ଜୀବନଚର୍ଯ୍ୟା

ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର ରୋମ୍‌ ସ୍ଥିତ ଆଇଏସ୍‌ଏସ୍‌ ନ୍ୟାଶନାଲ ହେଲଥ୍‌ ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା ପ୍ରକାଶିତ ଏକ...

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା ଦେଖାଦେଉଛି। କେତେକଙ୍କଠାରେ ସ୍ମରଣ ଶକ୍ତି ହ୍ରାସ ପାଇବା ସମସ୍ୟା ସୃଷ୍ଟି ହେଉଛି। ସେହିପରି...

ଏହି ୪ ଫଳ ଖାଇଲେ ସଂକ୍ରମଣରୁ ମିଳିବ ମୁକ୍ତି

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏଣୁତେଣୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି ଜରୁରୀ। କାରଣ ଏହି ଫଳରେ ଥିବା ତତ୍ତ୍ୱ ସଂକ୍ରମଣ ରୋଗ ଦାଉରୁ ରକ୍ଷା...

କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହେଉଛନ୍ତି ଶିଶୁ: ଜାଣନ୍ତୁ କିଭଳି ଥାଏ ଲକ୍ଷଣ; ରହିବେ ସତର୍କ

ନୂଆଦିଲ୍ଲୀ,୧୨।୫: କୋଭିଡ ୧୯ର ଚିକିତ୍ସା କରୁଥିବା ଡାକ୍ତରମାନେ ମହାମାରୀର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହି ମହାମାରୀ ଏବେ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦେଖାଯାଉଛି। ବିଶେଷକରି ପିଲାଙ୍କ ଦେହରେ ଦୀର୍ଘଦିନ ଧରି ଜ୍ୱର ଏବଂ ଅନ୍ୟ...

ଟଏଲେଟ୍‌ ପାଇପ୍‌ ଯୋଗେ ଆସିପାରେ କରୋନା: ଜାଣନ୍ତୁ କେମିତି

କରୋନାର ଦ୍ୱିତୀୟ ଲହର ଦେଶରେ ଏକପ୍ରକାର ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଏହାର ଶିକାର ହୋଇ ଜୀବନ ହାରୁଛନ୍ତି। ଏହାପରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏପରି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ଏହା ବିଷୟରେ ଅନେକ ପ୍ରକାରର ତଥ୍ୟ...

ପିଆଜ ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି କରିବେ ବ୍ୟବହାର

ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ...

ଶାଢ଼ିରେ ଦିଶିବେ ଫ୍ୟାଶନେବଲ

ଫ୍ୟାଶନ ଟ୍ରେଣ୍ଡ ନିମନ୍ତେ ଖରାଦିନ ବହୁତ ଭଲ। ଏହି ଋତୁରେ ହିଁ ହାଲୁକା ଫ୍ୟାଶନେବଲ ପୋଷାକ ପିନ୍ଧି ହୁଏ। ତେବେ ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ ବି ଏହି ଋତୁରେ ବେଶ୍‌ ଷ୍ଟାଇଲିସ୍‌ ଦେଖାଯାଇପାରିବେ… ଫ୍ୟାଶନ ଡିଜାଇନରଙ୍କ କହିବା...

ଅତି ଶୀଘ୍ର ଖାଆନ୍ତୁ ନାହ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆରାମରେ ବସି ଖାଇବା ପାଇଁ କାହା ପାଖରେ ସମୟ ନାହିଁ। ଖୁବ ଶୀଘ୍ର ଖାଇ ଦେଇ କାମ ଶେଷ କରିଦେବା ଅନେକଙ୍କର ଅଭ୍ୟାସ ହୋଇଗଲାଣି। କିନ୍ତୁ ଅତିଶୀଘ୍ର ଖାଇବା ଫଳରେ ଶରୀର ଉପରେ ଖରାପ...

କେଉଁ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ତେବେ କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ହ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌)...

ମହାଯୋଦ୍ଧା

କର୍ତ୍ତବ୍ୟ ପାଇଁ ସେ ସବୁବେଳେ ବାଜି ଲଗାଇ ଦେଇଥାଏ ନିଜ ଜୀବନକୁ। ପରିବାରରେ ଯେମିତି ଭିନ୍ନ ଭିନ୍ନ ରୂପରେ ସେ ତା’ର ଦାୟିତ୍ୱ ସମ୍ପାଦନ କରିଥାଏ ଠିକ୍‌ ସେମିତି କାର୍ଯ୍ୟକ୍ଷେତ୍ରରେ ବି ପ୍ରଦର୍ଶନ କରିଥାଏ ଅଦମ୍ୟ ସାହସିକତା। କେତେବେଳେ କୋମଳ...

ମ୍ୟାଙ୍ଗୋ ଶେକ୍‌

ଆବଶ୍ୟକ ସାମଗ୍ରୀ ପାଚିଲା ଆମ୍ବ- ୨ଟି (ବଡ଼), କ୍ଷୀର- ୪ କପ୍‌, ଚିନି- ୪ ଛୋଟ ଚାମଚ, ଗୁଜୁରାତି- ୧ଟି, ବରଫ କ୍ୟୁବ- ୮-୧୦ ଖଣ୍ଡ ପ୍ରସ୍ତୁତି ପ୍ରଳାଣୀ- ମ୍ୟାଙ୍ଗୋ ଶେକ୍‌ କରିବା ପାଇଁ ଆମ୍ବକୁ ଧୋଇ ଚୋପା ଛଡାଇ...

ଖରାଦିନେ ତ୍ୱଚାର ଯତ୍ନ

ଖରାଦିନେ ମୁହଁର ତ୍ୱଚାକୁ ଧୂଳି ଏବଂ ଝାଳ ହେବାରୁ ଦୂରେଇ ରଖନ୍ତୁ। ଝାଳ ସହିତ ଅତ୍ୟଧିକ ଧୂଳି ରହିଲେ ଖୁବଶୀଘ୍ର ମୁହଁରେ ବ୍ରଣ ହୋଇଥାଏ। ତେଣୁ ଦିନକୁ ଅତି କମରେ ତିନି ଚାରି ଥର ମୁହଁ ଧୁଅନ୍ତୁ। କିନ୍ତୁ ସବୁଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri