ଛାତିରୁ ଜାଣନ୍ତୁ ପୁରୁଷଙ୍କ ସ୍ବଭାବ
ପୁରୁଷଙ୍କ ଛାତି ସେମାନଙ୍କ ଶରୀରର ଆକାର ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। କାହାର ଛାତି ଚଉଡ଼ା ହୋଇଥିବା ବେଳେ ଆଉ କାହାର ଶକ୍ତିଶାଳୀ। ସେହିପରି କାହା ଛାତିରେ କେଶ ନ ଥିବା ବେଳେ ଆଉ କାହାର କେଶ ଭର୍ତ୍ତି ହୋଇ ରହିଥାଏ।…
ଆପଣଙ୍କ ହାତରେ ଅଛି କି ଏମିତି ରେଖା, ଭାଙ୍ଗିଦେବ ବୈବାହିକ ଜୀବନ
ଜୀବନ ସହିତ ଜଡ଼ିିତ ସମସ୍ତ କଥାକୁ ହାତର ରେଖା ଦ୍ୱାରା ପୂର୍ବାନୁମାନ କରାଯାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଲେଖାଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ହାତର ରେଖା ମଧ୍ୟ ବୈବାହିକ ଜୀବନ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ସୂଚାଇଥାଏ। ତେବେ ଏହାକୁ ଜାଣି ସମସ୍ୟାର ସମାଧାନ କରାଯାଇ ପାରିବ।…
ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସମସ୍ତେ କ୍ୱାରାଣ୍ଟାଇନ୍ରେ ରହିଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)…
ହାଇଟେକ୍ ଡିଭାଇସ୍
ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ କଥା ଉଦ୍ଭାବିତ ହେଉଛି। ଫଳରେ ଅନେକ ରୋଗର ଚିକିତ୍ସା ପ୍ରଣାଳୀ ସରଳ ହେବାରେ ଲାଗିଛି। ତେବେ ରୋଗ ନିରୂପଣ ପାଇଁ ଆଉ ଏକ ସରଳ ଉପାୟ ଖୋଜି ପାଇବାରେ ସକ୍ଷମ…
ସ୍ବାସ୍ଥ୍ୟୋପକାରୀ ସେଓ ଚୋପା
ସେଓ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ସହ ସେଓ ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ଚୋପା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। ଏପରି ସମସ୍ୟା ସହ ଜଡିତ ରୋଗୀ…
ଅଧିକ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିଲେ
ଏବେ ତ ହାଇଟେକ୍ ଯୁଗ। ଇଲେକଟ୍ରୋନିକ୍ ଜିନିଷର ବ୍ୟବହାର ବର୍ତ୍ତମାନ ବହୁଳ ଭାବରେ କରାଯାଉଛି। ତା’ ସହ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି ସ୍ମାର୍ଟ ଫୋନ୍। କେବଳ କଥାବାର୍ତ୍ତା ହେବା ନୁହେଁ, ଇଣ୍ଟରନେଟ ବ୍ୟବହାର, ଅନଲାଇନ୍ ବ୍ୟାଙ୍କିଙ୍ଗ ପରି ଅନେକ…
ବାତ ମାରିବା ସମୟରେ…
ଅପସ୍ମାର ଏକ ବାତ। ଏହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ। ବାତ ମାରିଲେ ରୋଗୀ ଦୁଲ୍କରି ପଡ଼ିଯାଇପାରେ। ତା’ର ଦେହ ଓ ମୁଣ୍ଡ ନିକଟରେ ରହିଥିବା କୌଣସି କଠିନ ପଦାର୍ଥରେ…
ଏପିଲେପ୍ସୀ ବୃତ୍ତାନ୍ତ
ଅପସ୍ମାର ବା ଏପିଲେପ୍ସୀ ଏକ ପ୍ରକାର ମସ୍ତିଷ୍କ ରୋଗ। ଏହାକୁ ‘ମୃଗୀରୋଗ’ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ସାଧାରଣତଃ ବାରମ୍ବାର ହଠାତ ବାତ ମାରିଥାଏ। ରୋଗୀଠାରେ ମାଂସପେଶୀଗୁଡ଼ିକର ଘନଘନ ଆକସ୍ମିକ ସଙ୍କୋଚନ ହେବା ସଙ୍ଗେ ସଙ୍ଗେ ସେ…
ରକ୍ତ ଶର୍କରା କମ୍ କରେ ପିଜୁଳି ପତ୍ର କାଢା
ପିଜୁଳି ଏକ ସ୍ୱାଦିଷ୍ଟ ଫଳ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ । ବିଶେଷ କରି ଯେଉଁମାନଙ୍କର ଡାଇବେଟିସ ବା ମଧୁମେହ ରହିଛି ସେମାନଙ୍କୁ ପିଜୁଳି ଖାଇବାକୁ ଡାକ୍ତର କହିଥାଆନ୍ତି । ତେବେ ଏହି ଫଳ ଯେତିକି ଲାଭକାରୀ…
ସ୍ବାମୀଙ୍କ ମଧ୍ୟରେ ଏହି ଗୁଣ ଦେଖି ବଢ଼େ ମହିଳାଙ୍କ ଉତ୍ସାହ
ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ହତୋପଦେଶ ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କ ଶ୍ଳୋକରେ କହିଛନ୍ତି ଯେ, ବ୍ରାହ୍ମଣଙ୍କ ପାଇଁ ଖାଦ୍ୟ ନିମନ୍ତ୍ରଣ ଏକ…
ଡାଇବେଟିସ୍ ସମସ୍ୟାର ଆୟୁର୍ବେଦ ଚିକିତ୍ସା…
ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅସୁବିଧା ଯୋଗୁ କେତେକଙ୍କଠାରେ ଡାଇବେଟିସ୍ ସମସ୍ୟା ଦେଖାଦେଇଥାଏ। ଶରୀରରେ ରକ୍ତ ଶର୍କରା ମାତ୍ରା ଖାଲିପେଟରେ ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ ରହିଲେ ଡାଇବେଟିସ୍…
ବିନା କଏଲ୍ରେ ଦୂର ହେବ ମଶା
ସନ୍ଧ୍ୟା ହେବା ପରେ ଅନେକଙ୍କ ଘରେ ମଶାଙ୍କ ସମସ୍ୟା ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ମଶା ଦୂରକରିବା ପାଇଁ ବଜାରରେ ମିଳୁଥିବା ଲିକ୍ୟୁଡି, କଏଲ୍ ତଥା ଧୂପ ଆଦିର ବ୍ୟବହାର କରିଥାନ୍ତି । ଏହା କିଛି ସମୟ ପାଇଁ ଘରୁ ମଶା…
Archives


