ଚାନ୍ଦବାଲି ଇୟରରିଂ ଫ୍ୟାଶନ

ବର୍ତ୍ତମାନ ଲଙ୍ଗ ଇୟରିଂ ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ଯେଉଁଥିରେ ରହିଛି ଚାନ୍ଦବାଲି ଇୟରିଂର ସବୁଠୁ ବେଶି ଡିମାଣ୍ଡ। ତେବେ କେଉଁ ଭଳି ଡ୍ରେସ୍‌ ସହିତ ଏହାକୁ କ୍ୟାରି କଲେ ଅଧିକ ଫ୍ୟାଶନେବଲ୍‌ ଲାଗିବେ ଜାଣିରଖନ୍ତୁ ସେ ସମ୍ପର୍କରେ…

ଯଦି ଆପଣ ଫୋରାଲ ଲେହେଙ୍ଗା, ଲଙ୍ଗ ସ୍କର୍ଟ-ଟପ୍ସ ଆଦି ପିନ୍ଧୁଛନ୍ତି ତେବେ ଏହା ସହ ମଲ୍ଟି କଲର ଚାନ୍ଦବାଲି ଇୟରିଂ ଭଲ ଲାଗିବ। ନଚେତ୍‌ ଆପଣଙ୍କ ଡ୍ରେସ୍‌ କଲର ସହ ମ୍ୟାଚିଂ ଝୁମ୍‌କା ଥିବା ଚାନ୍ଦବାଲି ଇୟରିଂ ବି ପିନ୍ଧିପାରିବେ।
ଯଦି ସିଙ୍ଗଲ୍‌ କଲର ଡ୍ରେସ୍‌ ବା ଶାଢୀ ପିନ୍ଧୁଛନ୍ତି ତେବେ ଟ୍ରେଣ୍ଡି ଲୁକ୍‌ ପାଇଁ ଗୋଲ୍ଡେନ୍‌ ଚାନ୍ଦବାଲି ଇୟରିଂ ସବୁଠୁ ଭଲ ଚଏସ। ବିଶେଷ କରି ହ୍ବାଇଟ୍‌ କଲର ଗେଟ୍‌ଅପ୍‌ ସହ ଗୋଲ୍ଡେନ୍‌ ହ୍ୟାଙ୍ଗିଙ୍ଗ୍‌ ବିଡ୍ସ ଥିବା ଇୟରିଂ ବେଶୀ ଭଲ ସୁଟ୍‌ କରିଥାଏ।
କେବଳ ଏଥିନିକ ବା ଟ୍ରାଡିଶନାଲ ଗେଟ୍‌ଅପ୍‌ ନୁହେଁ ଲଙ୍ଗ ଗାଉନ୍‌ ଭଳି କେତେକ ଓ୍ବେଷ୍ଟର୍ନ ଡ୍ରେସ୍‌ରେ ବି ଏହା ପରଫେକ୍ଟ ଲାଗିଥାଏ। ବିଶେଷ କରି ଲଙ୍ଗ୍‌ ଲେୟାର୍ଡ଼ ଚାନ୍ଦବାଲି ଇୟରିଂ ମଡର୍ନ ଲୁକ୍‌ ଦେଇଥାଏ।
ବ୍ଲାକ୍‌ ଆଉଟ୍‌ଫିଟ୍‌ ସହିତ ସିଲଭର କିମ୍ବା ଅକ୍ସିଡ଼ାଇଜଡ଼୍‌ ଚାନ୍ଦବାଲି ଇୟରିଂର କମ୍ବିନେଶନ୍‌ ବେଶ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ।
ପ୍ଲେନ୍‌ ଡ଼ିଜାଇନର କୁର୍ତ୍ତୀ ସହିତ କେବଳ ଏକ ଲଙ୍ଗ୍‌ ଚାନ୍ଦବାଲି ଇୟରିଂ ଏତେ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିଥାଏ, ଯାହାଦ୍ୱାରା ଅନ୍ୟ କୌଣସି ଜୁଏଲେରୀର ଆବଶ୍ୟକତା ପଡ଼ି ନ ଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଅମୃତଭଣ୍ଡାର ବି ରହିଛି ଏମିତି ଗୁଣ

ଅମୃତଭଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ ଏହା ଶରୀରରେ ଅସୁବିଧା ସୃଷ୍ଟି କରିଥାଏ। ଅମୃତଭଣ୍ଡାରେ ପ୍ରଚୁର...

ରକ୍ତହୀନତା ଦୂରକରେ ସଜନା ଶାଗ

ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ...

ଏହିସବୁ ରୋଗରୁ ମୁକ୍ତି ଦିଏ ହରିଡ଼ା

ହରିଡ଼ା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଆୟୁର୍ବେଦରେ ଏହାର ଅନେକ ଲାଭକାରୀ ଗୁଣ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ହରିଡ଼ା ଘରୋଇ ଉପଚାର ଭାବେ ମଧ୍ୟ...

ଫେରିପାରେ ବରଫ ଯୁଗ

ପୃଥିବୀର ଜଳବାୟୁ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି। ତା’ସହ ବାୟୁମଣ୍ଡଳରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହି ଧାରା ଯଦି ଲାଗି ରହେ ତେବେ...

ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର...

ଡାଇବେଟିସକୁ ନେଇ କିଛି ଭ୍ରମାତ୍ମକ ତଥ୍ୟ

ବିଶ୍ୱରେ ଡାଇବେଟିସ(ମଧୁମେହ)ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ କବଳିତ କରୁଛି। ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଅଁଳା ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

Coronavirus Update


Archives

Model This Week

Why Dharitri