ବିନାଶକାରୀ ଭୂମିକମ୍ପ
ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧। ଏହି ବିନାଶକାରୀ ଭୂମିକମ୍ପରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ...
ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର, ଜାଣନ୍ତୁ ମାହାତ୍ମ୍ୟ…
ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। ଭଗବାନ୍ଙ୍କ ଆଗରେ ହେଉ ଅବା ମାତା-ପିତାଙ୍କ ସମ୍ମୁଖରେ କିମ୍ବା କୌଣସି ବୟସ୍କ ବ୍ୟକ୍ତି ତଥା ସନ୍ଥ-ମହାପୁରୁଷଙ୍କ ଆଗରେ ହାତ ଯୋଡ଼ି ନତମସ୍ତକ ହେଲେ, କୁହାଯାଏ ମନରେ ଥିବା ଅହଂକାର ଦୂର ହୋଇ ଅନ୍ତଃକରଣ...
କେମିତି କରିବେ ଝାଡ଼ୁ? ଘରେ ବୃଦ୍ଧି ହେବ ସୁଖଶାନ୍ତି…
ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆମେ ଘର ଝାଡ଼ୁ କରିଥାଉ। କିନ୍ତୁ ଏହି ଝାଡ଼ୁ କରିବାକୁ ନେଇ ବି କିଛିଟା ବାସ୍ତୁ ନିୟମ ରହିଛି; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ...
ରାତ୍ରିଭୋଜନ ବିଳମ୍ବରେ କରୁଥିଲେ
କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଜାଣିରଖନ୍ତୁ ସେ ସମ୍ପର୍କରେ… ବାଧା ପାଏ ହଜମକ୍ରିୟା: ରାତି ଖାଇବା ଡେରି ହେଲେ...
ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ
ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ଏହାଛଡ଼ା ଜ୍ୟୋତିଷଶାସ୍ତ୍ରରେ...
ଧନୀ ହେବାକୁ ଚାହାନ୍ତି କି? ଚାଣକ୍ୟଙ୍କ ଏହି ୪ ଉପାୟ ବଦଳାଇଦେଇପାରେ ଆପଣଙ୍କ ଭାଗ୍ୟ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ...
ଘରେ ଅଛି ଔଷଧ
ସାରା ଦିନ କାମର ଚାପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ରୋକିବା ଲାଗି ଅନେକେ ପେନ୍କିଲର ସେବନ କରିଥାନ୍ତି। ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ଅଧିକ ସେବନ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ...
ପିଲାଙ୍କ ଫିଟ୍ନେସ୍
ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି। ଆଉ ଯଦି କେହି ପିଲାର ଓଜନ କମାନ୍ତୁ କୁହନ୍ତି, ତେବେ ରାଗରେ ନିଆଁ...
ଆମ ‘ଏକ୍ସପାଏରି ଡେଟ୍’
ପ୍ରତ୍ୟେକ ଔଷଧ ଖୋଳ ବା ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଉପରେ ତାହା କେଉଁ ତାରିଖରୁ ବ୍ୟବହାର ଉପଯୋଗିତା ହରାଇବ ତାହାର ସୂଚନା ଦିଆଯାଇଥାଏ। ଏହାକୁ କହନ୍ତି ‘ଏକ୍ସପାଏରି ଡେଟ୍’। ସଜୀବମାନଙ୍କ କ୍ଷେତ୍ରରେ ଏହା ହେଲା ତାଙ୍କର ସମ୍ଭାବ୍ୟ...
ଏମିତି ପିନ୍ଧନ୍ତୁ ଚଷମା
ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ଚକ୍ଷୁ ସମସ୍ୟା କାରଣରୁ ଚଷମା ବ୍ୟବହାର କରୁଛନ୍ତି। ଆଉ କେହି କେହି ଧୂଳି ମଳି ଆଦିରୁ ଚକ୍ଷୁକୁ ସୁରକ୍ଷା ଦେବା ପାଇଁ ଅବା ଫ୍ୟାଶନ୍ ଲାଗି ଅନେକଙ୍କୁ ଚଷମା ପିନ୍ଧୁଥିବା ଦେଖିବାକୁ ମିଳୁଛି। ହେଲେ ଏହାକୁ...
ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ମନୁଷ୍ୟ ଜୀବନର ଏହି ୪ ମୁଖ୍ୟ ନିଷ୍ପତ୍ତି, ଯାହାକୁ ବଦଳାଇବା ଅସମ୍ଭବ
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ପ୍ରତିଟି ମନୁଷ୍ୟ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ଯେତେବେଳେ ଶିଶୁ ମା’ର ଗର୍ଭରେ ଥାଏ, ସେତେବେଳଠାରୁ ତା ଭାଗ୍ୟର ଅନେକ ନିଷ୍ପତ୍ତି ନିଆଯାଏ। ଏହାପରେ କର୍ମ ଅନୁଯାୟୀ କେବଳ ସୁଖ ନହେଲେ ଦୁଃଖ ମିଳିଥାଏ।...
ଜୀବନରେ ସଫଳ ହେବାକୁ ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନର ପ୍ରତିଟି କଷ୍ଟକୁ ଦୂର କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛନ୍ତି। ଏଥିରେ ଜୀବନକୁ ସରଳ କରିବାକୁ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତ। ଚାଣକ୍ୟ କୁହନ୍ତି, କିଛି ବ୍ୟକ୍ତି ଏଭଳି ଅଛନ୍ତି...
Archives


