ବାଥ୍ ରୁମ୍ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ
ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍ ରୁମ୍ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ବୋଲି ପ୍ରିନ୍ସ୍ ଟନ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ…
ମାସ୍କ୍ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା
ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ…
ଉପକାରୀ ପିଆଜ
ପିଆଜର ସଣ୍ଢା ହେଉ କି ପରିପକ୍ୱ ପିଆଜ, ଉଭୟ ଶରୀର ପାଇଁ ଉପକାରୀ। ପିଆଜ ସଣ୍ଢା କୋଲେଷ୍ଟରଲ ସ୍ତର କମାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଥାଏ। ତେଣୁ ଏହା ପାଚନରେ ସହାୟକ ହୁଏ। ଏହାକୁ ଖାଇଲେ ଇମ୍ୟୁନ୍ ପାଓ୍ବାର ବଢିଥାଏ। ଏହା…
ବାସ୍ତୁ ଅନୁଯାୟୀ ଘରର ରଙ୍ଗ
ବାସ୍ତୁଶାସ୍ତ୍ର ଅନୁଯାୟୀ ଦିଗ ଓ ଘର ମାଲିକଙ୍କ ଜନ୍ମତିଥି ଅନୁସାରେ ଘରକୁ ରଙ୍ଗ କରାଯିବା ଉଚିତ। କାରଣ ପ୍ରତ୍ୟେକ ଦିଗ ପାଇଁ ଏକ ରଙ୍ଗ ଥାଏ। ହୋଇପାରେ ଏହା ଘରର ମାଲିକଙ୍କ ସହ ମେଳ ନ ଖାଇପାରେ। ସେଥିପାଇଁ ଘର ମାଲିକଙ୍କୁ…
ଟ୍ରାଭେଲ୍ ଟାଟୁ: ଦେଖାଯାଏ ଫ୍ୟାଶନେବଲ୍, ବଢ଼ାଏ ବୁଲିବାର କ୍ରେଜ୍
ଆଜିକାଲିର ମଡର୍ନ ଦୁନିଆରେ ଟାଟୁ କରିବାକୁ ନେଇ ଯୁବପିଢ଼ିଙ୍କ ଭିତରେ ବେଶ୍ କ୍ରେଜ୍ ରହୁଥିବା ଦେଖିବାକୁ ମିଳୁଛି। ଖାସ୍ କରି ଟ୍ରାଭେଲ୍ ଟାଟୁର ଡିମାଣ୍ଡ ଏବେ କାହିଁରେ କେତେ। ଏହି ଟାଟୁ କେବଳ ଫ୍ୟାଶନେବଲ୍ ଦେଖାଯାଏ ତାହା ନୁହେଁ, ବେଳେବେଳେ ଏହା…
କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !
ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ ଦୂରେଇ ରହିବା, ଭିଡ଼ରେ ସାମିଲ ନ ହେବା, କରମର୍ଦ୍ଦନ ନ କରିବା, ଆଲିଙ୍ଗନ ନ…
କରୋନା ସଂକ୍ରମଣ ସମୟରେ ଶାରୀରିକ ସମ୍ପର୍କ କେତେ ସୁରକ୍ଷିତ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କେହିକେହି ଏହା ମଶାଦ୍ୱାରା ବ୍ୟାପୁଥିବା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଅପରପକ୍ଷରେ…
ଏହି ୪ ଭୁଲ୍ ରକ୍ତ ଶର୍କରାକୁ ବଢ଼ାଇ ଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ
ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ…
ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ଉପକାରୀ କିଓ୍ବି: ଏସବୁ ସମସ୍ୟା କରେଦୂର
ପାହାଡ଼ିଆ ଅଞ୍ଚଳରେ ଏପରି କିଛି ଫଳ ରହିଛି ଯାହା ଅଧିକ ଲୋକପ୍ରିୟ ହୋଇ ନ ଥିଲେ ମଧ୍ୟ ଏହାକୁ ଥରେ ଖାଇଲେ ତାହା ସ୍ବାଦ ଭୁଲିହୋଇ ନ ଥାଏ। ଏପରି ଏକ ଫଳ ହେଉଛି କିୱି ଯାହା ଅଧିକ ସ୍ବାଦିଷ୍ଟ। ଏହାର…
ହୃଦ୍ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ
ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ ଚିନ୍ତା ଏବଂ ଦୁଃଖ ଦୂର କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ବିଶେଷଜ୍ଞମାନେ…
ସ୍ବାସ୍ଥ୍ୟ ଉପକାରୀ ସପେଟା: ଜିମ୍ ଯାଉଥିଲେ ନିଶ୍ଚୟ ଖାଆନ୍ତୁ
ବର୍ତ୍ତମାନର ଯୁବପିଢ଼ି ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ଯାଉଛନ୍ତି। ତେବେ ଜିମ୍ ଯାଉଥିବା ସମୟରେ ଖାଦ୍ୟପେୟଜନିତ ଅନେକ କଟକଣା କରାଯାଇଥାଏ। ଏହି ସମୟରେ ଅନେକ ଜିନିଷ ଖାଇବା ମନା ହୋଇଥିବା ବେଳେ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ପାଇଁ ସପେଟା ଖାଇବା…
ବିମାନ ଯାତ୍ରା ସମୟରେ ଏସବୁ ଖାଦ୍ୟପଦାର୍ଥ ପ୍ରତି ରହିଛି ପ୍ରତିବନ୍ଧକ
ସାଧାରଣତଃ ଲୋକେ ବସ୍, ଟ୍ରେନ୍ କିମ୍ବା ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ କିଛି ଖାଦ୍ୟପଦାର୍ଥ ନେଇଥାନ୍ତି। କାରଣ ଯାତ୍ରା ଯେପରି ବୋରିଂ ନ ହେବ। ମାତ୍ର ବିମାନରେ ଯାତ୍ରା କରିବା ସମୟରେ କିଛି ଖାଦ୍ୟ ପଦାର୍ଥ ସାଙ୍ଗରେ ନେବା ପାଇଁ…
Archives


