ଶିମରି ଟ୍ରେଣ୍ଡ୍
ପାର୍ଟିକୁ ଗଲାବେଳେ ସାଧାରଣତଃ କେଉଁଭଳି ଡ୍ରେସ୍ ପିନ୍ଧିବେ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ପଡିଥାନ୍ତି। ତେବେ ନାଇଟ୍ ପାର୍ଟି ଯାଉଥିଲେ ଆପଣ ଶିମରି ଡ୍ରେସ୍କୁ ଆପଣାଇ ପାରିବେ। ଆଜିକାଲିର ଫ୍ୟାଶନ ଟ୍ରେଣ୍ଡରେ ବିଭିନ୍ନ ପ୍ରକାରର ଶିମରି ଡ୍ରେସ୍ ଆଉ ଶାଢି ପିନ୍ଧିପାରିବେ। ଶିମରି…
ଭାବନାତ୍ମକ ବିକାଶ ଜରୁରୀ
ପିଲାଙ୍କୁ ଇଣ୍ଟେଲିଜେଣ୍ଟ କରିବା ପାଇଁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଭାବନାତ୍ମକ ମୂଲ୍ୟବୋଧ ରହିବା ବି ଜରୁରୀ। ତେଣୁ ଏସବୁ ଦୃଷ୍ଟିରୁ ସେମାନଙ୍କୁ ଛୋଟବେଳୁ ବିଭିନ୍ନ ବିଷୟରେ ଶିକ୍ଷା ଦିଅନ୍ତୁ… ଘରେ ବିଭିନ୍ନ ଗୃହପାଳିତ ପଶୁ…
ଘରେ କରନ୍ତୁ ପ୍ରାକୃତିକ ରଙ୍ଗ
ରାସାୟନିକ ରଙ୍ଗରେ ହୋଲି ଖେଳିରେ ତାହା ତ୍ୱଚାର ବହୁ କ୍ଷତି କରିଥାଏ। ତେଣୁ ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ଆଉ ଏଥିପାଇଁ ନିଜେ ଘରେ ତିଆରି କରନ୍ତୁ ପ୍ରାକୃତିକ ରଙ୍ଗ। ହଳଦିଆ-ପ୍ରାକୃତିକଭାବେ ହଳଦିଆ ରଙ୍ଗ ତିଆରି କରିବା ପାଇଁ ଏକ ଭାଗ…
କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଅମୃତଭଣ୍ଡା
ଅମୃତଭଣ୍ଡା ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କହିବା ବାହୁଲ୍ୟ। ଏଥିରେ ଏପରି ତତ୍ତ୍ୱ ରହିଛି ଯାହା ଶରୀର ଭିତରେ କୋଲେଷ୍ଟରଲକୁ ସନ୍ତୁଳିତ ରଖିଥାଏ। କେବଳ ସେତିିକି ନୁହେଁ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ବେଶ୍ ସହାୟକ ହୋଇଥାଏ।…
କିଡ୍ନୀ ସମସ୍ୟା
କିଡ୍ନୀ ସମସ୍ୟାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଜରୁରୀ। କାରଣ ବେଳେବେଳେ କେତେଜଣ ଏହାର ଲକ୍ଷଣ ବିଷୟରେ ଅବଗତ ନ ଥାନ୍ତି। ଯେତେବେଳେ ସମସ୍ୟା ଗୁରୁତର ହୁଏ ସେତେବେଳେ ସେମାନେ ଡାକ୍ତରଙ୍କର ପରାମର୍ଶ ନେଇଥାଆନ୍ତି। ହେଲେ ଏହି ସମୟରେ…
ଖରାଦିନେ ପିଅନ୍ତୁ ଏପରି ଜୁସ୍ : ମିଳିବ ଅନେକ…
ଖରାଦିନେ ଗରମ ହେବା ସହିତ ସ୍ବାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଏହା ଉପରେ ପ୍ରଥମରୁ ଧ୍ୟାନଦେବା ଉଚିତ। ଖରାଦିନେ ଆମକୁ ଥଣ୍ଡା ପାନୀୟ ଅଧିକ ପସନ୍ଦ ହୋଇଥାଏ। ଫଳରେ ଆମେ ବଜାରରେ ମିଳୁଥିବା କେମିକାଲ ଜାତୀୟ ପାନୀୟ ପିଇଥାଉ, ଯାହାକି…
ହୃଦ୍ଘାତ ଜାଣିବାର ନୂଆ ଉପାୟ
ହୃଦ୍ଘାତ (ହାର୍ଟ ଆଟାକ) ଜାଣିବାର ଏକ ନୂଆ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ହୃଦ୍ରୋଗ ବିଶେଷଜ୍ଞମାନେ। ଏ ସମ୍ପର୍କିତ ଏକ ଗବେଷଣାରୁ ସେମାନେ ଜାଣିପାରିଛନ୍ତି ଯେ, ଏହାର ବଂଶାନୁଗତ ସମ୍ପର୍କ ରହିଛି। ଅର୍ଥାତ୍, ଯଦି ପରିବାରର…
ଜଳସୁରକ୍ଷା ଓ ସୁସ୍ଥ ଜୀବନ
ପ୍ରକୃତି ଓ ପରିବେଶକୁ ସୁରକ୍ଷା ନିମନ୍ତେ ‘ଜଳ’ ହିଁ ମୁଖ୍ୟ ଉପାଦାନ lଜଳ ବିନା ଉଦ୍ଭିଦ ଓ ପ୍ରାଣୀ ଜଗତ ତଥା ମନୁଷ୍ୟ ସଭ୍ୟତା ପୃଥିବୀ ପୃଷ୍ଠରେ ତିଷ୍ଠିରହିବା ଅସମ୍ଭବ । ସାଧାରଣତଃ ଆମେ ପ୍ରାକୃତିକ ଉପାୟରେ ବୃଷ୍ଟିପାତ ହେତୁ ଏବଂ…
ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ
ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’। ଏହି ଦିବସ ପାଳନ…
ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା
ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ ସୂର୍ଯ୍ୟକିରଣ ସିଧା ଆଖିରେ ପଡିଥାଏ। ଏଣୁ ଆଖିରୁ ପାଣି ମଧ୍ୟ ଶୁଖିବାରେ ଲାଗିଥାଏ। କେବଳ…
ଗରମ ଚା’ ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ
ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର୍ ଆଶଙ୍କା ଦେଖାଦେଇଥାଏ। ଗବେଷଣା ମୁତାବକ, ଯେଉଁ ଲୋକମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାର ଚା’ ପିଇଥାନ୍ତି, ସେମାନଙ୍କ ମଧ୍ୟରେ ଏହି କ୍ୟାନସର୍ ଆଶଙ୍କା ଦ୍ୱିଗୁଣା ବୃଦ୍ଧି ପାଇଥାଏ।…
ଭୋଜନକୁ ନେଇ କିଛି ନିୟମ: ଜାଣି ରଖନ୍ତୁ…
ଭୋଜନ କରିବା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳେ। କିନ୍ତୁ ବେଳେବେଳେ ଭୋଜନ କରିବା ସମୟରେ ଆମେ ଜାଣତରେ ହେଉ ଅବା ଅଜାଣତରେ ଏଭଳି କିଛି କାର୍ଯ୍ୟ କରିଥାଉ; ଯଦ୍ଦ୍ବାରା ଅନ୍ନର ଅପମାନ ହୋଇଥାଏ। ଆସନ୍ତୁ ଜାଣିବା…
Archives


