କାର୍ଯ୍ୟଦକ୍ଷତା ଓ ମାନସିକ ରୋଗ
ମାନସିକ ରୋଗ ଜଣେ ବ୍ୟକ୍ତିର କାର୍ଯ୍ୟଧାରାକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। କାରଣ ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ପ୍ରଭାବିତ ହୋଇଥାଏ। ସେ ଅଧିକାଂଶ ସମୟରେ ନକାରାତ୍ମକ ମାନସିକତା ମଧ୍ୟରେ ରହିଥାଆନ୍ତି। ଏପରି ମତବ୍ୟକ୍ତ କରିଛନ୍ତି କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ‘କାର୍ଯ୍ୟଦକ୍ଷତା…
ବ୍ୟାୟାମ କରିବା ପୂର୍ବରୁ…
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିୟମିତ ବ୍ୟାୟାମ କରିବା ଦରକାର। ହେଲେ କେତେକେ ଏହାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରି ନ ଥାନ୍ତି । ଏବେ ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେବା ସହ ବ୍ୟାୟାମ, ଯୋଗ, ପ୍ରାଣାୟାମ…
କୋଭିଡ୍-୧୯ ଟିକାର ସଫଳତା
”ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍ ବ୍ୟବସ୍ଥା କୁହାଯାଏ। ଏହି ବ୍ୟବସ୍ଥା ବିଶ୍ୱର କୌଣସି ଦେଶରେ ଉପଲବ୍ଧ ନୁହେଁ। ତେଣୁ ଟିକାର…
ରୋଗପ୍ରତିରୋଧକ ଶକ୍ତି
ବିଶ୍ୱର ବିଭିନ୍ନ ଦେଶ ସମୂହ ସହ ତାଳ ଦେଇ ଆଧୁନିକ ଚିକିତ୍ସା ବିଜ୍ଞାନ ପଦ୍ଧତିକୁ ଗ୍ରହଣ କରିଥିଲେ ସୁଦ୍ଧା ହଜାର ହଜାର ବର୍ଷ ପୂର୍ବରୁ ଆମ ଭାରତ ବର୍ଷରେ ବିଜ୍ଞ ଆୟୁର୍ବେଦ ବିଶାରଦ ଚରକ, ସୁସୃତ, ବାଗଭଟ୍ଟ, ବରାହମିହିର ଆଦି ବିଭିନ୍ନ…
ଏହି ରୋଗ ଆଶଙ୍କା ଦୂର କରେ ସାଇକେଲ ଚାଳନା
ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରତିଦିନ କିଛି ବାଟ ସାଇକେଲ ଚଳାଇଲେ ହୃଦ୍ଘାତ ଆଶଙ୍କା ଦୂର ହୋଇଥାଏ।…
ନୂଆ ନୂଆ ଜବ୍
ବେଶ୍ କିଛି ମାସ ଧରି କରୋନା ଲାଗି ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଲାଗି ରହିଛି ଅନେକ ସମସ୍ୟା। କେଉଁଠି କର୍ମଚାରୀଙ୍କ ଛଟେଇ ହେଉଛି ତ ଆଉ କେଉଁଠି ଆର୍ଥିକ ପରିସ୍ଥିତିକୁ ନେଇ ହେଉଛି ଦରମା କାଟ। ଆଉ ଏ ସମୟରେ ନୂଆ କର୍ମଚାରୀଙ୍କ…
ଜନ୍ମରୁ ଥାଏ ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ, ଯାହାକୁ କେହି କେବେ ଶିଖାଇ ନଥାଏ
ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ ତାଙ୍କ ପାଖେ ବିଦ୍ୟମାନ। ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କିଛି ମଣିଷ ଏହାକୁ ସଠିକ୍…
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ…
ବର୍ତ୍ତମାନ ପ୍ରାୟ ଅଧିକାଂଶ ପାଣି ପିଇବା ଲାଗି ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ, ଏହା ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ସେ ଦିଗରେ ସମସ୍ତେ ଅବଗତ ନାହାନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା…
ଖାଇବା ପୂର୍ବରୁ ଭାବନ୍ତୁ
ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ ଏମିତି ସବୁ ଖାଦ୍ୟ ରହିଛି ଯାହାକୁ ଏକ ସମୟରେ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ…
ଶାନ୍ତି ଓ ସମୃଦ୍ଧି ଆଣେ ମୟୁର ପର
ମୟୁର ପରରେ ଘର ସଜେଇବାକୁ ଅନେକ ପସନ୍ଦ କରନ୍ତି। ତେବେ ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବାସ୍ତୁ ଅନୁଯାୟୀ ଏଥିରେ ଘର ସଜାଇଲେ ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ… ନକାରାମତ୍କ ଶକ୍ତିରୁ ରକ୍ଷା କରେ : କାର୍ତ୍ତିକେଶ୍ୱରଙ୍କର ବାହନ ହେଉଛି…
ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ କାହିଁକି ଲାଭଦାୟକ ଜାଣନ୍ତୁ
ଆମେରିକାସ୍ଥିତ ମାସାଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍ ରହିଛି, ଯାହା ବ୍ଲଡ୍ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍ଘାତ ଏବଂ କିଡ୍ନୀଜନିତ…
ଏହିସବୁ ସାମାନ୍ୟ ଅଭ୍ୟାସ କରିଦିଏ ଦରିଦ୍ର
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ…
Archives


