ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ
ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା...
ଶରୀରରେ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଯାଆନ୍ତୁ ହସ୍ପିଟାଲ, ନଚେତ୍…
ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ମାଡ଼ିଚାଲିଛି। ଦେଶରେ ପ୍ରତିଦିନ ୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ହସ୍ପିଟାଲରେ ବେଡ୍, ଅକ୍ସିଜେନ ଏବଂ ଔଷଧର ଅଭାବ ପରିଲକ୍ଷିତ ହେଉଛି। ଏହି ସମୟରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାର...
ଶର୍ଟ ପ୍ୟାଣ୍ଟ ଫ୍ୟାଶନ
ସମର୍ ଫ୍ୟାଶନ ପାଇଁ ଶଟର୍ସ ବା ଶର୍ଟ ପ୍ୟାଣ୍ଟ ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହା ଯୁବକଙ୍କୁ କୁଲ୍ ଲୁକ୍ ଦେବା ସହିତ ଖରାଦିନେ ପିନ୍ଧିବାକୁ ବେଶ୍ କମ୍ଫର୍ଟେବଲ୍ ଲାଗିଥାଏ। ବିଶେଷକରି ବର୍ତ୍ତମାନର ଏହି ଲକ୍ଡାଉନ୍ ସମୟରେ ଘରେ ନିତ୍ୟ...
ବ୍ୟକ୍ତିତ୍ୱର ପ୍ରଭାବ
କୁହାଯାଏ, ଜଣଙ୍କର ବ୍ୟକ୍ତିତ୍ୱ ବି ଅନ୍ୟମାନଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି: ଜଣେ ଗୃହିଣୀଙ୍କ ନିକଟରେ ୧୦ ମିନିଟ୍ ବସିପଡିଲେ ଲାଗିବ, ଜୀବନଟା ଅତ୍ୟନ୍ତ କଷ୍ଟକର। କାରଣ ଦିନତମାମ୍ ଘର, ପରିବାରର କଥା ବୁଝୁବୁଝୁ ସେ ନିଜ...
ଶଙ୍ଖର ମହତ୍ତ୍ୱ
ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ଯ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଇଥାଏ। ତେବେ ଶଙ୍ଖ ଓ...
୪୦ ହଜାର ଜୀବନ ନେଉଛି ଡେଙ୍ଗୁ
ମେ’ ୧୬ରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏଡିସ୍ ପ୍ରଜାତିର ମଶା ଏଡିସ ଏଜିପ୍ଟି ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ...
ଦୁଇ ପ୍ରକାର ଭାକ୍ସିନ୍ ଡୋଜ୍ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…
ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା ଥମିବାର ନାଁ ଧରୁନି। ଭାରତ ଭଳି କେତେକ ଦେଶରେ ଦ୍ୱିତୀୟ ଲହର ଯୋଗୁ...
କରୋନା ପ୍ରତିରୋଧକ ଔଷଧ ଯୋଗୁ ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ: ସାଇଟୋକାଇନ୍ ଷ୍ଟ୍ରମ୍ ହେଉଛି ଘାତକ…
ଓ୍ବାଶିଂଟନ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ...
ଏହି ୧୦ ଖାଦ୍ୟରେ ରହିଛି ଅମ୍ଳଜାନସ୍ତର ବଢ଼ାଇବାର କ୍ଷମତା: କରୋନା କାଳରେ ପ୍ରତ୍ୟହ କରନ୍ତୁ ସେବନ
ପ୍ରଦୂଷଣକୁ ନେଇ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଧିରେ ଧିରେ କମିବାରେ ଲାଗିଛି। ଏଭଳି ସମୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀମାନଙ୍କ ଶରୀରରେ ଅମ୍ଳଜାନସ୍ତର କମୁଥିବା ଦେଖିବାକୁ...
କାହିଁକି ଦିଆଯାଉଛି କରୋନା ଟିକାର ଦୁଇ ଡୋଜ୍, ଜାଣନ୍ତୁ ଏହା ପଛରେ ଥିବା ରୋଚକ ତଥ୍ୟ
ଭୂତାଣୁ ରୋକିବା ପାଇଁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ୧୮ରୁ ଅଧିକ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି। ଭାରତରେ ଦୁଇଟି ଟିକା ଯଥା ପ୍ରଥମ କୋଭାକ୍ସିନ ଏବଂ ଦ୍ୱିତୀୟ କୋଭିଶିଲ୍ଡ ବ୍ୟାପକ ଭାବରେ ପ୍ରୟୋଗ କରାଯାଉଛି। ଲୋକଙ୍କୁ କରୋନା...
ସ୍ବପ୍ନରେ ଏସବୁ ଦେଖୁଛନ୍ତି କି…
ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ ଅଛି ଯାହାକୁ ଦେଖିଲେ ଅର୍ଥହାନୀର ପୂର୍ବ ସୂଚନା ମିଳେ। ଶୁଭ ସ୍ବପ୍ନ ଦେଖିଲେ...
ଅଧିକ ସମୟ ମାସ୍କ ବାନ୍ଧିଲେ କ’ଣ ହେବ ପରିଣାମ, ଏନେଇ ଏମିତି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କାରଣ ମାସ୍କ ହିଁ କରୋନା...
Archives


