ ରହିବାକୁ ହେବ।
ସବୁବେଳେ ପାଣିକୁ ସିଝାଇ ପିଅନ୍ତୁ। ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ। ଫଳରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯିବ।
ସାଧାରଣତଃ ଲୁଣ କମ୍‌ ଖାଆନ୍ତୁ। ଅଧିକ ଲୁଣ ଖାଇଲେ ଶରୀରରେ ସୋଡିୟମ୍‌ର ମାତ୍ରା ବଢ଼ିଯାଏ ଓ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ। ହାଇପରଟେନ୍‌ସନ୍‌ ଓ ହାର୍ଟ ସମସ୍ୟା ତଥା ଡାଇବେଟିସ୍‌ ସମସ୍ୟା ଥିବା ଲୋକେ କମ୍‌ ଲୁଣ ଖାଇବା ଉଚିତ।
ସମୟରେ କେବଳ ଋତୁକାଳୀନ ଫଳ ଖାଆନ୍ତୁ। ଏସବୁ ଫଳରୁ ମିଳୁଥିବା ନ୍ୟୁଟ୍ରିସନ୍‌ ଇନଫେକସନ୍‌, ଆଲର୍ଜିରୁ ରକ୍ଷା କରିଥାଏ।
ସାଧାରଣତଃ ହଜମ ଶକ୍ତି କମ୍‌ ହୋଇଥାଏ। ତେଣୁ ଏହି ଋତୁରେ ତେଲ ଛଣା ଜିନିଷ କମ୍‌ ଖାଆନ୍ତୁ।
ଦିନେ ଇମ୍ୟୁନିଟି ବଢାଉଥିବା ଖାଦ୍ୟ ଖାଆନ୍ତୁ। ଡ୍ରାଏ ଫ୍ରୁଟ୍‌ସ, ଭେଜିଟେବଲ ସୁପ୍‌ ଭଳି ବିଭିନ୍ନ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ମହଙ୍ଗା ଶାଗ: ସୁନାଠାରୁ ବି ମୂଲ୍ୟ ଅଧିକ

ଅକ୍ଟୋବର ୧୬ ଅର୍ଥାତ୍‌ ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ। ଏହି ଦିନ ଭୋକରେ ପୀଡିତ ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟ କରାଯାଇଥାଏ। ୧୯୪୫ ମସିହା...

ପୁଦିନାର ଘରୋଇ ବ୍ୟବହାର

ଖରା ଏବଂ ବର୍ଷାଦିନେ ପୁଦିନା ସଞ୍ଜୀବନୀବୁଟି ଭଳି କାମ ଦେଇଥାଏ। ଗୃହିଣୀମାନେ ଏହାକୁ ଘରୋଇ ଉପାୟରେ ବହୁଳ ଭାବରେ ବ୍ୟବହାର କରିପାରିବେ.. – ପୁଦିନା ଓ...

ବାରମ୍ବାର ହାତ ଧୋଇବା ପରେ ବି ମନରୁ ଯାଉନି କରୋନା ଭୂତାଣୁ ଭୟ, ହୋଇପାରେ ଏହି ରୋଗର ଲକ୍ଷଣ..

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଥବା ଡାକ୍ତରମାନେ ରୋଗରୁ...

ପନିର ଲଲିପପ୍‌

ଆବଶ୍ୟକ ସାମଗ୍ରୀ- ପନିର- ୧ କପ୍‌, ଆଳୁ- ୨ଟି (ସିଝା), କଞ୍ଚାଲଙ୍କା- ୨ଟି, କ୍ୟାପ୍ସିକମ୍‌- ୧ଟି ଛୋଟ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ-...

ଚିନ୍ତା କମ୍‌ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ...

ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା

କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।  ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ୍‌ରେ ଭରପୂର କଞ୍ଚାଲଙ୍କା...

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା...

ମିନି ସୁଜି ପିଜା

ଆବଶ୍ୟକ ସାମଗ୍ରୀ: ପିଜା ବେସ୍‌ ପାଇଁ-ସୁଜି- ଅଧା କପ୍‌, ଗାଉଳ ଗୁଣ୍ଡ- ୨ଚାମଚ, ଦହି- ଅଧା କପ୍‌, ଚିଲି ଫ୍ଲେକ୍‌ସ- ଅଧା ଚାମଚ, ଅଦା ଓ...

Advertisement
Archives

Model This Week