ଜୀବନଚର୍ଯ୍ୟା

ନଡ଼ିଆ୍‌ ବର୍‌ଫି

ଆବଶ୍ୟକ ସାମଗ୍ରୀ ପାଣି-୧କପ୍‌, ଚିନି-୧କପ୍‌, କୋରା ନଡ଼ିଆ-ଦେଢ଼ କପ୍‌, ଖୁଆ- ଅଧା ଚାମଚ, କଟା ବାଦାମ-୫ଟି, ଆଲ୍‌ମଣ୍ଡ-୬ଟି, ଗୁଜୁରାତି ଗୁଣ୍ଡ-୧ଚାମଚ, ଘିଅ-୧ଚାମଚ। ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଚିନି ପକାନ୍ତୁ। ପାଣି ଏବଂ ଚିନି ବହଳିଆ ହେବା…

ଘରକରଣା

ଏକ କପ୍‌ ପଇଡ ପାଣିରେ ଦୁଇଟି ବ୍ରେଡ ଓ ଏକ ଚାମଚ ଚିନି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ମିଶ୍ରଣକୁ ଇଡ୍‌ଲି ମିଶ୍ରଣରେ ମିଶାଇଲେ ଇଡ୍‌ଲି ଅଧିକ ସ୍ବାଦିଷ୍ଟ ଏବଂ ନରମ ହେବ। ଇଡ୍‌ଲି କିମ୍ବା ଦୋସାର ମିଶ୍ରଣ ଅଧିକ…

ସନ୍ତୁଳିତ ସୁଗାର ଦୂର କରେ ଷ୍ଟ୍ରୋକ୍‌ ଆଶଙ୍କା

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି। ହେଲେ ଏହାଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ସହ ରକ୍ତରେ ସୁଗାର ପରିମାଣ ଯେପରି ସନ୍ତୁଳିତ ରହେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସବୁଠାରୁ…

ଉପକାରୀ ଗାଜର

ଗାଜରରେ କାରୋଟିନ୍‌ ନାମକ ଏକ ଉପାଦାନ ଥିବାରୁ ଏହା ଆମ ଆଖି ପାଇଁ ବେଶ୍‌ ଉପଯୋଗୀ। ଏହା ସୂର୍ଯ୍ୟକିରଣଠାରୁ ଆଖିକୁ ରକ୍ଷା କରିବା ସହ ଆଖିରେ କାଟାରାକ୍ଟ ହେବାର ଆଶଙ୍କା ଅନେକାଂଶରେ ଦୂର କରିଥାଏ। ଏଥିରେ ଭିଟାମିନ୍‌ ‘ସି’ ଭରିରହିଛି॥ ଏହା…

ଡେଙ୍ଗୁ ଭୂତାଣୁ ଡିଇଏନ୍‌ଭି-୨

ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱରେ କରୋନା ତା’ର କରାଳ ରୂପ ଦେଖାଇ ଚାଲିଛି। ଅବଶ୍ୟ କେତେକ ଦେଶରେ ଏହା ନିୟନ୍ତ୍ରଣକୁ ଆସିଥିବା ବେଳେ ଏହାର ନୂଆ ରୂପ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ ଡେଙ୍ଗୁ ତାହାର ମଧ୍ୟ କାୟା…

ଚର୍ମରେ ଇନ୍ଦ୍ରିୟବୋଧ

‘ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ-ଡେଭିଡ ଜୁଲିୟସ୍‌ ଏବଂ ଆର୍ଡେମ ପାଟାପୌଟିଆନ୍‌।“ କିଏ ପାଇଲେ : ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ…

ଏହି ୪ ରାଶିର ବ୍ୟକ୍ତିଙ୍କ ପାଖରେ କେବେହେଲେ ରୁହେ ନାହିଁ ଧନର ଅଭାବ, ମିଳିଥାଏ ସବୁ ସୁଖ

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ…

କରୁଛନ୍ତି କି ଏସବୁ ଛୋଟ ଛୋଟ ଭୁଲ, ଆର୍ଥିକ ସ୍ଥିତିରେ ପକାଇବ ପ୍ରଭାବ

ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ପାରିବାରିକ ଜୀବନ, ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗପ୍ରତି ସିଧାସଳଖ ପ୍ରଭାବ…

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଶୀଘ୍ର ଆସିଥାଏ ହୃଦଘାତ

ହୃଦରୋଗ ଏକ ଗମ୍ଭୀର ସମସ୍ୟା। ଏହା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ଅନେକ କାରଣ ଅଛି । ଖରାପ ଜୀବନଶୈଳୀ, ଚାପ, ଚିନ୍ତା ଏବଂ ଅନ୍ୟାନ୍ୟ କାରଣରୁ ଏହି ରୋଗ ସୃଷ୍ଟି ହୁଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଅନୁଯାୟୀ,…

ଗଛ ବଦଳାଇ ଦେବ ଭାଗ୍ୟ

ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ! ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥା’ନ୍ତି। ହେଲେ ଜାଣିଛନ୍ତି କି, ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଏକ ଗଛ ଅଛି, ଯାହାକୁ ଘରେ ଲଗାଇବା…

ସବୁବେଳେ ଘରେ କଳହ ଲାଗି ରହୁଛି କି…ଏପରି ବାସ୍ତୁଦୋଷ ହୋଇପାରେ କାରଣ; ଜାଣନ୍ତୁ ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତି), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି…

କାହିଁକି ଭୁଲିହୁଏନି ପ୍ରଥମ ପ୍ରେମ …

କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ଯେତେ ପୁରୁଣା ହେଲେ ମଧ୍ୟ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?