ଘରେ ସୁଖ, ସମୃଦ୍ଧି ଆଣିଥାଏ ଏହି ଗଛ; ଲଗାଇଲେ ଆପଣାଛାଏଁ ଦୂର ହୁଏ ସମସ୍ୟା
ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ...
ତୁଳସୀ ବି ହୋଇପାରେ କ୍ଷତିକାରକ
କରୋନା ସଂକ୍ରମଣ ସମୟରେ ତୁଳସୀ ବ୍ୟବହାର କରିବାକୁ ଆୟୁର୍ବେଦ ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଏହି ତୁଳସୀକୁ ଯଦି ଠିକ୍ ଭାବେ ବ୍ୟବହାର କରା ନ ଯାଏ ତେବେ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ ବୋଲି କୁହାଯାଇଛି। ଆଧ୍ୟାତ୍ମିକ...
ମନ୍ସୁନ୍ ଫ୍ୟାଶନ
ସାଧାରଣତଃ ମହିଳାମାନେ ଫ୍ୟାଶନ ପ୍ରିୟ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ତାକୁ ନେଇ ସେମାନେ ଖୁବ୍ ସଚେତନ। ତେବେ ଆପଣ ଯଦି ଏ ମନ୍ସୁନ୍ରେ ନିଜ ଗେଟ୍ଅପ୍କୁ ନେଇ ଚିନ୍ତିତ ତେବେ ଜାଣି ରଖନ୍ତୁ...
ନମକପାରା
ଆବଶ୍ୟକ ସାମଗ୍ରୀ: ଏକ କପ୍ ମଇଦା, ଏକ ଚାମଚ ଗୁଆ ଘିଅ, ଏକ କପ୍ ଉଷୁମ ପାଣି, ଏକ ଛୋଟ ଚାମଚ ଲେଖାଏ ଜୁଆଣି, ଗରମ ମସଲା, ଲାଲ ଲଙ୍କା, ଚାଟ ମସଲା, ସ୍ବାଦାନୁସାରେ ଲୁଣ, ଛାଣିବା ଲାଗି ତେଲ।...
ବେଦାଗ ଗୋରା ତ୍ୱଚା ପାଇଁ
ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ହେଲେ ଆପଣ ଚାହିଁଲେ କେତୋଟି ସହଜ ଉପାୟ...
ଶିଶୁର ମାଲିସ୍
ମାଲିସ୍ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ ଏହା ଯନ୍ତ୍ରଣା କମାଇବାରେ ସାହାଯ୍ୟ କରି ଶରୀରକୁ ଆରାମ ଦେଇଥାଏ। ତେବେ ଏହି...
ଗାଡ଼ି ଚଲାଉଥିଲେ…
ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ କଥାକୁ ଅଣଦେଖା କରିବା ଦ୍ୱାରା ଅନେକେ ଦୁର୍ଘଟଣାର ଶିକାର ହେଉଥିବାର ନଜିର ବି...
ଭୁଲରେ କରନ୍ତୁ ନାହିଁ ଏସବୁ କାମ, ହୋଇପାରେ ଧନହାନି
ସୁଖଶାନ୍ତିରେ ରହିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ ବୋଲି ସମସ୍ତେ ଚାହିଁଥାନ୍ତି। ଘରକୁ କିପରି ଧନର ଆଗମନ ହେବ, ଘରୁ କିପରି ନକାରାତ୍ମକ ଶକ୍ତି ଦୂରେଇ ଯିବ ଏସବୁ ପାଇଁ ସବୁବେଳେ ଚିନ୍ତିତ...
ନୂଆ ଟାଇଫଏଡ୍ ଟିକା
ନବଜାତ ଶିଶୁକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିବା ପାଇଁ ଜନ୍ମ ପରେ ହିଁ କେତେକ ଟିକା ଦିଆଯାଇଥାଏ। ଏହି ପ୍ରକ୍ରିୟା କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ତନ୍ମଧ୍ୟରୁ ଟାଇଫଏଡ୍ ଟିକା ଅନ୍ୟତମ। ନିକଟରେ ଟାଇଫଏଡ୍ ପାଇଁ ଏକ ନୂଆ...
ଅଧିକ ସମୟ ଭିଡିଓ ଗେମ୍ ଦେଖୁଥିଲେ…
ଭିଡିଓ ଗେମ୍ ଖେଳିବା କେବଳ ଛୋଟ ପିଲା ନୁହନ୍ତି ଯୁବପିଢ଼ି ମଧ୍ୟ ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। ହେଲେ ଅନେକଙ୍କର ଏହା ଏକ ଅଭ୍ୟାସରେ ପଡିଯାଇଥାଏ। ଏହାଦ୍ୱାରା ନିଜର ଅନ୍ୟ କାମ ପ୍ରଭାବିତ ହୋଇଥାଏ। ଅଧିକ...
ସ୍ମରଣ ଶକ୍ତି ବଢ଼ାଏ ଯୋଗ
ସ୍ମରଣ ଶକ୍ତି ବଢ଼ାଇବାର ଏକ ନୂଆ ଉପାୟ ରହିଛି। ପୁଣି ହାତ ପାଆନ୍ତାରେ ଥିବା ଏହି ଉପାୟକୁ ଜଣେ ସହଜରେ ଅନୁସରଣ କରିପାରିବ। ତାହା କ’ଣ ଜାଣନ୍ତି ? ଯୋଗ। ଅର୍ଥାତ୍, ଯଦି ଜଣେ ବ୍ୟକ୍ତି ନିୟମିତ କିଛି ସମୟ...
ପୁରୁଷ ବନ୍ଧ୍ୟାତ୍ୱ
ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ ଅନେକ ଦମ୍ପତି ମାନସିକ ଅଶାନ୍ତି ଭୋଗ କରନ୍ତି। ସମସ୍ତ ସୁଖ ସୁବିଧା ଥାଇ...
Archives


