ଜୀବନଚର୍ଯ୍ୟା

ଦଲିଆ କେକ୍‌

ଆବଶ୍ୟକ ସାମଗ୍ରୀ- ଦଲିଆ- ୩,୪ କପ୍‌, ସୁଜି- ୧/୪ କପ୍‌, ପରିବା(ଗାଜର, ବିନ୍ସ, ମଟର)- ୧ କପ୍‌, ଅଦା ପେଷ୍ଟ ୧ ଚାମଚ, କଞ୍ଚାଲଙ୍କା ୧ଟି (ଛୋଟ କଟା), ଲଙ୍କାଗୁଣ୍ଡ- ୧ ଚାମଚ, ୧/୩ ହଳଦୀ ଗୁଣ୍ଡ, ଦହି- ୩/୪ କପ୍‌,…

ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ ଜାଣିରଖନ୍ତୁ… ପିଲାଙ୍କୁ କୌଣସି ସମୟରେ ବି ନ ରାଗିବା ପାଇଁ ବୁଝାନ୍ତୁ। ରାଗିବା ଫଳରେ…

ଘରକରଣା

ରୋଷେଇ ଘରର ସିଙ୍କ ଜାମ୍‌ ହୋଇଥିଲେ ଏକ ବଡ଼ ଚାମଚ ବେକିଂ ସୋଢା, ଏକ ଚାମଚ ଭିନେଗାର, ଏକ ଚାମଚ ବ୍ଲିଚିଂ ମିଶାଇ ପକାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ପାଇପ୍‌ରେ ଥିବା ମଇଳା ଚାଲିଯିବ। ବହୁଦିନ ଧରି ଘର ବନ୍ଦ…

ଶୀତ ଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଅତ୍ୟଧିକ ଶୁଷ୍କ ହୋଇ ଫାଟିବା ଭଳି ସମସ୍ୟା ଦେଖାଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନ ନେଲେ ତ୍ୱଚା ଫାଟି ବେଳେବେଳେ ରକ୍ତ ବୋହିବା ଭଳି ସମସ୍ୟା ବି ଦେଖିବାକୁ ମିଳିଥାଏ। ଶୀତଦିନେ ଶୁଷ୍କ ତ୍ୱଚାର କିଭଳି ଯତ୍ନ…

ସାଥୀଙ୍କଠାରୁ ଦୂରରେ ଥିଲେ କରନ୍ତୁ ଏପରି, କେବେ ତୁଟିବନି ବନ୍ଧନ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ ଦୂରରେ, ସେ ମଧ୍ୟ ହୃଦୟଠାରୁ ଦୂରରେ। ମାତ୍ର ଏମିତି ଭ୍ରାନ୍ତ ଧାରଣା ଦୂର କରିବା…

ଶୀତଦିନେ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ୫ ଜିନିଷ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ୍‌ ନେବାକୁ ପଡ଼ିଥାଏ। ତେବେ ଶୀତଦିନେ ଏପରି କିଛି…

‘ଜାତୀୟ ଗଣିତ ଦିବସ’

ପ୍ରତି ବର୍ଷ ଡିସେମ୍ବର ୨୨ ତାରିଖକୁ ‘ଜାତୀୟ ଗଣିତ ଦିବସ’ ଭାବରେ ପାଳନ କରାଯାଇଥାଏ। ସେ ସମ୍ପର୍କରେ ଉପସ୍ଥାପନା… ବିଶିଷ୍ଟ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ (ଡିସେମ୍ବର ୨୨)କୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ବିଶିଷ୍ଟ ବ୍ୟକ୍ତି…

ସହଜରେ ଚିହ୍ନଟ କରିହେବ ଫୁସ୍‌ଫୁସ୍‌ କ୍ୟାନ୍‌ସର

କଥାରେ ଅଛି-‘କ୍ୟାନ୍‌ସର ନୋ ଆନସର’। ହେଲେ ଆଜିକାଲି ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ନୂଆ ଚିକିତ୍ସା ପ୍ରଣାଳୀ ଅନୁସରଣ କରାଯାଉଛି। କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରି ତାହାକୁ ଆରୋଗ୍ୟ କରାଯାଇପାରୁଛି। ନିକଟରେ ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ…

ଅଣ୍ଟା ବିନ୍ଧୁଥିଲେ…

ଆଜିକାଲି ଅଣ୍ଟାବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏହାର ଲକ୍ଷଣ ଜଣାପଡିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ତାଙ୍କର ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ଭୁଲନ୍ତୁ ନାହିଁ। ହେଲେ ଏଥିରୁ…

ଡାଇବେଟିସ୍‌ ରୋଗୀ ଓ ଖାଦ୍ୟପେୟ

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି। ଏପରି କି ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି ଅଭିହିତ କରାଯାଏ। ଡାଇବେଟିସ ରୋଗୀ କେତେକ ବିଷୟ ପ୍ରତି ନଜର ଦେବାକୁ ପଡିଥାଏ। ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ…

ଅଜଣା ଫାଇଲେରିଆ ମହାମାରୀ

ଫାଇଲେରିଆ ରୋଗ ଗୋଟିଏ ଅଜଣା ମହାମାରୀ ରୂପ ଧାରଣ କଲାଣି । ଦେଶର ୬୫୦ ନିୟୁତ ବ୍ୟକ୍ତି ଏଥିରେ ଆକ୍ରାନ୍ତ । ୨୫୦ ଜିଲାରେ ପରିବ୍ୟାପ୍ତ ୨୦ଟି ରାଜ୍ୟ ସଂକ୍ରମିତ । ୨୦୨୦ ସୁଦ୍ଧା ଏହି ରୋଗ ଭାରତରୁ ମୂଳପୋଛ କରିବା…

ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି କରେ ଆଙ୍ଗୁଠି ଫୁଟାଇବା…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri