ଜୀବନଚର୍ଯ୍ୟା

ଉତ୍ତମ ସହକର୍ମୀ

କର୍ମକ୍ଷେତ୍ରରେ ସମସ୍ତଙ୍କ ପ୍ରିୟଭାଜନ ହେବାକୁ କିଏ ବା ନ ଚାହେଁ। ଏଥିପାଇଁ ଜଣେ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀ ହେବା ସହ ସଭିଙ୍କ ସହ ଭଲ ବ୍ୟବହାର, ବିଶ୍ୱସ୍ତ ଆଚରଣ ରହିବା ହିଁ ଜଣେ ଉତ୍ତମ ସହକର୍ମୀର ପରିଚୟଦିଏ… କଥା ହୁଅନ୍ତୁ:…

ଆଇଲ୍ୟାସେସ୍‌ ବ୍ୟବହାର କରୁଥିଲେ…

ଆଖିକୁ ସୁନ୍ଦର କରିବା ପାଇଁ କେହି କାଜଲ ତ କିଏ ଆଇଲାଇନର, ମସ୍‌କରା ଆଉ ଆଇଶ୍ୟାଡୋ ଭଳି ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । ଏମିତିକି କେହି କେହି ଆଖିକୁ ଆଟ୍ରାକ୍ଟିଭ୍‌ କରିବା ଲାଗି ଆର୍ଟିଫିସିଆଲ୍‌ ଆଇଲ୍ୟାସ୍‌ ଲଗାଇବାକୁ ବି ପଛାଉ…

ଟି ଲେଙ୍ଗ୍‌ଥ ଡ୍ରେସ୍‌

ଟିଲେଙ୍ଗ୍‌ଥ ଡ୍ରେସ୍‌ର ଲମ୍ବା ସାଧାରଣତଃ ଆଣ୍ଠୁ ତଳକୁ ହେଲେ ଗୋଇଠି ଉପରକୁ ରହିଥାଏ। ବିଶେଷ କରି ଏହାର ଏକ ଭଲ ଗୁଣ ହେଲା, ଏହା ନା ବେଶି ଓପନ୍‌ ହୋଇଥାଏ ନା ଶରୀରକୁ ସମ୍ପୂର୍ଣ୍ଣ କଭର୍‌ କରିକି ରଖିଥାଏ। ତା’ଛଡ଼ା ଏହି…

ଘରେ ଏମିତି ଯଦି ହେଉଥାଏ…

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି। କୁହାଯାଏ,…

ସୀମା ଭିତରେ ସମ୍ପର୍କ

ସାଙ୍ଗ ହୋଇ ରହିବା ପ୍ରବୃତ୍ତି ମହିଳାଙ୍କ କ୍ଷେତ୍ରରେ ଢେର୍‌ ଅଧିକ। ହେଲେ କାହା ସହ କିଭଳି ବନ୍ଧୁତା କରିବାକୁ ହେବ ସେନେଇ ଜାଣିବା ବି ନିହାତି ଦରକାର। ବିଶେଷକରି ଅଫିସ୍‌ରେ ନିଜ ମାଲିକ କିମ୍ବା ସିନିୟରମାନଙ୍କ ସହ ନିବିଡ଼ତା କେତେଦୂର ଗ୍ରହଣୀୟ…

ଗଛଲତାଙ୍କ ରାସାୟନିକ ଭାଷା

”ବୈଜ୍ଞାନିକମାନେ ପରୀକ୍ଷା କରି ପ୍ରମାଣିତ କଲେଣି ଯେ ଗଛମାନେ ଯନ୍ତ୍ରଣା, କ୍ରୋଧ, ବ୍ୟଥାଭାବ ଏବଂ ଅସନ୍ତୋଷ ପ୍ରକଟ କରିବାକୁ ସମର୍ଥ। ଏପରିକି ସେମାନେ ସଙ୍ଗୀତ ପ୍ରତି ମଧ୍ୟ ପ୍ରତିକ୍ରିୟା କରନ୍ତି। କିଛି ବର୍ଷ ପୂର୍ବେ ଟମାଟୋ ଗଛଗୁଡ଼ିକୁୁ ହେଡ୍‌ଫୋନ୍‌ ସାହାଯ୍ୟରେ ସଙ୍ଗୀତ…

ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର

ଅଲ୍‌ଟାଇମ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଭେଲ୍‌ଭେଟ୍‌ ଆଉଟ୍‌ଫିଟ୍‌। ଖାସ୍‌କରି ଶୀତଦିନେ ପିନ୍ଧିବା ପାଇଁ ଭେଲ୍‌ଭେଟ୍‌ଠାରୁ ଭଲ ଅପ୍ସନ ଆଉ କ’ଣ ହୋଇପାରେ। ତେବେ ଏହାର ଯେ କେବଳ ଆଉଟ୍‌ଫିଟ୍‌ ଆସେ ତାହା ନୁହେଁ, ଏହି ମ୍ୟାଟେରିଆଲ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ଫୁଟ୍‌ଓ୍ବେର୍‌ ବି…

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ

କଳା, ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲା। ଏଠାରେ ରହିଛନ୍ତି ଅନେକ ଲୁକ୍କାୟିତ ପ୍ରତିଭା; ଯାହାକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟା ଭିଡିଛି ୟଙ୍ଗ ମାସ୍‌ ଆସୋସିଏଶନ(ଓ୍ବାଇଏମ୍‌ଏ)। ଦୀର୍ଘ ୨୮ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନେଇ ଗଢ଼ି ଉଠିଥିବା ଏହି…

ୟୁନିସେକ୍ସ ଫ୍ୟାଶନ

ଏବେ ଜେଣ୍ଡର ନ୍ୟୁଟ୍ରାଲ ବା ୟୁନିସେକ୍ସ ଫ୍ୟାଶନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦ୍ଦ୍ବାରା ନା କେବଳ ନାରୀ ଓ ପୁରୁଷ ମଧ୍ୟରେ ଅସମାନତା ଏବଂ ଭେଦଭାବ ହ୍ରାସ ପାଉଛି ବରଂ ଏହା ଅପେକ୍ଷାକୃତ ଟ୍ରେଣ୍ଡି ଓ ଆଇକ୍ୟାଚି ଲୁକ୍‌ ବି ଦେଉଛି।…

କେଉଁଠି ଓ କେମିତି ରଖିବେ ପୂଜା ସାମଗ୍ରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି… * ଜଳନ୍ତା ଦୀପକୁ କେବେବି ଖାଲିରେ ତଳେ ଥୋଇବା ଠିକ୍‌ ନୁହେଁ। ଅଳ୍ପ କିଛି…

ଏସବୁରେ କରନ୍ତୁ ନାହିଁ ସଙ୍କୋଚ, ନ ହେଲେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି କହିଛନ୍ତି। ଯାହାକୁ ଗ୍ରହଣ କରି ଯେ କେହି ଖୁସିରେ ରହିପାରିବ ଜାଣନ୍ତୁ ସେ ସମ୍ପର୍କରେ… ଚାଣକ୍ୟ ସଙ୍କୋଚକୁ ନେଇ କହିଛନ୍ତି ଯେ, ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ କେବେବି ସଙ୍କୋଚ କରିବା ଠିକ୍‌ ନୁହେଁ…

ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri