ଚାନ୍ଦବାଲି ଇୟରରିଂ ଫ୍ୟାଶନ

ବର୍ତ୍ତମାନ ଲଙ୍ଗ ଇୟରିଂ ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ଯେଉଁଥିରେ ରହିଛି ଚାନ୍ଦବାଲି ଇୟରିଂର ସବୁଠୁ ବେଶି ଡିମାଣ୍ଡ। ତେବେ କେଉଁ ଭଳି ଡ୍ରେସ୍‌ ସହିତ ଏହାକୁ କ୍ୟାରି କଲେ ଅଧିକ ଫ୍ୟାଶନେବଲ୍‌ ଲାଗିବେ ଜାଣିରଖନ୍ତୁ ସେ ସମ୍ପର୍କରେ…

ଯଦି ଆପଣ ଫୋରାଲ ଲେହେଙ୍ଗା, ଲଙ୍ଗ ସ୍କର୍ଟ-ଟପ୍ସ ଆଦି ପିନ୍ଧୁଛନ୍ତି ତେବେ ଏହା ସହ ମଲ୍ଟି କଲର ଚାନ୍ଦବାଲି ଇୟରିଂ ଭଲ ଲାଗିବ। ନଚେତ୍‌ ଆପଣଙ୍କ ଡ୍ରେସ୍‌ କଲର ସହ ମ୍ୟାଚିଂ ଝୁମ୍‌କା ଥିବା ଚାନ୍ଦବାଲି ଇୟରିଂ ବି ପିନ୍ଧିପାରିବେ।
ଯଦି ସିଙ୍ଗଲ୍‌ କଲର ଡ୍ରେସ୍‌ ବା ଶାଢୀ ପିନ୍ଧୁଛନ୍ତି ତେବେ ଟ୍ରେଣ୍ଡି ଲୁକ୍‌ ପାଇଁ ଗୋଲ୍ଡେନ୍‌ ଚାନ୍ଦବାଲି ଇୟରିଂ ସବୁଠୁ ଭଲ ଚଏସ। ବିଶେଷ କରି ହ୍ବାଇଟ୍‌ କଲର ଗେଟ୍‌ଅପ୍‌ ସହ ଗୋଲ୍ଡେନ୍‌ ହ୍ୟାଙ୍ଗିଙ୍ଗ୍‌ ବିଡ୍ସ ଥିବା ଇୟରିଂ ବେଶୀ ଭଲ ସୁଟ୍‌ କରିଥାଏ।
କେବଳ ଏଥିନିକ ବା ଟ୍ରାଡିଶନାଲ ଗେଟ୍‌ଅପ୍‌ ନୁହେଁ ଲଙ୍ଗ ଗାଉନ୍‌ ଭଳି କେତେକ ଓ୍ବେଷ୍ଟର୍ନ ଡ୍ରେସ୍‌ରେ ବି ଏହା ପରଫେକ୍ଟ ଲାଗିଥାଏ। ବିଶେଷ କରି ଲଙ୍ଗ୍‌ ଲେୟାର୍ଡ଼ ଚାନ୍ଦବାଲି ଇୟରିଂ ମଡର୍ନ ଲୁକ୍‌ ଦେଇଥାଏ।
ବ୍ଲାକ୍‌ ଆଉଟ୍‌ଫିଟ୍‌ ସହିତ ସିଲଭର କିମ୍ବା ଅକ୍ସିଡ଼ାଇଜଡ଼୍‌ ଚାନ୍ଦବାଲି ଇୟରିଂର କମ୍ବିନେଶନ୍‌ ବେଶ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ।
ପ୍ଲେନ୍‌ ଡ଼ିଜାଇନର କୁର୍ତ୍ତୀ ସହିତ କେବଳ ଏକ ଲଙ୍ଗ୍‌ ଚାନ୍ଦବାଲି ଇୟରିଂ ଏତେ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିଥାଏ, ଯାହାଦ୍ୱାରା ଅନ୍ୟ କୌଣସି ଜୁଏଲେରୀର ଆବଶ୍ୟକତା ପଡ଼ି ନ ଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri