ଜୀବନଚର୍ଯ୍ୟା

ସମ୍ପର୍କ ପାଇଁ ସମୟ

ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ଯେତିକି ଦରକାର ସେତିକି ଜରୁରୀ ସମ୍ପର୍କ। ହେଲେ ଏବେ ଅଧିକାଂଶ ମହିଳା କର୍ମକ୍ଷେତ୍ର ଓ ଘରକାମ ଭିତରେ ଏଭଳି ବ୍ୟସ୍ତ ରହୁଛନ୍ତି ଯେ ଅନ୍ୟ କୌଣସି ସମ୍ପର୍କ ନିଭାଇବାକୁ ସୁଯୋଗ ପାଉନାହାନ୍ତି। କିନ୍ତୁ ନିଜକୁ ସୁସ୍ଥ ରଖିବାକୁ…

ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ…

କ୍ରାନ୍ତିପାତ ଓ ଅୟନାନ୍ତ

”ଜୁନ୍‌ ମାସ ୨୧ ତାରିଖ ଦିନ କର୍କଟ କ୍ରାନ୍ତି ଆଖପାଖ ଅଞ୍ଚଳରେ ଦିନ ୧୩ ଘଣ୍ଟା ଓ ରାତି ୧୧ ଘଣ୍ଟା ହୁଏ। ଏଠାରୁ ଉତ୍ତର ଦିଗକୁ ଗଲେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହୋଇଥାଏ। ଜୁନ୍‌ ମାସ…

ସ୍ବାମୀଙ୍କ ଉପରେ ହୁକୁମ ଚଳାଇବାରେ ମାହିର ଏହି ୪ ରାଶିର ଯୁବତୀ, ଶାଶୁଘରେ ବି ଥାଏ କଣ୍ଟ୍ରୋଲ…

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ ସ୍ବାମୀ ସହ ଶାଶୁଘରରେ ହୁକୁମ ଚଳାଇଥାନ୍ତି।…

ବାର୍ବି ଥିମ୍‌ କଫିନ୍‌

ବାର୍ବି ଡ଼ଲ୍‌ର କ୍ରେଜ୍‌ ନା କେବଳ ପିଲା ବରଂ ବଡ଼ମାନଙ୍କଠାରେ ବି ଦେଖିବାକୁ ମିଳେ। ଏବେ ତ ବାର୍ବି ଡ଼ଲକୁ ନେଇ ଏକ ହଲିଉଡ଼ ଚଳଚ୍ଚିତ୍ର ବି ରିଲିଜ ହୋଇଛି। ଯାହାର କ୍ରେଜ୍‌ ସାରା ପୃଥିବୀରେ ଦେଖିବାକୁ ମିଳୁଛି। ଫଳରେ ଲୋକେ…

ପଟ୍ଟଚିତ୍ର ପାଇଁ ପରିଚୟ

ଶିଳ୍ପୀଙ୍କ କଳାକାରି ଦେଖିଲେ ଯେ କେହି ବି ମୁଗ୍ଧ ହୋଇଯିବେ। ବିଶେଷକରି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ସେ କଳାର ରୂପ ଦିଅନ୍ତି। ପ୍ରସ୍ତୁତ କରନ୍ତି ପଟ୍ଟଚିତ୍ର। ଇଏ ହେଲେ ଯୁବ ପଟ୍ଟଚିତ୍ର ଶିଳ୍ପୀ ପ୍ରଦ୍ୟୁମ୍ନ ମହାପାତ୍ର। ଘର ତାଙ୍କର ପୁରୁଣା…

ସୁଖଶାନ୍ତିରେ ରହିବା ପାଇଁ ବାସ୍ତୁ

ସୁଖଶାନ୍ତିରେ ରହିବାକୁ କିଏ ନ ଚାହେଁ। କିନ୍ତୁ ବେଳେବେଳେ ଏମିତି ହୁଏ କିଛି କାରଣ ନଥାଇ ବି ପରିବାରରେ ଅଶାନ୍ତି ବଢିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ। ତେଣୁ ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ କେମିତି ମଜଭୁତ୍‌ ରହିବ ସେ ନେଇ ଜାଣନ୍ତୁ…

ଏମିତି ଦୂରକରନ୍ତୁ ଷ୍ଟ୍ରେଚ୍‌ମାର୍କ

ଅନେକ ଯୁବତୀଯୁବକ ମୋଟା ହୋଇଗଲେ ସେମାନଙ୍କ ଶରୀରର କେତେକ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ଦେଖାଯାଏ, ଯାହାକି ଫ୍ୟାଶନେବଲ୍‌ ଡ୍ରେସ୍‌ ପିନ୍ଧିବା ବେଳେ ଖରାପ ଦେଖାଯାଏ; ଯେଉଁଥିପାଇଁ ସେମାନେ ବ୍ୟସ୍ତ ହୋଇପଡ଼ନ୍ତି। ଯଦିଓ ଏହାକୁ କମ୍‌ କରିବା ଲାଗି ଅଧିକ ସମୟ ଲାଗିଥାଏ, ତଥାପି…

ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଆପଣ ଅଛନ୍ତି କି…

ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍‌ରେ ବିଶ୍ୱାସ ରଖୁଥିବା…

ଏହି ୮ ପ୍ରକାର ଲୋକଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…

ସ୍ତ୍ରୀଙ୍କୁ ରାଣୀ କରି ରଖିଥାନ୍ତି ଏହି ୪ ରାଶିର ପୁଅ; ଭାଗ୍ୟରେ ଥିଲେ…

ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ସ୍ବପ୍ନ ଥାଏ। ସବୁ ଝିଅ ଚାହାନ୍ତି ତାଙ୍କୁ ସବୁଠାରୁ ଅଧିକ ଭଲପାଉଥିବା ସ୍ବାମୀ ମିଳୁ। ତାଙ୍କ କଥାକୁ ସମ୍ମାନ ଦେବା ସହ ସବୁ ଇଚ୍ଛାକୁ ପୂରଣ କରୁ। ଏଭଳି ସ୍ବାମୀ ପାଇବା ସମସ୍ତଙ୍କ…

ପ୍ରେମ ହେଉଛି ସବୁ ଦୁଃଖର କାରଣ: ଜାଣନ୍ତୁ କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri