ଜୀବନଚର୍ଯ୍ୟା

ବହୁତ ଭାଗ୍ୟବାନ ଏହି ୪ ରାଶିର ବ୍ୟକ୍ତି; ଧନର ଅଭାବ ନ ଥାଏ, କମ୍‌ ପରିଶ୍ରମରେ ହୁଅନ୍ତି ସଫଳ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି କମ୍‌ ପରିଶ୍ରମରେ ବଡ଼ ସଫଳତା ପାଇଥାନ୍ତି। କାରଣ ଭାଗ୍ୟ ସେମାନଙ୍କ ସହ ରହିଥାଏ। ଜ୍ୟୋତିଷଶାସ୍ତ୍ରରେ…

କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ…

ଭୁଲ୍‌ରେ ବି ଜୀବନରେ ଏହି ୩ ଲୋକଙ୍କୁ କରନ୍ତୁ ନାହିଁ ସାଥୀ: ହସଖୁସିରେ ଲାଗିବ ବ୍ରେକ୍‌, ହୋଇଯିବେ ବରବାଦ୍‌

ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନର ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ବୁଝି ଜଣେ ବ୍ୟକ୍ତି ଜୀବନକୁ ସୁଖମୟ ଏବଂ ସଫଳ କରିପାରିବେ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି।…

ଅପମାନିତ କରୁଥିବା ଲୋକଙ୍କୁ କିଭଳି ଦେବେ ଜବାବ? ଜାଣନ୍ତୁ ଚାଣକ୍ୟ କହିଥିବା କିଛି ଟିପ୍ସ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ…

ଆପଣ ସେପ୍ଟେମ୍ବରରେ ଜନ୍ମ କି? ଜାଣିନିଅନ୍ତୁ ୫ଟି ଶ୍ରେଷ୍ଠ ଗୁଣ, ସ୍ବଭାବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ସ୍ବଭାବ ବିଷୟରେ ତାର ଜନ୍ମତିଥି ଆଧାରରେ ଜାଣିହେବ। କୌଣସି ଏକ ମାସରେ ଜନ୍ମିତ ଲୋକଙ୍କ ସ୍ବଭାବ ବିଷୟରେ ଜାଣିବା ପାଇଁ ଗ୍ରହ-ନକ୍ଷତ୍ରମାନଙ୍କ ସଠିକ ଗଣନା ଜରୁରୀ। ସେପ୍ଟେମ୍ବର ମାସ ଆରମ୍ଭ ହୋଇଛି। ଏହି ମାସରେ ଜନ୍ମିତ…

ପ୍ରତ୍ୟହ ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ୍‌; ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ…

ମନୁଷ୍ୟ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଏପରି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି…

ତ୍ୱଚା ପାଇଁ ବରଦାନ ସଜନାଶାଗ

ସଜନାଶାଗରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ସଜନାଶାଗକୁ ଶୁଖାଇ ଭଲ…

ଅଳ୍ପ ବୟସରୁ…

ଜଣେ ନାରୀ ପାଇଁ ଜରାୟୁ ବା ଗର୍ଭାଶୟ ଏକ ଅମୂଲ୍ୟ ଅଙ୍ଗ। ଏହା ଗର୍ଭରେ ଏକ ଶିଶୁକୁ ଧାରଣକରି ନାରୀକୁ ମା’ ହେବାର ପୂର୍ଣ୍ଣତା ପ୍ରଦାନ କରେ। ହେଲେ କେବେ କେବେ ବିଭିନ୍ନ ଜଟିଳ ପରିସ୍ଥିତିରେ କେତେଜଣ ମହିଳାଙ୍କ ଶରୀରରୁ ଏହି…

ଭୁଲ୍‌ରେ ବି କାହାକୁ କୁହନ୍ତୁ ନାହିଁ ଏହି ୫ କଥା, ନଚେତ ପସ୍ତାଇବେ ସାରା ଜୀବନ !

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଯଦି ଜୀବନରେ ପ୍ରୟୋଗ କରାଯାଏ ତେବେ ଜଣେ ସୁଖୀ ଜୀବନ ବିତାଇପାରିବ। ସେ ତାଙ୍କର ନୀତିରେ କିଛି…

କେବେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; କାଙ୍ଗାଳ ହୋଇଯିବେ…

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ…

ଏହି ୪ ନାମର ଯୁବତୀ ଶାଶୁଘର ଲୋକଙ୍କ ପାଇଁ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମରାଶି ଅନୁସାରେ ରଖାଯାଇଥାଏ। କାରଣଟି ହେଲା ରାଶି ଆଧାରରେ ରଖାଯାଇଥିବା ନାମର ପ୍ରଭାବ ଅଧିକ। କୁହାଯାଏ ନାମର ପ୍ରଥମ ଅକ୍ଷର ଆମ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଥିଲାଗି ନା ରଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?