ଆପଣଙ୍କ ହାତରେ ଅଛି କି ଏମିତି ରେଖା, ଭାଙ୍ଗିଦେବ ବୈବାହିକ ଜୀବନ

ଜୀବନ ସହିତ ଜଡ଼ିିତ ସମସ୍ତ କଥାକୁ ହାତର ରେଖା ଦ୍ୱାରା ପୂର୍ବାନୁମାନ କରାଯାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଲେଖାଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ହାତର ରେଖା ମଧ୍ୟ ବୈବାହିକ ଜୀବନ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ସୂଚାଇଥାଏ। ତେବେ ଏହାକୁ ଜାଣି ସମସ୍ୟାର ସମାଧାନ କରାଯାଇ ପାରିବ।
ହାତରେଖାର ପରିବର୍ତ୍ତନ ମଧ୍ୟ ବ୍ୟକ୍ତିର ଚିନ୍ତାଧାରାକୁ ପରିବର୍ତ୍ତନ କରି ଦେଇଥାଏ। ଏହି ପରିବର୍ତ୍ତନକୁ ଦେଖି ଜଣେ ସତର୍କ ହୋଇଯିବା ଭଲ।

ଜଣେ ବ୍ୟକ୍ତିଙ୍କ ହାତର ବିବାହରେଖା ବୈବାହିକ ଜୀବନ ବିଷୟରେ ସୂଚାଇଥାଏ। ବିବାହରେଖା ବ୍ୟକ୍ତିର ହାତର ଛୋଟ ଆଙ୍ଗୁଠିର ନିମ୍ନ ଭାଗରେ ଥାଏ।

ଯଦି ବିବାହରେଖା ଉପର ଆଡକୁ ଯାଏ କିମ୍ବା ଅନ୍ୟ ରେଖା ସହ ମିଶ୍ରିତ ହୁଏ, ତେବେ ସମ୍ପର୍କ ମଧ୍ୟରେ ଅନେକ ସମୟରେ ସମସ୍ୟା ଦେଖାଯାଏ। ଏହି କାରଣରୁ ସମ୍ପର୍କ ତିକ୍ତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ପରେ ମହିଳାଙ୍କୁ ଖୁଆନ୍ତୁ ଏହି ୫ଟି ଜିନିଷ : ମା’ ପିଲା ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁଙ୍କୁ ସୁସ୍ଥ ରହିବା ଜରୁରୀ। ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆପଣ କ’ଣ...

ସ୍ବପ୍ନକୁ ନେଇ ସାତକଥା

ସ୍ବପ୍ନ ସମସ୍ତେ ଦେଖନ୍ତି, ମଣିଷ ଠାରୁ ଜୀବଜନ୍ତୁ ଯାଏ। ହେଲେ ସ୍ବପ୍ନକୁ ନେଇ ଏମିତି କିଛି କଥା ଅଛି ; ଯାହା ଅନେକେ ହୁଏତ ଜାଣି...

ସୁନ୍ଦର କେଶ ପାଇଁ ଘରୋଇ ଉପାୟ

କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ...

ସ୍ମରଣ ଶକ୍ତି କମାଏ ଗ୍ଲୁକୋଜ୍‌ ପରିମାଣ

ସାଧାରଣତଃ ଶରୀରରେ ଗ୍ଲୁକୋଜ୍‌ର ପରିମାଣ ୭.୮ମିଲିମୋଲ୍‌ ରହିଲେ, ତାହାକୁ ଗ୍ଲୁୂକୋଜର ସାଧାରଣ ସ୍ତର ବୋଲି ଗଣନା କରାଯାଇଥାଏ। ହେଲେ, ଏହାର ପରିମାଣ ସର୍ବାଧିକ ୧୧.୧ମିଲିମୋଲ୍‌ ହୋଇଗଲେ...

ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ...

କେବେ ବି ଧନୀ ହୋଇପାରିବେ ନାହିଁ ଏହି ୬ ପ୍ରକାର ଗୁଣ ଥିବା ବ୍ୟକ୍ତି, ଆପଣ ସେପରି ନୁହନ୍ତି ତ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଗ୍ରନ୍ଥରେ ମନୁଷ୍ୟଙ୍କ ପାଇଁ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାକୁ ଅନୁସରଣ କଲେ ମନୁଷ୍ୟ ଜୀବନ ସୁଖମୟ ହୋଇଥାଏ। ଚାଣକ୍ୟ...

ପିଆଜ, ରସୁଣ ଖାଲି ପାଟି ସୁଆଦିଆ ନୁହେଁ, ଏହି ପ୍ରାଣଘାତୀ ରୋଗ ଆଶଙ୍କା ବି କରିଥାଏ ଦୂର

ଖାଦ୍ୟରେ ପିଆଜ ରସୁଣ ନ ପଡ଼ିଲେ ସ୍ବାଦ ଯେମିତି ଅଧୁରା ରହିଯାଏ। ଏହା ଖାଲି ପାଟି ସୁଆଦିଆ କରେ ନାହିଁ, ଏଥିରେ ଅନେକ ଔଷଧୀୟ ଗୁଣ...

Advertisement
Archives

Model This Week