ଜୀବନଚର୍ଯ୍ୟା

ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ

ଟ୍ରେନ୍‌ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ଗବେଷଣା ଅନୁଯାୟୀ, ଏକ…

ଏହି ୪ ପ୍ରକାର ବ୍ୟକ୍ତିଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ: ହୋଇଯିବେ ନଷ୍ଟ

ମନୁଷ୍ୟ ଜୀବନରେ ସୁସଙ୍ଗର ଅଭାବ ରହିବା କୁସଙ୍ଗ ଅପେକ୍ଷା ଭଲ ବୋଲି ବିବେଚନା କରାଯାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାଙ୍କଠାରୁ ଦୂରରେ ରହିବା ଉଚିତ। ଏପରି ଲୋକମାନେ କଦାପି ତୁମର ଭଲ ଚିନ୍ତା…

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି। ହେଲେ ଏହି ରୋଗଠାରୁ ମଧ୍ୟ ଆଉ ଏକ…

ବିନା କାରଣରେ ଅପମାନ ସହିବାକୁ ପଡ଼ୁଛି କି.. ଚାଣକ୍ୟଙ୍କଠାରୁ ଶିଖି ନିଅନ୍ତୁ ଜବାବ ଦେବାର ଠିକ୍‌ ଉପାୟ…

ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆମକୁ କାହାର ଅପମାନ ସହିବାକୁ ପଡେ। କେବେ ନିଜର ଭୁଲ ଯୋଗୁ ତ କେବେ ବିନା କାରଣରେ ଆମକୁ ଅପମାନିତ ହେବାକୁ ପଡେ। ନିଜର ଭୁଲ ଥିଲେ ଜଣେ ବ୍ୟକ୍ତି ଅପମାନକୁ…

ସ୍ତନ୍ୟପାନ ସମୟରେ ସତର୍କତା

ଶିଶୁକୁ କ୍ଷୀର ଖୁଆଇବା ସମୟରେ ପ୍ରତ୍ୟେକ ମା’ଙ୍କୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ… ଅନେକ ମା’ ଅଣ୍ଟା ଏବଂ ପିଠିରେ କଷ୍ଟ ନ ହେବା ଲାଗି ଶୋଇକି ଶିଶୁକୁ…

ମା’ କ୍ଷୀର ବୃଦ୍ଧି ଲାଗି

ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ ସମସ୍ତ ଉପାଦାନ ତା’କୁ ମା’ କ୍ଷୀରରୁ ମିଳିଥାଏ। ହେଲେ କେତେକ ମା’ଙ୍କ କ୍ଷେତ୍ରରେ କ୍ଷୀର କ୍ଷରଣ କମ ହେବା ଫଳରେ ଶିଶୁକୁ ଆବଶ୍ୟକ ମାତ୍ରାରେ କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିଅମ୍‌, ପ୍ରୋଟିନ୍‌, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ…

ଶିଶୁ ଲାଗି ସର୍ବୋତ୍ତମ ଖାଦ୍ୟ

ମା’ କ୍ଷୀର ଅମୃତ, ଯାହାକୁ ପାନ କଲେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଓ ସେ ଦୀର୍ଘାୟୁ ହୁଏ। ଏହି କ୍ଷୀର ଶିଶୁ ପାଇଁ ସଂଜୀବନୀ ସଦୃଶ । ଶିଶୁକୁ ଏହା ଦିଏ ନୂଆ ଜୀବନ । ଶିଶୁର…

ବେଶ୍‌ ଉପକାରୀ ସ୍ତନ୍ୟପାନ: ଶିଶୁ ପାଇଁ ସଂଜୀବନୀ

ଶିଶୁଟି ଭୂମିଷ୍ଠ ହେବା ପରେ ତା’ର ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଲା ଜନ୍ମଦାତ୍ରୀ ମା’ର କ୍ଷୀର; ଯାହାକୁ ଅମୃତ ସହ ତୁଳନା କରାଯାଏ। ଆଜିର ଅଲଟ୍ରାମଡର୍ନ ଯୁଗରେ ବିଭିନ୍ନ ଜିନିଷର ବିକଳ୍ପ ମିଳୁଛି। ହେଲେ ଶିଶୁ ପାଇଁ ମା’ କ୍ଷୀରର…

ଭଉଣୀକୁ ପସନ୍ଦ ନ ଥାଏ ଭାଇର ଏହି ୪ଟି କଥା

ଭଉଣୀ ଭାଇର ସମ୍ପର୍କ ସବୁଠୁ ନିଆରା। ସେଠି ଝଗଡ଼ା ତ ଥାଏ ହେଲେ ତା’ଠାରୁ ଯଥେଷ୍ଟ ଅଧିକ ଥାଏ ଭଲ ପାଇବା। ହେଲେ କେବେ କେବେ ଭାଇର କେତୋଟି ଗୁଣ ପସନ୍ଦ ଆସି ନ ଥାଏ ଭଉଣୀକୁ, ଯାହାକି ଏହି ମଧୁର…

ଏକୁଟିଆପଣ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି। ଚିକିତ୍ସା ବିଜ୍ଞାନକୁ ବାଦ୍‌ ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନର କେତେକ ଘଟଣାରେ ରୋବୋ ସହାୟତା କରିବା ସହ ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରୁଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏପରି ଏକ ରୋବୋ…

ସ୍ବଭାବକୁ ପ୍ରଭାବିତ କରେ ସୋସିଆଲ ସାଇଟ୍‌

ଏବେ ତ ହାଇଟେକ୍‌ ଯୁଗ। ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର ଆଜିକାଲି ସାଧାରଣ କଥା ହୋଇଗଲାଣି। କେବଳ ଯୁବପିଢ଼ି ନୁହଁନ୍ତି, ଅନେକ ବର୍ତ୍ତମାନ ସୋସିଆଲ ସାଇଟ୍‌ ସହ ଜଡ଼ିତ। ସେଗୁଡ଼ିକରେ ନିଜର ଆକାଉଣ୍ଟ ଖୋଲି ସେଥିରୁ ଅନେକ କଥା ଜାଣିବା ଏବଂ ନିଜ…

ଷ୍ଟେମ୍‌ ସେଲ୍‌ ଓ ମସ୍ତିଷ୍କ ଟିସୁ

ଆଜିକାଲି କେତେକ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଏହାଦ୍ୱାରା ମସ୍ତିଷ୍କର ସେଲ୍‌ (ଟିସୁ)କୁ ବିକଶିତ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ନିକଟରେ ଏପରି ଏକ ଷ୍ଟେମ୍‌ ସେଲ୍‌ ପ୍ରସ୍ତୁତ କରିଛନ୍ତି। ପରୀକ୍ଷାମୂଳକ ଭାବରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?