କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ…
କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏକ ସରଳ ଉପାୟର ଉପଯୋଗ କରିପାରନ୍ତି। ଏହା ମଧ୍ୟ ଆପଣଙ୍କ ହାତପାହାନ୍ତାରେ ରହିଛି ଏବଂ ତାହା ସହିତ ଆମେ ଓତପ୍ରତ ଭାବରେ ଜଡିତ। ତାହା ହେଲା ଖାଦ୍ୟ ଖାଇବା ଶୈଳୀ। ଜଣେ ବ୍ୟକ୍ତିର ଖାଇବା ଶୈଳୀ ଉପରେ…
ସାଇଲେଣ୍ଟ୍ କିଲର୍ ସାଜିଛି ଉଚ୍ଚ ରକ୍ତଚାପ…
ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇ ଆସୁଛି। ୨୦୦୫ରେ ପ୍ରଥମେ ଏହି ଦିବସ ମେ’ ୧୪ରେ ପାଳନ…
ଥାଲାସେମିଆ : କିଛି କଥା
ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ ଏକ ରକ୍ତସମସ୍ୟା ଜନିତ ବଂଶାନୁକ୍ରମିକ, ଜନ୍ମଗତ ତଥା ଜଟିଳ ରୋଗ। ଏହି ରୋଗରେ ଶରୀରରେ…
କୋଭିଡ୍ ରୋଗୀ ଓ କଳା କବକ
ଫଙ୍ଗସ୍କୁ ଓଡ଼ିଆରେ କବକ କୁହାଯାଏ। ଏହା ଗୋଟିଏ ସୁବିଧାବାଦୀ ସୂକ୍ଷ୍ମ ଜୀବ। ଅନ୍ୟ ରୋଗରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଫଙ୍ଗସ୍ର ସଂଖ୍ୟା ବୃଦ୍ଧି ହୁଏ। ଏମାନେ ଓଦା ସ୍ଥାନରେ ରହିଥିବା ଜିନିଷ ଉପରେ ଉତ୍ପନ୍ନ ଶିଉଳି। କୋଭିଡ୍-୧୯ ରୋଗୀର…
କିପରି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ
୨୦୦୬ରୁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଅଛି। ଏ ବିଷୟରେ ସଚେତନ କରାଇବା ଏହି ଦିବସ ପାଳନର ଅସଲ ଉଦ୍ଦେଶ୍ୟ। ତେବେ ଉଚ୍ଚ ରକ୍ତଚାପ ଦ୍ୱାରା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖରାପ ହେବାର ଆଶଙ୍କା…
ୱାର୍ଲଡ ହାଇପରଟେନ୍ସନ ଡେ’: କରୋନା ଓ ଉଚ୍ଚ ରକ୍ତଚାପ
ଏବେ କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନୀରବ ଘାତକ ଭାବେ ଆଖ୍ୟାୟିତ ଉଚ୍ଚ ରକ୍ତଚାପ ବି କରୋନା ସଂକ୍ରମଣ ଆଶଙ୍କାକୁ ବଢାଉଛି। ଡାଇବେଟିସ୍, ହୃଦ୍ରୋଗ, କିଡ୍ନୀ, ମେଦବହୁଳ, ଦୀର୍ଘକାଳିକ ଶ୍ୱାସରୋଗ, ଉଚ୍ଚ ରକ୍ତଚାପ…
ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ
ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା ମହାମାରୀ…
ଶରୀରରେ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଯାଆନ୍ତୁ ହସ୍ପିଟାଲ, ନଚେତ୍…
ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ମାଡ଼ିଚାଲିଛି। ଦେଶରେ ପ୍ରତିଦିନ ୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ହସ୍ପିଟାଲରେ ବେଡ୍, ଅକ୍ସିଜେନ ଏବଂ ଔଷଧର ଅଭାବ ପରିଲକ୍ଷିତ ହେଉଛି। ଏହି ସମୟରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାର ସାମାନ୍ୟ…
ଶର୍ଟ ପ୍ୟାଣ୍ଟ ଫ୍ୟାଶନ
ସମର୍ ଫ୍ୟାଶନ ପାଇଁ ଶଟର୍ସ ବା ଶର୍ଟ ପ୍ୟାଣ୍ଟ ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହା ଯୁବକଙ୍କୁ କୁଲ୍ ଲୁକ୍ ଦେବା ସହିତ ଖରାଦିନେ ପିନ୍ଧିବାକୁ ବେଶ୍ କମ୍ଫର୍ଟେବଲ୍ ଲାଗିଥାଏ। ବିଶେଷକରି ବର୍ତ୍ତମାନର ଏହି ଲକ୍ଡାଉନ୍ ସମୟରେ ଘରେ ନିତ୍ୟ ବ୍ୟବହାର…
ବ୍ୟକ୍ତିତ୍ୱର ପ୍ରଭାବ
କୁହାଯାଏ, ଜଣଙ୍କର ବ୍ୟକ୍ତିତ୍ୱ ବି ଅନ୍ୟମାନଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି: ଜଣେ ଗୃହିଣୀଙ୍କ ନିକଟରେ ୧୦ ମିନିଟ୍ ବସିପଡିଲେ ଲାଗିବ, ଜୀବନଟା ଅତ୍ୟନ୍ତ କଷ୍ଟକର। କାରଣ ଦିନତମାମ୍ ଘର, ପରିବାରର କଥା ବୁଝୁବୁଝୁ ସେ ନିଜ କଥା…
ଶଙ୍ଖର ମହତ୍ତ୍ୱ
ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ଯ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଇଥାଏ। ତେବେ ଶଙ୍ଖ ଓ ଶଙ୍ଖଧ୍ୱନିର…
୪୦ ହଜାର ଜୀବନ ନେଉଛି ଡେଙ୍ଗୁ
ମେ’ ୧୬ରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏଡିସ୍ ପ୍ରଜାତିର ମଶା ଏଡିସ ଏଜିପ୍ଟି ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରିବାର…
Archives


