ଜୀବନଚର୍ଯ୍ୟା

ଲକ୍ଷଣ ଦେଖାଦେବା ପୂର୍ବରୁ ଏହି ବ୍ଲଡ ଟେଷ୍ଟ ଦ୍ୱାରା ଜାଣି ହେବ କ୍ୟାନ୍‌ସର

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍‌ସର ରୋଗରେ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗର ମୁକାବିଲା ପାଇଁ ଡାକ୍ତରମାନଙ୍କ ମଧ୍ୟରେ ଏକ ନୂତନ ଆଶା ଜାଗ୍ରତ ହୋଇଛି। ଚାଇନାର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ କ୍ୟାନ୍‌ସର ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ଏହା…

ଏସବୁ ରୋଗ ଦୂର କରେ ଜହ୍ନି, ଗର୍ଭବତୀଙ୍କ ପାଇଁ ସବୁଠୁ ଭଲ

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ମହୌଷଧି ପରି କାମ କରିଥାଏ। ପୋଷକତତ୍ତ୍ୱରେ…

ଘରେ ଦେଖାଦେଉଛି କି ଧନର ଅଭାବ.. ତୁରନ୍ତ ପରିତ୍ୟାଗ କରନ୍ତୁ ଏସବୁ ଅଭ୍ୟାସ

ନୀତିଶାସ୍ତ୍ରର ମହାନ ପଣ୍ଡିତ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ‘ଚାଣକ୍ୟ ନୀତି’ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଛନ୍ତି। କେଉଁଟି କରିବା ଠିକ୍‌, କେଉଁଟି ଭୁଲ ତାହା ଦର୍ଶାଇଛନ୍ତି। ସେଭଳି ଗୋଟିଏ ହେଲା ମା’ ଲକ୍ଷ୍ମୀଙ୍କ କୃପା ଲଭିବା…

ସାପ ସ୍ବପ୍ନ ଦେଖୁଛନ୍ତି କି.. ଜାଣନ୍ତୁ କ’ଣ ଥାଏ ଭବିଷ୍ୟବାଣୀ

ନିଦ ଅଛି ତ ସ୍ବପ୍ନ ଅଛି। କହିବାର ତାତ୍ପର୍ଯ୍ୟ ଶୋଇବା ପରେ କିଛି ନା କିଛି ସ୍ବପ୍ନ ଆମେ ଦେଖିଥାଉ। ସ୍ବପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ପପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ସେଗୁଡ଼ିକ ଆଗାମୀ ଭବିଷ୍ୟତ ସମ୍ପର୍କରେ ପ୍ରଥମରୁ…

ପାଟି ଭିତରେ ଏପରି ଲାଲ୍‌ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ

ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍‌ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ଏହିପରି ୨୧ ଜଣ ରୋଗୀଙ୍କୁ ନେଇ ପରୀକ୍ଷା କରିଥିଲେ, ଯେଉଁମାନଙ୍କ ପାଟିରେ ଏପରି ଲାଲ୍‌…

ହାତରେ ସାନିଟାଇଜର ଲଗାଇବା ପରେ କରୁଛନ୍ତି କି ଏସବୁ କାମ? ରୁହନ୍ତୁ ସତର୍କ ନଚେତ୍‌ ହୋଇପାରେ…

ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ଅନେକ ଦେଶ ଏଥିରେ କବଳିତ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆଜିପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରିନାହିଁ।…

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ କ୍ଷେତ୍ରରେ ଘଟିଥିଲା ଏକ ଅଜବ ସଂଯୋଗ। ମୀରା ମାତ୍ର ୭ ଘଣ୍ଟାର ସାକ୍ଷାତ…

ସୋସିଆଲ ମିଡିଆରେ ଆପଣଙ୍କ ସାଥୀ ଏହି ୫ କାମ କରୁଥିଲେ ହୋଇଯାଆନ୍ତୁ ସତର୍କ, ଘଟିପାରେ ଏଭଳି କିଛି..

ମହାମାରୀ କରୋନା ଯୋଗୁ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ସମୟ ବିତାଇବା ପାଇଁ ଇଣ୍ଟରନେଟ୍‌ ବରଦାନ ପାଲଟିଛି। ତେବେ, ସୋସିଆଲ ମିଡିଆର କିଛି ଭୁଲ ଅଭ୍ୟାସ ହେତୁ, ସମ୍ପର୍କ ମଧ୍ୟରେ ମତଭେଦ ଉପୁଜିପାରେ। ଆପଣଙ୍କ…

ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି କି? ଏସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ..

ସାରା ବିଶ୍ୱରେ ଏବେ କରୋନାର ଭୟାବହତା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି। ଭାରତରେ ଏହି ସଂଖ୍ୟା ୧୧ଲକ୍ଷ ଟପିଲାଣି। ଏପରିସ୍ଥିତିରେ ଔଷଧ ବାହାରି ନ ଥିବାରୁ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଉଛି।…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଚାଉଳ ଧୁଆ ପାଣି

ସାଧାରଣତଃ ଭାରତରେ ଅଧିକ ଲୋକ ପ୍ରତିଦିନ ଭାତ ଖାଇଥାନ୍ତି। ଭାତ ପ୍ରସ୍ତୁତ କରିବା ବେଳେ ଚାଉଳ ଭଲ ଭାବେ ଧୋଇ ତା ପାଣି ଫୋପାଡି ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି ଚାଉଳ ପାଣି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ। ପ୍ରତିଦିନ…

ବର୍ଷାଦିନିଆ ଯତ୍ନ

ବର୍ଷାଦିନେ ଫ୍ଲୁ ଏବଂ ବ୍ୟାକ୍ଟେରିଆର ସଂକ୍ରମଣ ବହୁତ ବଢ଼ି ଯାଇଥାଏ। ତେଣୁ ଏହି ଋତୁରେ ଖାଦ୍ୟପେୟର ଭଲଭାବେ ଯତ୍ନ ନେବା ଜରୁରୀ। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଋତୁରେ କେଉଁ ଖାଦ୍ୟ ଉପରେ ଗୁରୁତ୍ୱ ଦେବାକୁ ହେବ ଜାଣି ରଖନ୍ତୁ……

ଆଳୁ ପୁରି

ଆବଶ୍ୟକ ସାମଗ୍ରୀ-: ଅଟା- ୧କପ୍‌, ସୁଜି- ଅଧାକପ୍‌, ସିଝା ଆଳୁ- ୨ଟି, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨-୩ଟି, ଧନିଆପତ୍ର କଟା- ୧ ଚାମଚ, ଲଙ୍କାଗୁଣ୍ଡ- ଅଳ୍ପ, ହଳଦୀ ଗୁଣ୍ଡ- ଅଳ୍ପ, ଚିଲି ଫ୍ଲେକ୍ସ- ୧ ଚଉଠ ଚାମଚ, ଜୁଆଣି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?