ଜୀବନଚର୍ଯ୍ୟା

ଆଲର୍ଜିରୁ ରକ୍ଷା କରେ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ବିଶେଷଭାବରେ ଏଥିରେ ଥିବା ସ୍ବାସ୍ଥ୍ୟୋପକାରୀ ଗୁଣ ଆଲର୍ଜି ପରି ସମସ୍ୟାରୁ ଅନେକାଂଶରେ ରକ୍ଷା କରିଥାଏ। କେବଳ ସେତିକି ନୁହେଁ, ଏପରି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ରୋଗ…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ଉଷୁମ ପାଣି

ଉଷୁମ ପାଣି ନିୟମିତ ପିଇଲେ ତାହାର ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଆଜିକାଲି ଅନେକ ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବା ସହ ଆଉ ଏକ ସରଳ ତଥା ସହଜ ଉପାୟ ଆପଣେଇ ପାରନ୍ତି।…

ନେଓଓ୍ବାଇଜ୍‌ ଧୂମକେତୁ

”ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ ‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ ଖାଲି ଆଖିରେ ଦେଖିପାରୁଛେ। ବୈଜ୍ଞାନିକମାନେ ‘ସି-୨୦୨୦ ଏଫ-୩’ ତାଲିକାଭୁକ୍ତ କରିଥିବା ଏହି ଧୂମକେତୁ ବିଗତ…

ରାଶି ଅନୁସାରେ ଭାଇଙ୍କ ହାତରେ ବାନ୍ଧନ୍ତୁ ରାଖୀ

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରେଶମର ଡୋରି ବାନ୍ଧି ଆଜୀବନ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଥାଏ। ତେବେ ରାଶି ଅନୁସାରେ ଯଦି ଭାଇଙ୍କ ହାତରେ ରାଖୀ ବାନ୍ଧିବେ ଭାଇଙ୍କ ପାଇଁ…

ଏହି ୫ ସମସ୍ୟା ଦୂର କରେ ମୋତି

ମୋତି ଏପରି ଏକ ରତ୍ନ, ଯାହା ଧାରଣ କଲେ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରବିତ୍‌ କହିଛନ୍ତି। ଏକଥା ନୁହେଁ, କି ରତ୍ନ ପଥର ଧାରଣ କଲେ ମଣିଷ ବିଶ୍ୱକୁ ଜିଣିପାରିବ। ମାତ୍ର ପଥର ଆକାରରେ ଆସୁଥିବା ବିପଦ…

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ ଟଙ୍କା: ନିଶ୍ଚୟ କରନ୍ତୁ ଏହି ୬ କାମ..

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ ସମୟ ଧରି ମଣିଷ ଧନ ସଞ୍ଚୟ କରି ରଖିପାରିବ ସେ ନେଇ ବ୍ୟାଖ୍ୟା…

କେବେ ବି ଧନୀ ହୋଇପାରିବେ ନାହିଁ ଏହି ୬ ପ୍ରକାର ଗୁଣ ଥିବା ବ୍ୟକ୍ତି, ଆପଣ ସେପରି ନୁହନ୍ତି ତ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଗ୍ରନ୍ଥରେ ମନୁଷ୍ୟଙ୍କ ପାଇଁ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାକୁ ଅନୁସରଣ କଲେ ମନୁଷ୍ୟ ଜୀବନ ସୁଖମୟ ହୋଇଥାଏ। ଚାଣକ୍ୟ ଏକ ଶ୍ଳୋକରେ ଏପରି ଲୋକମାନଙ୍କ ବିଷୟରେ କହିଛନ୍ତି, ଯେଉଁମାନେ କେବେ ଧନୀ ହୋଇପାରନ୍ତି ନାହିଁ।…

ଗର୍ଭରେ କ’ଣ କରିଥାନ୍ତି ଶିଶୁ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜନ୍ମ ହେବା ପୂର୍ବରୁ ଶିଶୁ ମା’ ଗର୍ଭରୁ ବହୁତ କିଛି ସିଖିଥାଏ। ଏହି ସମୟରେ ମା’ ଯେମିତି ଶିଶୁକୁ ଜନ୍ମ ଦେବାକୁ ଚାହିଁ ବସିଥାଏ ଶିଶୁ ମଧ୍ୟ ବାହାରକୁ ଆସିବାରେ ଚାହିଁ ବସିଥାଏ। ଖାଲି ସେତିକି ନୁହେଁ ଶିଶୁଟି ଗର୍ଭରୁ ବାହାରକୁ…

ଘରେ ଏଭଳି ଜିନିଷ ରଖିଥିଲେ ତୁରନ୍ତ କାଢ଼ି ଦିଅନ୍ତୁ.. ନଚେତ..

ଘର ହେଉ ଅବା ଅଫିସ, ଆଜିକାଲି ଲୋକମାନେ ବାସ୍ତୁ ଅନୁଯାୟୀ ସବୁକିଛି କରିବାକୁ ପସନ୍ଦ କରୁଛନ୍ତି। କାରଣ ବାସ୍ତୁ ଠିକ୍‌ ଥିଲେ ଆଖପାଖରେ ସକରାତ୍ମକ ଉର୍ଜା ସଂଚାର ହୁଏ। ଏହାଦ୍ୱାରା ଉନ୍ନତି ହୋଇଥାଏ। ହେଲେ ଏପରି କିଛି ଜିନିଷ ଅଛି ଯାହା…

ଜୀବନ ସାଥୀଙ୍କ କଣ୍ଠସ୍ବରରୁ ଜାଣନ୍ତୁ ଧୋକା ଦେଉଛନ୍ତି କି ନାହିଁ

ପ୍ରତ୍ୟେକ ପୁରୁଷ ଜୀବନରେ ଜଣେ ନାରୀ ଆସିଥାଏ। ସେହିପରି ନାରୀ ଜୀବନରେ ମଧ୍ୟ ଜଣେ ପୁରୁଷ ଆସିଥାଏ। ତେବେ ଆଜିକାଲି ଅଧିକାଂଶ ଯୁବପୀଢି ପ୍ରେମରେ ପଡୁଛନ୍ତି। ହେଲେ କିଛି ପ୍ରେମ ସମ୍ପର୍କ ଚିରସ୍ଥାୟୀ ହେଉଥିବାବେଳେ ଆଉ କିଛି ଖୁବକମ ସମୟ ମଧ୍ୟରେ…

ଭୁଲରେ ବି ଭାଇଙ୍କୁ ବାନ୍ଧନ୍ତୁ ନାହିଁ ଏଭଳି ରାକ୍ଷୀ, ହୋଇଥାଏ ଅଶୁଭ

ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ଏହି ସ୍ବତନ୍ତ୍ର ଦିନକୁ ଅଧିକ ଖାସ କରିବା ପାଇଁ ବଜାରରେ ଭଳିକି ଭଳି ରାକ୍ଷୀ ଉପଲବ୍ଧ ହୋଇଥାଏ। ହେଲେ ଦେଖିବାକୁ ସୁନ୍ଦର ହେଲେ ବି କିଛି ରାକ୍ଷୀ ବାନ୍ଧିବା ଅନୁଚିତ। ଯେମିତିକି ବଜାରରୁ ଆଣିଥିବା ରାକ୍ଷୀର କିଛି…

କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି। କରୋନାରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଘରୋଇ ଉପଚାର ଆପଣାଇବାକୁ କହୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?