ଜୀବନଚର୍ଯ୍ୟା

ସାଗୁ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀସାଗୁ- ୧କପ୍‌, ଆଳୁ- ୧ଟି (ବଡ), ବାଦାମ- ୧ କପ୍‌, କଞ୍ଚା ଲଙ୍କା- ୨ଟି, ଘିଅ- ୨ ଚାମଚ, ଆବଶ୍ୟକ ଅନୁସାରେ ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ ସର୍ବପ୍ରଥମେ ସାଗୁକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ସାଗୁ…

ସ୍କର୍ଟ କିଣିବା ବେଳେ…

ସ୍କର୍ଟ ପିନ୍ଧିବା ଯେମିତି ଆରାମଦାୟକ ସେମିତି ମଧ୍ୟ ଫ୍ୟାଶନେବୁଲ। କିନ୍ତୁ ପରଫେକ୍ଟ ଲୁକ୍‌ ପାଇବା ପାଇଁ ସ୍କର୍ଟ କିଣିବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ଜାଣି ରଖନ୍ତୁ… ସ୍କର୍ଟ କିଣିବା ସମୟରେ ଏହାର ଫାବ୍ରିକ ଉପରେ…

ପାର୍ଲର ଯିବା ପୂର୍ବରୁ…

  ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ବ୍ୟୁଟି ପାର୍ଲର ଯିବା ପୂର୍ବରୁ ସତର୍କ ରୁହନ୍ତୁ… ସବୁବେଳେ ନିଜ…

କଥାବାର୍ତ୍ତା ଶୈଳୀ ବଢ଼ାଏ କାର୍ଯ୍ୟଦକ୍ଷତା

ନିଜର କଥାବାର୍ତ୍ତା ଶୈଳୀ ଉପରେ ସେହି ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ନିର୍ଭର କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ରୋଚକ ତଥ୍ୟ ସମ୍ପର୍କରେ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ‘କଥାବାର୍ତ୍ତା ଶୈଳୀ ଓ କାର୍ଯ୍ୟଦକ୍ଷତା’ ବିଷୟକୁ ନେଇ ସେମାନେ…

ପାଚନକ୍ରିୟା ଓ ଉପବାସ

ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ ଏହା ଏକ ଅଭ୍ୟାସରେ ପଡିଗଲେ ତାହାର ପ୍ରଭାବ ଶରୀର ଉପରେ ପଡିବାର ଯଥେଷ୍ଟ ଆଶଙ୍କା…

ଉତ୍ତମ ପରିବେଶ ପାଇଁ…

ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ। ତେଣୁ ବର୍ତ୍ତମାନ ଆମ ପରିବେଶ କିପରି ପ୍ରଦୂଷଣମୁକ୍ତ ରହିବ, ସେ ନେଇ ଆମେ ଯତ୍ନବାନ…

ଶ୍ୱେତ କବକ

କିଛି ରିପୋର୍ଟ ଅନୁଯାୟୀ, ଧଳା ଫଙ୍ଗସ୍‌ ରୋଗ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ରେ ଆକ୍ରାନ୍ତ ରୋଗୀମାନେ ଧଳା ଫଙ୍ଗସ୍‌ ବା ଶ୍ୱେତ କବକ (ହ୍ବାଇଟ୍‌ ଫଙ୍ଗସ୍‌)ରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାଆନ୍ତି, କାରଣ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ…

ରୋଗ ପାଇଁ ଯୋଗ

ରବର୍ଟ ବେନ୍‌ସନ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ୧୯୮୫ ମସିହାରେ ସେ ନିଜର କେତେ ଜଣ ସହକର୍ମୀଙ୍କୁ ନେଇ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ…

ଯୋଗ କରୋନା ଲଢ଼େଇରେ  ଗୁରୁତ୍ୱପୂର୍ଣ୍ଣ…

ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ ଲୋକଙ୍କ ମଧ୍ୟରେ ଯୋଗାଭ୍ୟାସ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି। ପ୍ରାଣାୟାମ ଦ୍ୱାରା ଶରୀରରେ ଅମ୍ଳଜାନସ୍ତରକୁ…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।…

ଅତ୍ୟଧିକ ଆମ୍ବ ଖାଉଛନ୍ତି କି…

ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ ତତ୍ତ୍ୱ ସହ ଭିଟାମିନ ଇ, କପର, ପୋଟାସିୟମ, ଆଇରନ ଆଦିରେ ଭରପୂର ହୋଇଥାଏ। ଏହା…

କେମିତି ବଢ଼ିବ ବାପା-ପୁଅଙ୍କ ଭିତରେ ସମ୍ପର୍କ

ଅନେକ ସମୟରେ ଛୋଟଛୋଟ କଥାକୁ ନେଇ ବାପା-ପୁଅଙ୍କ ଭିତରେ ମନମତାନ୍ତର ହେଉଥିବାର ଦେଖିବାକୁ ମିଳିଥାଏ। ଏହା ପଛରେ ବି ବାସ୍ତୁଦୋଷ ରହୁଥିବା ଅନୁମାନ କରାଯାଏ। ତେବେ କ’ଣ ସେହି ବାସ୍ତୁଦୋଷ ଆଉ କ’ଣ ରହିଛି ତା’ର ପ୍ରତିକାର ଆସନ୍ତୁ ଜାଣିବା ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri