ଜୀବନଚର୍ଯ୍ୟା

ଧୂମକେତୁ ଓ ଲଞ୍ଜାତାରା

”ପ୍ରଚଣ୍ଡ ସୂର୍ଯ୍ୟତାପଜନିତ ପ୍ରକ୍ରିୟାସବୁ ବହୁଗୁଣିତ ହୋଇଯାଏ। ଏ ପର୍ଯ୍ୟନ୍ତ ଶାନ୍ତ ଓ ସୁପ୍ତ ଥିବା ପିଣ୍ଡଟି ଅକସ୍ମାତ ଅଥୟ ଓ ଅସ୍ଥିର ହୋଇଉଠେ । ଏହାର ସମସ୍ତ ଦିଗରୁ ନିରବଚ୍ଛିନ ଶକ୍ତିଶାଳୀ ଉଦ୍‌ଗୀରଣମାନ ନିର୍ଗତ ହୋଇ ଚତୁଃପାର୍ଶ୍ୱରେ ଧୂଳି ଓ ଗ୍ୟାସର…

ବଢାନ୍ତୁ ଆତ୍ମବିଶ୍ୱାସ

ଆତ୍ମବିଶ୍ୱାସ ମଣିଷକୁ ଭିତରୁ ଦୃଢ଼ କରିଥାଏ। ଯେକୌଣସି ସମସ୍ୟା ଆସୁନା କାହିଁକି, ତାହାକୁ ସାହସର ସହ ସାମ୍ନା କରିବାକୁ ଏହା ଆମକୁ ପ୍ରେରଣା ଦେଇଥାଏ। ସେଥିପାଇଁ କୁହାଯାଏ, ଯାହାର ଆତ୍ମବିଶ୍ୱାସ ଯେତେ ଦୃଢ଼ ହୋଇଥାଏ ତାଙ୍କୁ ସଫଳତା ସେତେ ଶୀଘ୍ର ମିଳିଥାଏ।…

ହସଖୁସିର ପରିବାର ପାଇଁ …

ହସଖୁସିର ପରିବାର ଜୀବନରେ ଶାନ୍ତି ଭରିଥାଏ। କାରଣ ପରିବାରରୁ ଆମକୁ ସବୁ ବିପଦକୁ ସାହସର ସହ ସାମ୍ନା କରିବାକୁ ଶକ୍ତି ମିଳିଥାଏ। ତେଣୁ ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ କେମିତି ମଜଭୁତ ରହିବ ସେ ନେଇ ଜାଣନ୍ତୁ କେତୋଟି ବାସ୍ତୁ ଟିପ୍ସ-…

ପ୍ୟାକେଟ୍‌ ଫ୍ରୁଟଜୁସ୍‌ ପିଉଥିଲେ

ତଟକା ଫଳ ଖାଇବା ଶରୀର ପାଇଁ ହିତକର। ସେହିପରି ଏହାର ରସ ବା ଜୁସ୍‌ ପିଇବା ମଧ୍ୟ ଲାଭକାରୀ ହୋଇଥାଏ। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ଏହାକୁ ଘରେ ପ୍ରସ୍ତୁତ କରିବା ଅପେକ୍ଷା ଅଧିକାଂଶ ମାର୍କେଟ୍‌ରେ ମିଳୁଥିବା ପ୍ୟାକେଟ୍‌ ଜୁସ୍‌ ପିଉଥିବା ଦେଖିବାକୁ…

ପ୍ରେମ ଦିବସ ଜରୁରୀ !

ପ୍ରେମ! ଏହା ଏକ ଏଭଳି ସମ୍ପର୍କ, ଯାହା ବିନା ଜୀବନ ରଙ୍ଗହୀନ। ତେବେ ଏଭଳି ଏକ ଦୃଢ଼, ଶାଶ୍ୱତ ସମ୍ପର୍କ ପାଇଁ କ’ଣ ଭାଲେଣ୍ଟାଇନ୍ସ ଡେ’ ଭଳି ଦିନଟିଏ ଅବା ପ୍ରେମ ସପ୍ତାହ ସତରେ ଲୋଡ଼ା! ଏହାକୁ ନେଇ ସବୁବେଳେ ମୁଣ୍ଡ…

ଆସନ୍ତା ୧୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜଗିରଖି ଚଳନ୍ତୁ ଏହି ୪ ରାଶିର ବ୍ୟକ୍ତି…

ଫେବୃୟାରୀ ୧୩ରୁ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ। ଏହି ରାଶିରେ ପୂର୍ବରୁ କର୍ମର ଦେବତା ଶନି ରହିଛନ୍ତି। ଏଣୁ ଆସନ୍ତା ମାସେ ଯାଏ କୁମ୍ଭ ରାଶିରେ ସୂର୍ଯ୍ୟ ଏବଂ ଶନି ଉଭୟ ରହିବେ। ଜ୍ୟୋତିଷଶାସ୍ତ୍ରବିଦ୍‌ଙ୍କ କହିବାନୁଯାୟୀ ସୂର୍ଯ୍ୟଙ୍କ…

ଉଚ୍ଚ ରକ୍ତଚାପ ରୋଗୀ କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ…

ମହାଶିବରାତ୍ରୀରେ ଅପୂର୍ବ ସଂଯୋଗ, ଏହି ୪ ରାଶି ବ୍ୟକ୍ତିଙ୍କ ରହିଛି ଧନପ୍ରାପ୍ତିର ଯୋଗ…

ଆସୁଛି ଶୈବଭକ୍ତଙ୍କ ପ୍ରିୟ ‘ମହାଶିବରାତ୍ରୀ’। ହିନ୍ଦୁ ଧର୍ମର ମାନ୍ୟତାନୁଯାୟୀ ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ଦିନ ‘ମହାଶିବରାତ୍ରୀ’ ପାଳନ କରିବାର ପରମ୍ପରା ଚାଲିଆସୁଛି। ଚଳିତ ବର୍ଷ ଫେବୃୟାରୀ ୧୮, ଶନିବାର…

ଆଜିଠୁ ଆରମ୍ଭ ‘ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌’; ଜାଣନ୍ତୁ କେଉଁ ଦିନ ପାଳନ ହେବ କେଉଁ ଡେ’…

ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ‘ଭ୍ୟାଲେଣ୍ଟାଇନ୍‌ ଡେ’କୁ ନେଇ ଉତ୍ସାହ ଅଧିକ। ଏହିଦିନ ପ୍ରେମରେ ପଡ଼ିଥିବା ଯୋଡ଼ି ଭଲପାଇବାକୁ ସେଲିବ୍ରେଟ୍‌ କରିଥାନ୍ତି। ହେଲେ ଏହାପୂର୍ବରୁ ମଧ୍ୟ କିଛି ସ୍ବତନ୍ତ୍ର ଦିନ ରହିଥାଏ, ଯାହାକୁ ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌(ସପ୍ତାହ) ନାମ ଦିଆଯାଇଛି। ଆଜିଠାରୁ ଅର୍ଥାତ ଫେବୃୟାରୀ…

ନୀରବ ଘାତକ

ବର୍ତ୍ତମାନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ସମଗ୍ର ପୃଥିବୀରେ ବଢିବାରେ ଲାଗିଛି। ଯାହାର ଶିକାର ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ହେଉଥିବାର ଦେଖିବାକୁ ମିଳୁଛି। ତେବେ ମହିଳାଙ୍କ ଠାରେ ଦେଖା ଦେଉଥିବା ବିଭିନ୍ନ କ୍ୟାନ୍ସର ମଧ୍ୟରୁ ଓଭାରିଆନ୍‌ କ୍ୟାନ୍ସର ବା ଡିମ୍ବକୋଷ କର୍କଟ…

ଗଛଲତାଙ୍କ ରାସାୟନିକ ଭାଷା

ସେମାନେ ଏବେ ଏବର ଭାଷା ସହିତ ସଂପୃକ୍ତ ରସାୟନଗୁଡିକ ଉପରେ ଅଧ୍ୟୟନ ଚଳାଇଛନ୍ତି। ତାଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଦ୍ୟ ପରୀକ୍ଷା ଏବର ମତବାଦ ଉପରେ ବିଶ୍ୱାସ ଆଣିଥାଏ। ଏଥିରେ ସେମାନେ ୪୫ଟି ଜଣାଶୁଣା ଉଦ୍ଭିଦଙ୍କୁ କୁଣ୍ଡରେ ଲଗାଇ ତହିଁରୁ ୩୦ଟିକୁ…

ଟିକା

”ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ୍‌ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ ସୃଷ୍ଟି କରିଥାଆନ୍ତି। ଏହି ପ୍ରକ୍ରିୟା ଟିସୁ କଲଚର ଭାବେ ନାମିତ । ଆବଶ୍ୟକ ସଂଖ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri