ଏୟାର ଫ୍ରେସନରର ବହୁଳ ବ୍ୟବହାର କ୍ଷତିକାରକ
ଘର ଭିତର ଭାଗର ପରିବେଶକୁ ସୁଗନ୍ଧମୟ କରିବାକୁ ଆଜିକାଲି ବିଭିନ୍ନ ପ୍ରକାରର ଏୟାର ଫ୍ରେସନର ବଜାରରେ ଉପଲବ୍ଧ। କିନ୍ତୁ ଏହାର ବହୁଳ ବ୍ୟବହାର ବାୟୁମଣ୍ଡଳ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ ସିଡ୍ନୀର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।…
ଅଣ୍ଟା ବିନ୍ଧୁଥିଲେ…
ଅଣ୍ଟା ବିନ୍ଧୁଥିଲେ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। କାରଣ ପ୍ରାରମ୍ଭରୁ ଏହାର ଉପଚାର ନ କରିଲେ ପରବର୍ତ୍ତୀ ସମୟରେ ତାହା ଗମ୍ଭୀର ସମସ୍ୟା ଭାବରେ ଉଭା ହୋଇଥାଏ। ଅଣ୍ଟାଜନିତ ସମସ୍ୟା ଥିଲେ ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହନ୍ତୁ…
ସ୍ବାସ୍ଥ୍ୟୋପକାରୀ ଆମ୍ବ
ଆମ୍ବରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କଞ୍ଚା ଆମ୍ବ ଚଣଟି ଅଜୀର୍ଣ୍ଣ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଆମ୍ବ ଖାଇଲେ ତାହା କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ। କ୍ୟାନ୍ସର ସହ ଲଢ଼ିବାର ଶକ୍ତି ଆମ୍ବର ରହିଛି ବୋଲି ୟୁନିଭର୍ସିଟି…
ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା
ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି। ମେଦବହୁଳ ରୋଗୀଙ୍କ ସ୍ବାସ୍ଥ୍ୟଗତ ଆଚରଣକୁ କରୋନା କିଭଳି ପ୍ରଭାବିତ କରିଛି ସେନେଇ ଗବେଷକମାନଙ୍କ…
ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧି କରେ ଶୁଖିଲା ନଡିଆ
ଶୁଖିଲା ନଡ଼ିଆ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବହୁତ ଉପକାରୀ। ଏଥିରେ କୋଲେଷ୍ଟ୍ରଲ୍ ବା ଟ୍ରାନ୍ସ ଫ୍ୟାଟ୍ ଆଦୌ ନାହିଁ। ଏଥିରେ ସେଲେନିୟମ୍, କପର୍ ଓ ଡ଼ାଏଟ୍ରି ଫାଇବର୍ ଭରପୂର ମାତ୍ରାରେ ଅଛି। ଏହି କାରଣରୁ ଶୁଖିଲା ନଡ଼ିଆ ବହୁତ ଉପକାରୀ ହୋଇଥାଏ।…
ଦିନକୁ ୨ଟି ଆସ୍ପ୍ରିନ୍ କ୍ୟାନସରରୁ ରଖେ ଦୂରେଇ !
ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶରୀରରେ ଯନ୍ତ୍ରଣା, ଜଳାପୋଡ଼ା ଅବା ଜ୍ୱରରୁ ମୁକ୍ତି ପାଇଁ ପ୍ରାୟତଃ…
ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ
ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍ ସ୍ବାଦ ବାରିବା ଓ ଘ୍ରାଣଶକ୍ତି କମିଯିବା। କ୍ଲିନିିକାଲ ମ୍ୟାନେଜ୍ମେଣ୍ଟ ପ୍ରୋଟୋକଲ: କୋଭିଡ୍-୧୯ ଦସ୍ତାବିଜ୍ରେ ୯ଟି ଲକ୍ଷଣ ଥିଲାବେଳେ ସେଥିରେ ଏହି…
ମଧୁମେହରୁ ମୁକ୍ତି ଦିଏ ମେଥିପାଣି
ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଏହା ଲାଭକାରୀ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହ…
ଏହି ସମୟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ
ଜଳ ହିଁ ଜୀବନ। ଜଳ ବିନା ଜୀବନ କଳ୍ପନା ଅସମ୍ଭବ, ସମସ୍ତଙ୍କୁ ବଞ୍ଚିରହିବାକୁ ହେଲେ ପାଣି ନିହାତି ଜରୁରି। ଏହା ଶରୀରକୁ ସୁସ୍ଥ ରଖିଥାଏ। ଶରୀରେ ୬୦ ପ୍ରତିଶତ ଜଳ ଥାଏ। ତେବେ ଯେତେବେଳେ ଶୋଷ ଲାଗିଥଏ ଆମେ ତୁରନ୍ତ ପାଣି…
ସ୍ବାସ୍ଥ୍ୟ ଉପକାରୀ ଡାଳିମ୍ବ ରସ: ରୋଗ ପ୍ରତିରୋଧକ ଶକ୍ତି କରେ ବୃଦ୍ଧି
ଡାଳିମ୍ବ ପ୍ରାୟ ସବୁ ଋତୁରେ ଉପଲବ୍ଧ । ଏହା ବଜାରରେ ସହଜରେ ମିଳିଯାଇଥାଏ। କେହିକେହି ଏହାର ଜୁସ୍ ପିଇବାକୁ ପସନ୍ଦ କରୁଥିବା ବେଳେ କେହି ଏହାକୁ ଚୋବାଇ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିରେ ଥିବା ଔଷଧୀୟ ଗୁଣ ଶରୀର ସୁସ୍ଥ ରଖିବାରେ…
ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର
ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍ ପାଣି ଅପେକ୍ଷା ମାଟିପାତ୍ର ପାଣି ପିଇବା ଅଧିକ ଲାଭଦାୟକ ତଥା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ଜାଣନ୍ତୁ…
କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ
ପ୍ରତ୍ୟେକ ଋତୁରେ କଦଳୀ ସହଜରେ ମିଳିଥାଏ। ଏହା ସ୍ବାସ୍ଥ୍ୟ ଉପକାରୀ। ଡାକ୍ତର ପ୍ରତିଦିନ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ତେବେ ଏହି କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।…
Archives


